ଏଲୋରା ଏକ ଅନନ୍ୟ କାରୁକାର୍ଯ୍ୟ ପୂର୍ଣ୍ଣ ବରଦାନ

ଔରଙ୍ଗାବାଦ : ମହାରାଷ୍ଟ୍ର ଅନ୍ତର୍ଗତ ଔରଙ୍ଗାବାଦ ଅଞ୍ଚଳରେ ଥିବା ଏଲୋରା ଗୁମ୍ଫା ପ୍ରକୃତରେ ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଅଟେ। ଏହାକୁ ନ ଦେଖିଲେ ବିଶ୍ବାସ କରିବା କଷ୍ଟକର ବ୍ୟାପାର। ଭାରତୀୟ କାରିଗରୀ ଓ ସ୍ଥାପତ୍ୟ କଳାକୌଶଳ ଏହି ପର୍ଯ୍ୟଟନସ୍ଥଳୀ ରେ ପ୍ରାକୃତିକ ପରିବେଶ ମଧ୍ୟରେ ଅନେକଙ୍କ ମନରେ ଗଭୀର ଭାବରେ ଚିନ୍ତନ କରିବାର ନିଶ୍ଚିତ ଏକ ବାତାବରଣ ସୃଷ୍ଟି କରିବ।

ଗୋଟିଏ ବିରାଟ ପାହାଡକୁ ଖୋଦେଇ କରି, ଗୋଟିଏ ଗୋଟିଏ ବିରାଟ ଗୁମ୍ଫା ସହିତ ଅନେକ କାରୁକାର୍ଯ୍ୟ ଆମ ଦେଶର ଶିଳ୍ପୀ ଯୁଗ ଯୁଗ ନିମନ୍ତେ ସୃଷ୍ଟି କରି ଯାଇଛନ୍ତି। ଏଭଳି କୀର୍ତ୍ତିରାଜର ସୋନ୍ଦର୍ଯ୍ୟ ପରିଦର୍ଶନ ପ୍ରତ୍ୟେକ ଜିଜ୍ଞାସୁ ପାଇଁ ନିହାତି ଆବଶ୍ୟକ।

Share Now:

Kalinga News Beuro

Next Post

ରାଜ୍ୟର ଅନ୍ତରୀଣ ବଜେଟ୍ : ମେଟ୍ରୋ ପାଇଁ ୧୦୦୦ କୋଟିର ବ୍ୟୟବରାଦ

Thu Feb 8 , 2024
ଶକ୍ତି କ୍ଷେତ୍ର ପାଇଁ ୪୩୫୨ କୋଟି ଭୁବନେଶ୍ୱର : ଅନ୍ତରୀଣ ବଜେଟରେ ସଡ଼କ, ସେତୁ, ବିମାନବନ୍ଦର ଏବଂ ରେଳବାଇ ବିକାଶ ପାଇଁ ୨୧,୦୦୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଓଡ଼ିଶାରେ ମେଟ୍ରୋ ରେଳର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି। ସଡ଼କ ସୁରକ୍ଷା ପାଣ୍ଠିକୁ ୪୫ କୋଟି ଟଙ୍କା, ଓଡ଼ିଶାସଡ଼କ ସୁରକ୍ଷା ସୋସାଇଟିକୁ ଅନୁଦାନ ନିମନ୍ତେ ୪୫ କୋଟି ଟଙ୍କା, ଏବଂ ଦୁର୍ଘଟଣା ଜନିତ ଅନୁକମ୍ପା ପାଣ୍ଠିକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial