ନୂଆବର୍ଷ ପୂର୍ବରୁ ହୋଟେଲ୍‌ରେ ହେବ କଡ଼ା ଚେକିଂ : ଡିସିପି

ଭୁବନେଶ୍ୱର: ରାଜଧାନୀର ସମସ୍ତ ଥାନା ଅଧିକାରୀଙ୍କ ଆଜି କମିଶନରେଟ୍‌ ପୁଲିସ ଡିସିପିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକ ପରେ ଡିସିପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ନୂଆବର୍ଷ ପୂର୍ବରୁ କମିଶନରେଟ୍‌ ପୁଲିସ ସ୍ୱତନ୍ତ୍ର ଅଭିଯାନ କରିବ। ବାହାର ରାଜ୍ୟର ଚୋରଙ୍କୁ ଧରିବାକୁ ହୋଟେଲ୍‌ରେ କଡ଼ା ଚେକିଂ ହେବ। ସେହିପରି ନୂଆ ଜ୍ଞାନକୌଶଳ ଫିଙ୍ଗର ପ୍ରିଣ୍ଟ ସ୍କାନର ବାବଦରେ ଥାନା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

Share Now:

Kalinga News Beuro

Next Post

ଦକ୍ଷିଣ କୋରିଆରେ ପୃଥିବୀର ସବୁଠୁ ସୁନ୍ଦର ୮୦୦ ବର୍ଷ ପୁରୁଣା ଝଙ୍କାଳିଆ ‘ଗିଙ୍କୋ’ ଗଛ

Wed Dec 6 , 2023
ସିଓଲ୍‌: ସୁନା ପରି ଝଟକୁ ଥିବା ଦକ୍ଷିଣ କୋରିଆରେ ଥିବା ଗୋଟାଏ ୮୦୦ ବର୍ଷ ପୁରାତନ ଝଙ୍କା ‘ଗିଙ୍କୋ’ ଗଛ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଦକ୍ଷିଣ କୋରିଆରେ ‘ଗିଙ୍କୋ’ ଗୋଟିଏ ସାଧାରଣ ଗଛ। ସମଗ୍ର ଦକ୍ଷିଣ କୋରିଆରେ ଅନେକ ଐତିହାସିକ ଓ ପ୍ରଖ୍ୟାତ ‘ଗିଙ୍କୋ’ ଗଛ ରହିଛି। କିନ୍ତୁ, ସୁନା ପରି ଝଲସୁ ଥିବା ଏହି ‘ଗିଙ୍କୋ’ ଗଛ ଚାରିପଟେ ବହୁସଂଖ୍ୟକ ଲୋକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial