ନୂଆଦିଲ୍ଲୀ: ତଣ୍ଡ ଗଣିବେ ଗଣମାଧ୍ୟମ ସଂସ୍ଥାର ମାଲିକ। ବହୁଚର୍ଚ୍ଚିତ ଜମ୍ମୁ କାଶ୍ମୀରର କାଠୁଆ ଗଣଦୁଷ୍କର୍ମ ହତ୍ୟା ଘଟଣାର ୮ ବର୍ଷର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବାରୁ ୧୨ଟି ଗଣମାଧ୍ୟମ ସଂସ୍ଥାକୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତେବେ ୧୨ଟି ସଂସ୍ଥାରୁ ଗତକାଲି ୯ଟି ସଂସ୍ଥା ପକ୍ଷରୁ ଓକିଲ କୋର୍ଟରେ ହାଜର ହୋଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ […]

ଲକ୍ଷ୍ନୌ: ୧୦ ବର୍ଷ ଧରି ଖୁନି ଆଖ୍ୟା ବୋହି ଚାଲିଥିଲା ଅମିତ। ଚାକିରି ଖଣ୍ଡେ ପାଇଁ ସାହସ ବାନ୍ଧି ନ ପାରି ସେ ନିଜର କୌଳିକ ବୃତ୍ତି ଚାଷ କାମରେ ଲାଗିଥିଲା। ଦିନେ ତାଙ୍କର ଭେଟହେଲା ସେ ହତ୍ୟା କରିଛି ବୋଲି କୁହାଯାଉଥିବା ଲୋକଟି ସହ। ଘଟଣାଟି ୧୦ ବର୍ଷ ତଳର । ୨୦୦୭ରେ ଉତ୍ତର ପ୍ରଦେଶର ବୁଲନ୍ଦସର୍‌ ଜିଲ୍ଲା ଅନ୍ତର୍ଗତ ନଇଥ୍‌ନା ହସନ୍‌ପୁର ଗାଁ’ର ୧୪ ବର୍ଷିୟ ଦୀପକ […]

ତାମିଲନାଡୁ:ଜଣେ ମହିଳା ସାମ୍ବାଦିକଙ୍କ ଗାଲକୁ ଆଉଁସି ଦେଇ ହରଡ଼ଘଣାରେ ପଡ଼ିଛନ୍ତି ଜଣେ ରାଜ୍ୟପାଳ। ତାମିଲନାଡୁରେ ଘଟିଥିବା ଏମିତି ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାମିଲନାଡୁର ଏକ କଲେଜରେ ଛାତ୍ରୀମାନଙ୍କୁ ଭଲ ନମ୍ବର ଦେବାକୁ ଓ ପାସ୍ କରାଇ ଦେବାକୁ କହି କିଛି ଅଫିସରଙ୍କ ଶାରୀରିକ ସଂପର୍କ ରକ୍ଷା କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆସିଥିଲା। ‘ଡିଗ୍ରୀ କେଲିଏ ସେକ୍ସ’ ନାମରେ ଚର୍ଚ୍ଚିତ ଏହି ମାମଲାରେ […]

ନୂଆଦିଲ୍ଲୀ: ଆଗାମୀ ଏନ୍‌ଇଇଟି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍‌ଇ ଏକ ଡ୍ରେସ୍‌ କୋଡ୍‌ ବ୍ୟବସ୍ଥା କରିଛି। ମେଡିକାଲ୍‌ କଲେଜ୍‌ଗୁଡ଼ିକରେ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଏନ୍‌ଇଇଟି ଅଧ୍ୟୟନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ଆଡ୍‌ମିଟ୍‌ କାର୍ଡ ଦେଲା ବେଳେ ବୋର୍ଡ ପ୍ରାର୍ଥୀମାନଙ୍କୁ ଉପଦେଶ ଦେଇ କହିଛି ଯେ ସେମାନେ ଫିକା ରଙ୍ଗର ଅଧାହାତ ପୋଷାକ ପିନ୍ଧିବା ଏବଂ ଜୋତା ପିନ୍ଧିବାକୁ ମନା କରାଯାଇଛି। ୨୦୧୭ରେ ଘୋଷିତ ହୋଇଥିବା ଡ୍ରେସ୍‌କୋଡ୍‌ ବ୍ୟତୀତ […]

ଚେନ୍ନାଇ: ତାମିଲନାଡ଼ୁର ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟର ଉପର ଅଧିକାରୀଙ୍କ କାମବାସନା ଚରତାର୍ଥ କରିବା ପାଇଁ କଲେଜ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଓ ଭୟ ଦେଖାଇ ପଠାଉଥିବା ପ୍ରଫେସର ନିର୍ମଳା ଦେବୀଙ୍କୁ ପୁଲିସ ଗିରଫ କରିଛି। ଏ ବାବଦ କେତେକ ବଳିଷ୍ଠ ପ୍ରମାଣ ମିଳିବା ପରେ ଆରୁପ୍ପୁ କୋଟ୍ଟାଇ ମହାବିଦ୍ୟାଳୟର ଏହି ପ୍ରଫେସରଙ୍କୁ ଗତକାଲି ପୁଲିସ ତାଙ୍କ ଘରୁ ଗିରଫ କରିଛି। ଏହି ମାମଲାରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ୧୫ ଦିନ […]

ଶ୍ରୀନଗର: ପ୍ରଥମ ଥର ପାଇଁ ଭାରତୀୟ ସେନାବାହିନୀରେ ନିଯୁକ୍ତ ଜଣେ କାଶ୍ମୀର ଯୁବକ ଅନ୍ୟତ୍ର ବଦଳି ହେବା ପରେ ସେନାବାହିନୀ ଛାଡ଼ି ମୌଳବାଦୀ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଛନ୍ତି। ଭାରତୀୟ ସେନାର ସିପାହୀ ଇଦ୍ରିସ ମୀର ସେନାରୁ ଛୁଟି ନେଇ ଦକ୍ଷିଣ କଶ୍ମୀରସ୍ଥିତ ସୋପିଆନା ଜିଲ୍ଲାରେ ଥିବା ନିଜ ଘରକୁ ଯାଇଥିବା ବେଳେ ଗତ ଏକ ସପ୍ତାହ ହେଲା ନିଖୋଜ ହୋଇ ଯାଇଥିଲେ। ପରେ ଏ କେ […]

ନୂଆଦିଲ୍ଲୀ: କଠୁଆ ଓ ଉନ୍ନାଓ ଗଣଦୁଷ୍କର୍ମ ମାମଲା ପାଇଁ ଦେଶର ୪୯ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏକ ମୁକ୍ତ ଚିଠି ଲେଖି ଏହି ଅଧିକାରୀମାନେ ଦେଶରେ ଏସବୁ ଘଟଣା ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ବିଗିଡ଼ି ଯାଇଥିବା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକରେ ଘଟୁଥିବା ଏଭଳି ଭୟଙ୍କର ହିଂସାକାଣ୍ଡ ପାଇଁ ଅନ୍ୟ କେହି […]

ଆଜିକାଲିର ବ୍ୟସ୍ତ ଜୀବନରେ ସାଧାରଣତଃ ଘର ତିଆରି ଖାଦ୍ୟ ଖାଇବାକୁ ସମୟ ହୁଏନି। ବାହାର ଖାଦ୍ୟ ଖାଇବାକୁ ପଡ଼ିଥାଏ। ତେଣୁ ଶରୀରର ଯତ୍ନ ନେବା କଷ୍ଟକର ହୋଇପଡ଼େ। ଯାହାଫଳରେ ଅନେକ ରୋଗ ଗ୍ରାସ କରିବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଆଧୁନିକ ଜୀବନଶୈଳୀ ଓ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ । ବ୍ଲୁ ଏଚ୍‌ ଓ ରିପୋର୍ଟ ମୁତାବକ ଏବେ କମ୍‌ […]

ନୂଆଦିଲ୍ଲୀ:ବିଦେଶୀ ବନ୍ଧୁକରେ ରହିବ ଭାରତୀୟ ଛାପ। ଅର୍ଥାତ ଆମେରିକା ଓ ୟୁକେର ସେନା ବ୍ୟବହାର କରୁଥିବା ଉଚ୍ଚକ୍ଷମତା ସମ୍ପନ୍ନ ବନ୍ଧୁକ ଓ ରାଇଫଲରେ ‘ମେକ୍‌ ଇନ୍ ଇଣ୍ଡିଆ’ ଟ୍ୟାଗ୍ ଲାଗିବ। ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ପଦଯକ୍ଷେପ କାର୍ଯ୍ୟକାରୀ କରାଯାଇପାରେ। କାରଣ ଚେନ୍ନାଇର ଗୋଳାବାରୁଦ ପ୍ଲାଣ୍ଟରେ ଏସବୁ ଦାମ ହତିଆର ତିଆରି ହେବ। ଏନେଇ ୫ଟି ଭାରତୀୟ ଘରୋଇ ହତିଆର ତିଆରି କରୁଥିବା କମ୍ପାନୀ ବିଦେଶୀ କମ୍ପାନୀ ସହ […]

ଭୁବନେଶ୍ୱର: ଆଜି ଦିନିକିଆ ଅନଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ କିଛି ଆଲୋଚନା ହୋଇପାରିଥିବାରୁ ଅନଶନ କରିବାକୁ ମୋଦି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ କିନ୍ତୁ କୌଣସି ଖାଦ୍ୟ ଗ୍ରହଣ କରିବା ନାହିଁ ବୋଲି ଜଣାପଡ଼ିଛି। ମୋଦିଙ୍କୁ ସମର୍ଥନ ଜଣାଇ ବିଜେପି ସଭାପତି ଅମିତ ଶାହା ମଧ୍ୟ ଅନଶନ କରିବେ। ସେହିପରି ଓଡ଼ିଶାର ବିଭିନ୍ନ ସ୍ଥାନରେ […]

Social media & sharing icons powered by UltimatelySocial