କଟକ: ଆସନ୍ତାକାଲି ଗଣେଶ ପୂଜା। ଏଥିପାଇଁ ସଜେଇ ହୋଇଛି ସହର। ଗଲା ଦୁଇ ବ‌‌ର୍ଷ କରୋନା ପାଇଁ ରସହୀନ ହୋଇଯାଇଥିବା ପୂଜା ଚଳିତ ବର୍ଷ ଉତ୍ସାହର ସହ ପାଳନ ହେବାକୁ ଯାଉଛି। ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ସହରର ସବୁ ଗଳିକନ୍ଦି, ସହରବଜାର, ସାହିବସ୍ତି। କରୋନା କଟକଣା ନଥିବାରୁ ସାଜସଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭସାଣି ‌ଶୋଭାଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ସହରର ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, କ୍ଲବ୍‌କୁ […]

ପୁରୁଣା ଭୁବନେଶ୍ୱର : ଗତବର୍ଷ ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତିରେ ବିଭ୍ରାଟ ହୋଇଛି। ଫଳରେ ମହାପ୍ରଭୁଙ୍କ ପବିତ୍ରାରୋପଣ ନୀତି ହୋଇପାରିନଥିଲା। ଏଥିସହ ସେବାୟତଙ୍କ ନୀତି ବନ୍ଦ ଯୋଗୁଁ ଠାକୁର ଦିନ ତମାମ ଖାଡ଼ା ଉପାସ ରହିଥିଲେ। ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ଗତକାଲିଠାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ସକାଳୁ ମନ୍ଦିରରେ ପହୁଡ଼ ଖୋଲିବା ପରେ ମଙ୍ଗଳ ଆଳତି ନୀତି […]

ପୁରୁଣା ଭୁବନେଶ୍ବର: ମୁଖ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ପାର୍ଶ୍ବରେ ଥିବା ମା’ ଭୁବନେଶ୍ବରୀ ମନ୍ଦିର, ପାର୍ବତୀ ମନ୍ଦିର, କାଶୀ ବିଶ୍ବନାଥ ମନ୍ଦିର ସମେତ ଅନ୍ୟ ଛୋଟ ବଡ଼ ମନ୍ଦିରରେ ଗଛ ଉଠି ଗଲାଣି। କିନ୍ତୁ ଏଗୁଡ଼ିକୁ ନଷ୍ଟ କରିବା ଦିଗରେ ଏଏସ୍‌ଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସେବାୟତ ଓ ଭକ୍ତ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁଖ୍ୟ ମନ୍ଦିରର ଦଧିନଉତିର ବିଭିନ୍ନ ସ୍ଥାନ ଓ ରାହାପାଗରେ ବର, […]

ପୁରୀ: ପବିତ୍ର ନୀଳାଦ୍ରି ବିଜେ ଅବସରରେ ଶ୍ରୀଜିଉମାନେ ରତ୍ନବେଦୀକୁ ବିରାଜମାନ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରୁଛନ୍ତି। ୯ ଦିନିଆ ରଥଯାତ୍ରା ଶେଷ କରି ମହାପ୍ରଭୁ ଆଜି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରୁଛନ୍ତି। ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରଥମେ ମଦନମୋହନ ଓ ପରେ ରାମକୃଷ୍ଣଙ୍କୁ ରତ୍ନସିଂହାସନରେ ବିରାଜମାନ କରାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ତାଳଧ୍ବଜ […]

ପୁରୀ : ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥିତ କରିବା ପାଇଁ ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ମାତ୍ର ଏହା କେବଳ କଥା ସୀମିତ ରହିଯାଇଛି। ରଥ ଉପରେ ଭିଡ଼ ଯୋଗୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରଥର କ୍ଷମତା ଓ ରଥଟଣା ସୁଗମ କରିବା ପାଇଁ କେତେ ସେବାୟତ ରଥ ଚାଲିବା ବେଳେ ରହିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଥିଲେ ହେଁ ତାହା ଅନୁସରଣ […]

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନେ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ସିଂହଦ୍ବାର ସମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ରହିବ। ଏହା ପରେ ବେଶ ଓଳାଗି ହେବ। ସୂଚନା‌ଯୋଗ୍ୟ ବାହୁଡାଯାତ୍ରା ପରଦିନ ଅର୍ଥାତ ଏକାଦଶୀ ତିଥିରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି। ଭିତରଛୁ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, […]

ପୁରୀ: ତିନି ରଥରେ ଗଜପତି ମହାରାଜ ସୁବର୍ଣ୍ଣଖଡ଼ିକାରେ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଛି। ଏବେ ଶ୍ରଦ୍ଧାଳୁମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣୁଛନ୍ତି। ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଶ୍ରୀସୁଦର୍ଶନଙ୍କ ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେ‌ଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସରିଥିଲା। ଏହି ସମୟରେ ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଥିଲା। ଭୋର […]

ନୂଆଦିଲ୍ଲୀ:ତାଜମହଲରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ନେଇ ବିବାଦ ଚାଲିଥିବାବେଳେ ଆଜି ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ଏକ ଆରଟିଆଇର ଉତ୍ତରରେ କହିଛି ଯେ ମନ୍ଦିର ସ୍ଥଳରେ ତାଜମହଲ ନିର୍ମାଣ କରାଯାଇ ନାହିଁ କିମ୍ବା ବନ୍ଦ ଥିବା କୋଠରୀରେ କୌଣସି ଦେବାଦେବୀଙ୍କର ମୂର୍ତ୍ତି ନାହିଁ। ବାସ୍ତବରେ, ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଏସ ଗୋଖଲେ ତାଜମହଲକୁ ନେଇ ଆରଟିଆଇ ଦାଖଲ କରିଥିଲେ। ଟିଏମସି ନେତା ଆରଟିଆଇରେ ଏଏସଆଇକୁ ଦୁଇଟି […]

ପୁରୀ: ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲି ନିକଟରେ ତାଳଧ୍ବଜ ଓ ଦର୍ପଦଳନ ପହଞ୍ଚିଛି। ବିଶ୍ବନିୟତା କାଳିଆ ଠାକୁର ଶେଷରେ ଶରଧାବାଲିରେ ପହଞ୍ଚିବେ। ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ରୁଣ୍ଡ ହୋଇଥିବା ଭକ୍ତମାନେ ମହାପ୍ରଭୁଙ୍କ ରଥଗୁଡ଼ିକ ଅତି ଶ୍ରଦ୍ଧାର ସହିତ ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଜି ଅପରାହ୍ନରୁ ଟାଣି ଟାଣି ନେଇଛନ୍ତି। ଭକ୍ତଙ୍କ ହରିବୋଲ ଓ ହୁଳହୁଳି ପୁରୀ ବଡ଼ଦାଣ୍ଡକୁ ଏକ ଆଧ୍ୟାତ୍ମିକ ପରିବେଶରେ ପରଣିତ ହୋଇଛି। ସେହିପରି ତୁରୀ-ଭେରୀ, […]

ବଞ୍ଚିଗଲେ ୫୦୦ରୁ ଊର୍ଦ୍ଧ୍ବ ଛେଳି-କୁକୁଡ଼ା କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ କଳାବାଡ଼ିଆ ଓ କୁମ୍ଭାରମୁଣ୍ଢାକଟା ସୀମାରେ ଥିବା ବାଇଶ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା’ ଆମ୍ବିଳିପାଟଙ୍କ ବାର୍ଷିକ ପୂଜା। ଏଥର ପୂଜାରେ ୧୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ପାଖରେ ମାନସିକ ରଖିଥିବା ଶଦ୍ଧାଳୁମାନେ ଏଠାରେ ବଳି ପକାଇବା ପାଇଁ ୫୦୦ରୁ ଊର୍ଦ୍ଧ୍ବ କୁକୁଡ଼ା ଓ ଛେଳି ଆଣିଥିଲେ। ହେଲେ ପ୍ରଶାସନର ହସ୍ତକ୍ଷେପ ଯୋଗୁ […]

Social media & sharing icons powered by UltimatelySocial