ଭୁବନେଶ୍ୱରରେ ଡ୍ରୋନ୍ ଯୋଗେ ପାଟ୍ରୋଲିଙ୍ଗ କରାଯିବ : ଭୁବନେଶ୍ୱର ଡିସିପି

ଭୁବନେଶ୍ବରରେ ଡ୍ରୋନ୍ ଯୋଗେ ପାଟ୍ରୋଲିଙ୍ଗ

ଭୁବନେଶ୍ୱର: ଡ୍ରୋନ ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ କମିଶନରେଟ ପୁଲିସ। ଏନେଇ ସୂଚନା ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରିବୁ। ଏହା ଭିଆଇପି ପ୍ରୋଗ୍ରାମ, ଆସେମବ୍ଲି ଓ ଲ ଆଣ୍ଡ ଅର୍ଡର, ହକି, ଫୁଟବଲ ଇଭେଣ୍ଟ ପାଇଁ ସହାୟକ ହେବ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ଭିଡ଼ ନିୟନ୍ତ୍ରଣ ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ। ସେ ଆହୁରି କହିଛନ୍ତି, ଡ୍ରୋନ ପାଟ୍ରୋଲିଙ୍ଗ ଟ୍ରେନିଂ ପ୍ରୋଗ୍ରାମ ପାଇଁ ସଂସ୍ଥାର ଲୋକଙ୍କୁ ଡ଼କାଯିବ, ଯାହା ନାଇଟ ଭିଜନ ପ୍ରୁଫ ରହିଛି। ୫୦୦ ମିଟର ଉଚ୍ଚତା ସମେତ ୫ କିଲୋମିଟର କଭର କରିବ ଏହି କ୍ୟାମେରା।

Share Now:

Kalinga News Beuro

Next Post

ଅନ୍‌ଲାଇନ୍‌ରେ ଅବଢ଼ା ବିକ୍ରି : ଭାବାବେଗ ଉପରେ କୁଠାରଘାତ,ଥାନାକୁ ଯିବେ ଏକାମ୍ରବାସୀ

Sat May 20 , 2023
ଭୁବନେଶ୍ୱର: ୨୦୨୦ ମସିହାରେ ଏକ ସଂସ୍ଥା ଅନ୍‌ଲାଇନ୍‌ରେ ଶ୍ରୀଅନନ୍ତ ବାସୁଦେବ ଓ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା ବିକ୍ରି କରି ବିବାଦକୁ ଆସିଥିଲା। ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଉକ୍ତ ସଂସ୍ଥା କ୍ଷମା ମାଗି ଏଥିରୁ କ୍ଷାନ୍ତ ରହିଥିଲା। କିନ୍ତୁ ଏବେ ପୁଣି ତିନି ସଂସ୍ଥା ଅନ୍‌ଲାଇନ୍‌ରେ ଅବଢ଼ା ବିକ୍ରି କରୁଥିବା ଜଣାପଡ଼ିଛି। ୱେବ୍‌ସାଇଟ୍‌ରେ ବିଜ୍ଞାପନ ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି ଏବଂ ଏହାକୁ ନେଇ […]
ଅନ୍‌ଲାଇନ୍‌ରେ ଅବଢ଼ା ବିକ୍ରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial