କୋଭିଡ୍ ତଥାପି ଏକ ବିଶ୍ୱ ଏମର୍ଜେନ୍ସି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜାତିସଂଘ : କୋଭିଡ୍‌-୧୯ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ତିନି ବର୍ଷ ତଳେ ସର୍ବୋଚ୍ଚ ସ୍ତରର ଚେତାବନୀ ଶୁଣାଇଥିବା ବେଳେ ସୋମବାର କହିଛି ଯେ ଏହି ଭୂତାଣୁଜନିତ ମହାମାରୀ ଏବେ ବି ଏକ ଅନ୍ତର୍ଜାତୀୟ ସଙ୍କଟ ହୋଇ ରହିଛି।
ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଏକ ବିବୃତିରେ କହିଛି, କୋଭିଡ୍-୧୯ ମହାମାରୀ ସଂପର୍କରେ କମିଟି ଦ୍ୱାରା ଦିଆଯାଇଥିବା ପରାମର୍ଶ ସହିତ ହୁ ମହାନିର୍ଦ୍ଦେଶକ ଏକମତ ଅଟନ୍ତି। ସେହି ଅନୁଯାୟୀ, କୋଭିଡ୍ ଏବେ ବି ସାରା ବିଶ୍ବରେ ଏକ ଚିନ୍ତାଜନକ ବିଷୟ ଓ ଗ୍ଲୋବାଲ ଇମେର୍ଜନ୍ସି ହୋଇ ରହିଛି।

Share Now:

Kalinga News Beuro

Next Post

ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ

Tue Jan 31 , 2023
ଭୁବନେଶ୍ବର: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦଳ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଦାୟୀ। ଏଣୁ ପ୍ରଥମେ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୃହ ବିଭାଗର କର୍ମୀ ହତ୍ୟା କରୁଛି ହେଲେ ମୁଖ୍ୟମନ୍ତ୍ରୀ […]
ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial