କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ବାର୍ ସିଲ୍

ରାଜଧାନୀରେ ବାର୍ ସିଲ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏକ ବାର୍ ସିଲ୍ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିଟି ଅଞ୍ଚଳରେ ଥିବା ଇକୋ ବାରକୁ ଚଢାଉ କରି ସିଲ୍ କରାଯାଇଛି। ଏହି ବାରରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା। ତେବେ ଏଥିରେ କେହି କରୋନା କଟକଣାକୁ ପାଳନ କରୁ ନ ଥିବା ଅଭିଯୋଗ ଆସିବା ମାତ୍ରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ବାରଟିକୁ ସିଲ୍ କରାଯାଇଥିବା କୁହାଯାଇଛି।

Share Now:

Kalinga News Beuro

Next Post

ଚୀନ ଚାପରେ ପାକିସ୍ତାନ ଚେପା: ଟିକ-ଟକ ଉପରୁ ହଟାଇଲା ପ୍ରତିବନ୍ଧକ

Mon Oct 19 , 2020
ନୂଆଦିଲ୍ଲୀ: ପୁଣି ଚୀନ ଚାପରେ ପାକିସ୍ତାନ ଚେପା। ଅକ୍ଟୋବର ୧୦ରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ। ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଟିକ-ଟକ ଆପ୍‌କୁ ନିଷିଦ୍ଧ କରିଥିଲେ। କିନ୍ତୁ ୧୦ଦିନ ନହେଉଣୁ ପାକିସ୍ତାନ ଟିକ-ଟକ ବ୍ୟବହାର ଉପରୁ ଲାଗିଥିବା ପ୍ରତିବନ୍ଧକ ହଟାଇଦେଇଥିବା ଜଣା ପଡିଛି। ଚୀନ ପକ୍ଷରୁ ଚାପ ପଡ଼ିବାରୁ ପାକିସ୍ତାନ ଏଭଳି କରିଥିବା ସାମ୍ନାକୁ ଆସିଛି। […]
ନିଷେଧାଦେଶ ହଟାଇଲା ପାକିସ୍ତାନ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial