ହୋଲି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର:ହୋଲି ଅବସରରେ ରଙ୍ଗ ଖେଳରେ ଯେପରି ଲୋକେ କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରେ ବେଶି କ୍ଷତିଗ୍ରସ୍ତ ନହୁଅନ୍ତି ସେନେଇ କ୍ୟାପିଟାଲ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ଚିକିତ୍ସା ସୁବିଧା କରାଯାଇଛି। କାଜୁଆଲିଟିରେ ୩ ଜଣ ଡାକ୍ତର ରହୁଥିବା ବେଳେ ହୋଲି ଦିନ ଆଉ ଜଣେ ଡାକ୍ତର ରହିବେ। ଗୋଟେ ଡ୍ରେସିଂ କେନ୍ଦ୍ର ଖୋଲା ରହୁଥିବା ବେଳେ ହୋଲି ଦିନ ୨ଟା ଡ୍ରେସିଂ କେନ୍ଦ୍ର ଖୋଲିବ। ଚର୍ମ, ଚକ୍ଷୁ, କାନର ସ୍ୱତନ୍ତ୍ର ସ୍ପେସାଲିଷ୍ଟ ମଧ୍ୟ ରହିବେ। ଏଥିସହ ଆଟେଣ୍ଡାଣ୍ଟ ଓ ନର୍ସମାନେ ମଧ୍ୟ ସଜାଗ ରହିବେ।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Tue Mar 10 , 2020
ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟରେ ଅଧିକାଂଶ ଜିଲ୍ଲା ସମେତ ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। କାଳବୈଶାଖୀ ପ୍ରଭାବରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ କନ୍ଧମାଳ,ରାୟଗଡା, ଗଜପତି, ଗଂଜାମ, କୋରାପୁଟ , ସୁନ୍ଦରଗଡ, ଝାରସୁଗୁଡା , କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ବରଗଡ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ହୋଇପାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial