ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ୍ ତନାଘନା ଚଳାଇଛି। ପାତ୍ରପଡ଼ାର ଯେଉଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା, ତା’ ଆଖପାଖରେ ଥିବା ସମସ୍ତ ସିସିଟିଭିକୁ ପୁଲିସ ଯାଞ୍ଚ କରୁଛି। ଏହି ମାମଲାର ଗୁମର ଖୋଲୁଛି ପୁଲିସ। ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ମାମଲାର […]

ଭୋଜି କରିବାକୁ ଡାକିନେଇ ହତ୍ୟା କରିଥିବା କହିଲେ ନବୀନ ଦାସ ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ ଗୁଡୁଙ୍କ ଶବ ପାତ୍ରପଡ଼ା ପୋଖରୀରୁ ମିଳିବା ଘଟଣାକୁ ଇତିମଧ୍ୟରେ ୩୬ଘଣ୍ଟା ପୂରିଗଲାଣି। ମାତ୍ର ତାଙ୍କୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା, ଏଯାଏ ସେହି ରହସ୍ୟ ଉପରୁ ପରଦା ହଟିପାରିନାହିଁ। ପୁଲିସ ଗୁଡୁଙ୍କର କିଛି ବନ୍ଧୁଙ୍କ ସମେତ ୫ରୁ ଅଧିକ ଲୋକଙ୍କୁ […]

ଆଠଗଡ଼ : ଆଠଗଡ଼ ଥାନା କଟକ-ନରସିଂହପୁର ରାସ୍ତାର ମହୀଧରପୁର ନିକଟରେ ସୋମବାର ଦିନ ଏଟିଏମ୍‌ରେ ଟଙ୍କା ଲୋଡ୍‌ କରିବାକୁ ଯାଉଥିବା ସିଏମ୍‌ଏସ୍‌ କମ୍ପାନି କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ୧ କୋଟି ୨୯ ଲକ୍ଷ ଟଙ୍କା ସହ ଗାଡ଼ି ଲୁଟି ନେଇଥିଲେ। ତେବେ ପୁଲିସ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗାଡ଼ି ସହ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା […]

ଭୁବନେଶ୍ୱର : ଶନିବାର ରାତିରୁ ଅପହରଣ ହୋଇଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଓରଫ୍ ଗୁଡ଼ୁ(୩୧)ଙ୍କ ମୃତଦେହକୁ ରବିବାର ଦିନ ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଗାଁ ନମ୍ରକାନି ପୋଖରୀରୁ ଜବତ କରାଯାଇଛି। ଅପହରଣକାରୀମାନେ ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛନ୍ତି କିମ୍ବା ପୋଖରୀକୁ ଠେଲି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଭୁବନେଶ୍ବର ଏମ୍‌ସରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ସତ୍ୟନଗର […]

ଭୁବନେଶ୍ବର : ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କୁ ଲୁଟ୍‌ କରୁଥିବା ଏକ କୁଖ୍ୟାତ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‌କୁ ଠାବ କରିଛି ଭୁବନେଶ୍ବର ରେଳବାଇ ପୁଲିସ। କ୍ୟାପିଟାଲ ଥାନା ଅଧୀନ ଫାଳିକିଆ ବସ୍ତିରୁ ଗିରଫ ହୋଇଥିବା ଏହି ଗ୍ୟାଙ୍ଗ୍‌ର ୬ ସଦସ୍ୟ ହେଲେ, ବିହାର ପାଟନାର ବିଶାଲ କୁମାର, କୋରାପୁଟର ବାପୁନ୍‌ ସିସା, ମାଲକାନଗିରିର ଧରମାନନ୍ଦ ମାଦ୍ରି, କଟକର ଦୀନବନ୍ଧୁ ନାୟକ, ଗଂଜାମର ବସନ୍ତ ସାହୁ ଓ ସଂଜୟ ପ୍ରଧାନ। ସେମାନଙ୍କ ନିକଟରୁ […]

ନୂଆଦିଲ୍ଲୀ: ପଞ୍ଜାବର ବଠିଣ୍ଡା ସହରର ଏକ ଘରୋଇ ହସ୍ପିଠାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ପୀଡିତା ମହିଳା ସିଭିଲ ହସ୍ପିଟାଲ ବଠିଣ୍ଡାରେ ନିଜର ଡାକ୍ତରି ମାଇନା କରି ଏହି ଗଣଦୁଷ୍କର୍ମ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମହିଳାଙ୍କ ବୟାନ ରେକର୍ଡ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଫାଜିଲକା ଜିଲ୍ଲାରେ ରହୁଥିବା ପୀଡିତା କହିଛନ୍ତି, ଅପରେସନ ପାଇଁ ସେ ବଠିଣ୍ଡାର ଏକ […]

ମୁମ୍ବାଇ: ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାର ଅଭିଯୁକ୍ତ ଆର୍ଯ୍ୟନ ଖାନ୍‌ ‘ଚରସ୍‌’ ଖାଆନ୍ତି ଏବଂ ଜାହାଜରେ ଖାଇବା ଲାଗି ତାଙ୍କ ବନ୍ଧୁ ଅର୍ବାଜ୍‌ ମର୍ଚାଣ୍ଟ୍‌ ସେଥିରୁ ୬ ଗ୍ରାମ୍‌ ରଖିଥିଲେ ବୋଲି ସ୍ୱୀକାର କରିଥିବା ‘ଏନ୍‌ସିବି’ ପଞ୍ଚନାମାରେ ଉଲ୍ଲେଖ ଥିବା କଥା ରିପୋର୍ଟ କରାଯାଇଛି। ‘କର୍ଡେଲିଆ କ୍ରୁଜ୍‌’ରେ ଚଢ଼ାଉ ଓ ତଲାସ ବେଳେ ‘ଏନ୍‌ସିବି’ ଟିମ୍‌ ଏହି ପଞ୍ଚନାମା ବା ସାକ୍ଷୀମାନଙ୍କ ବୟାନ୍‌ ରେକର୍ଡ କରିଥିଲା। ଉକ୍ତ ପଞ୍ଚନାମା ଅନୁସାରେ, […]

ଡିଏଫ୍‌ଓଙ୍କୁ କ୍ରାଇମବ୍ରାଞ୍ଚର କ୍ଲିନ୍‌ଚିଟ୍‌,ସୌମ୍ୟ ଜଳୁଥିବା ବେଳେ ବିଦ୍ୟାଭାରତୀ ଦେଖୁଥିଲେ କଟକ : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ନୁହେଁ, ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ। ସୌମ୍ୟରଞ୍ଜନ କିଛି କାଗଜ କିରୋସିନ୍ ଢାଳି ପୋଡ଼ୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଗୋଡ଼ ଖସିଯିବାରୁ କିରୋସିନ୍ ତାଙ୍କ ଉପରେ ଢାଳି ହୋଇଯାଇଥିଲା ଏବଂ ସେ ନିଆଁରେ ଜଳି ଯାଇଥିଲେ। ତେବେ ସୌମ୍ୟ ନିଆଁରେ […]

ଭୁବନେଶ୍ୱର : ସ୍ୱିଗି ବୟ ସୁପ୍ରଭାସ ଓ ବଡ଼ଭାଇ ସୌମ୍ୟରଞ୍ଜନ ମାନ୍ଧାତାଙ୍କୁ ମହାବୀର ଫାଇନାନ୍ସର କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଆକ୍ରମଣ କରିବା ଘଟଣାରେ ଭରତପୁର ପୁଲିସ ଗୁରୁବାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଗନ୍ନାଥ ବିହାର ଲେନ୍-୪ ନାରାୟଣ ସେଠୀ ଓରଫ ବାବୁ(୨୩) ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିର ରାଜକୁମାର ବାରିକ ଓରଫ ରାଜା(୨୩)। ପୁଲିସ ଉଭୟଙ୍କ ପାଖରୁ ଆକ୍ରମଣରେ ବ୍ୟବହୃତ […]

ଚାଲାଣ କଟିବାରୁ ଖିଅ ମିଳିଲା, ନାଲିଆଖି ଦେଖାଇଲା ଚୋର ଭୁବନେଶ୍ୱର : ସ୍କୁଟି ଚୋରି ହେଲା। ପୁଲିସରେ ଅଭିଯୋଗ କଲେ। ପୁଲିସ ଗାଡ଼ିକୁ ଠାବ କରିବା କି ଚୋରକୁ ଧରିବା ତ ଦୂରର କଥା; ଘଟଣାକୁ ଗୁରୁତ୍ବର ସହ ନ ନେଇ ଅଭିଯୋଗକୁ ବି ଗ୍ରହଣ କଲାନାହିଁ। ହେଲେ ଏଥିରେ ଚୁପ୍‌ ବସିନଥିଲେ ସ୍କୁଟି ମାଲିକ କୁନା ବାରିକ୍‌। ନିଜେ ତଦନ୍ତ କରି ଗାଡ଼ିକୁ ଠାବ କରିବା ସହ ଚୋରକୁ […]

Social media & sharing icons powered by UltimatelySocial