ବିଜାପୁରରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ବିଜାପୁରରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ବିଜାପୁର: ଛତିଶଗଡର ବିଜାପୁର ସୁକୁମା ସୀମାରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମୁର୍କାପାଲ ଜଙ୍ଗଲରେ କୋବ୍ରା ଯାବାନ ଓ ଏସଟିଏଫ ଯବାନଙ୍କ ସହ ମାଓବାଦୀଙ୍କ ପ୍ଲାଟୁନ ନଂ-୧ର ଏହି ଗୁଳିବିନିମୟ ହୋଇଥିବା ସୂଚନା ରହିଛି। ଦୀର୍ଘ ଦୁଇ ଘଣ୍ଟା ଧରି ଗୁଳି ଓ ବୋମା ଶବ୍ଦରେ ଅଞ୍ଚଳ ଥରହର ହୋଇ ଉଠିଥିଲା। ତେବେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଥିବା ଜାଣିବାକୁ ମିଳିଛି। ଯବାନମାନଙ୍କ ପକ୍ଷରୁ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ରହିଛି।

Share Now:

Kalinga News Beuro

Next Post

ରୁଷ୍‌ରେ ଅଟକିଥିବା ଏୟାର୍‌ ଇଣ୍ଡିଆ ଯାତ୍ରୀଙ୍କୁ ରିଲିଫ୍‌ ବିମାନ ପଠାଇବେ କେନ୍ଦ୍ର ସରକାର

Wed Jun 7 , 2023
ନୂଆଦିଲ୍ଲୀ: ଅଟକି ରହିଥିବା ଏୟାର୍‌ ଇଣ୍ଡିଆ ଯାତ୍ରୀମାନଙ୍କୁ ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋରେ ପହଞ୍ଚାଇବା ଲାଗି ଆଜି ଅପରାହ୍ନ ୧ଟା ବେଳେ ମୁମ୍ବାଇରୁ ଗୋଟାଏ ରିଲିଫ୍‌ ବିମାନ ରୁଷ୍‌ର ମଗଦାନ୍‌ ଅଭିମୁଖେ ଯାତ୍ରା କରିଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି। ସୂଚନାଯୋଗ୍ୟ, ନୂଆଦିଲ୍ଲୀରୁ ସାନ୍‌ଫ୍ରାନ୍‌ସିସ୍‌କୋ ଯାଉଥିବା ଏୟାର୍‌ ଇଣ୍ଡିଆର ଗୋଟାଏ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ମଙ୍ଗଳବାର ଦିନ ତାହାକୁ ରୁଷ୍‌ର ମଗଦାନ୍କୁ‌ ନିଆଯାଇଥିଲା। […]
ରିଲିଫ୍‌ ବିମାନ ପଠାଇବେ କେନ୍ଦ୍ର ସରକାର-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial