ଇଡିରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଭୁବନେଶ୍ୱର: ଇଡିରେ ହାଜର ହୋଇଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସେ ଖଣି ମାମଲାରେ ଜେରାର ସମ୍ମୁଖୀନ ହେଉଥିବାର ସୂଚନା ରହିଛି। ଖଣି ମାମଲା ନେଇ ଇଡି ବିଧାୟକଙ୍କୁ ଡକାଇଥିବା ସୂଚନା ମିଳିଛି। ପ୍ରାୟ ଘଣ୍ଟାଏ ହେଲା ଇଡିରେ ହାଜର ତାଳଚେରର ବିଧାୟକ ବ୍ରଜ ପ୍ରଧାନଙ୍କୁ ଜେରା ଚାଲିଛି।

Share Now:

Kalinga News Beuro

Next Post

କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ପାଇବେ ୧୦୮ ମହିଳା ସେନା ଅଧିକାରୀ

Fri Jan 20 , 2023
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ରୁ କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍‌ ସିଲେକ୍‌ସନ୍‌ ବୋର୍ଡ’ ପ୍ରକ୍ରିୟା ଚଳାଇଥିବା କଥା ସେନା ଅଧିକାରୀମାନେ କହିଛନ୍ତି। ସେନାର ପୁରୁଷ ଅଧିକାରୀମାନଙ୍କ ସହିତ ମହିଳା ଅଧିକାରୀମାନଙ୍କୁ ସମକକ୍ଷ କରିବା ନିମନ୍ତେ ୨୦୨୩ ଜାନୁଆରି ୨ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସେନା ଅଧିକାରୀମାନଙ୍କ କହିବା ଅନୁସାରେ, ଖାଲି ପଡ଼ିଥିବା ୧୦୮ ପଦବୀ […]
କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ପାଇବେ ୧୦୮ ମହିଳା ସେନା ଅଧିକାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial