ଭୁବନେଶ୍ୱର : ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହେବ। ଏହାର ଶୃଙ୍ଖଳିତ ପରିଚାଳନା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍‌ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଇଛି। ୨୨ ତାରିଖ‌ ଅପରାହ୍‌ଣ ସାଢ଼େ ୨ଟାରୁ ୫ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ। ଏହି ସମୟରେ ମଧ୍ୟ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ଧାର୍ଯ୍ୟ ଜାଗାରେ […]

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟିକା ସୂରମୟୀ ଏବର୍ଷ ନୂଆ ରୂପରେ ଆସିବେ ବୋଲି ଜଣାଗଲାଣି। ସେ ଏ ବର୍ଷ ଏକ ନୂଆ ସିନେମାରେ ଆସୁଛନ୍ତି। ଏହାର ଟାଇଟଲ୍ ରହିଛି ‘କ୍ରେଜି-ଫୋର୍’। ଏହି ସିନେମାରେ ଚାରିଜଣ କ୍ରେଜି ଲୋକଙ୍କୁ ଦେଖିବାକୁ ମିଳିବ। ଏମାନଙ୍କ ଭିତରୁ ଜଣେ ହେଲେ ସୂରମୟୀ। ଏହି ଫିଲ୍ମରେ ସୂରମୟୀଙ୍କ ବ୍ୟତୀତ ଅନ୍ୟ ଯେଉଁ ତିନି ଜଣ କ୍ରେଜି ଭୂମିକାରେ ଅଛନ୍ତି,ସେମାନେ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, […]

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ରାଇଜକୁ ଜୀବନବ୍ୟାପୀ ଅବଦାନ ପାଇଁ ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସ ପାଇବେ ‘ଭୂମିକନ୍ୟା ପୁରସ୍କାର’। ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାଙ୍କୁ ସମ୍ମାନିତ କରାଯିବ। ଓଡ଼ିଆ ସିନେ ଆର୍ଟିଷ୍ଟ୍‌ସ ଆସୋସିଏସନ୍‌ (ଓସିଏଏ) ପକ୍ଷରୁ ଆସନ୍ତା ୨୬ ତାରିଖରେ ଉତ୍କଳ ମଣ୍ଡପରେ ହେବାକୁ ଯାଉଥିବା ବାର୍ଷିକୋତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଆଜି ହୋଟେଲ୍‌ ସମ୍ବିତ ରୟାଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ସାଂସଦ […]

ଭୁବନେଶ୍ୱର: ବିଶ୍ୱଦରବାରରେ ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡିଆ ଝିଅ । ଚୀନରେ ଚମକିଲେ ଓଡିଆ ଝିଅ ଅମିତା ପଣ୍ଡା । ଚୀନରେ ଆୟୋଜିିତ ସୁନ୍ଦରୀ ପ୍ରତିଯୋଗିତାରେ ଭୁବନେଶ୍ୱରର ଅମିତା ପଣ୍ଡାଙ୍କୁ ମିଳିଛି ମିସେସ ୟୁନିର୍ଭସ କ୍ରାଉନ । ବିଦେଶରେ ସଫଳତା ପାଇବା ପରେ ଏବେ ଘରକୁ ଫେରିଛନ୍ତି ଅମିତା ପଣ୍ଡା । ସଫଳତାର ନୂଆ ନାଁ ଅମିତା ପଣ୍ଡା । ଭୁବନେଶ୍ୱର ଝିଅ ରାଜ୍ୟ ପାଇଁ […]

ଭୁବନେଶ୍ୱର: ରାଜଭବନ ପୁଷ୍ପ ଉଦ୍ୟାନ ଆଜି ଜନ ସମୁଦ୍ର ପାଲଟିଥିଲା। ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ, ହରିଣ ପାର୍କ, ଆକ୍ବାରିୟମ ଓ ଫାଉଣ୍ଟେନ୍‌ର ଆକର୍ଷଣ ରାଜଧାନୀ ବ୍ୟତୀତ ଆଖପାଖ ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ଟାଣି ଆଣିଥିଲା। ଆଜି ରବିବାର ଛୁଟି ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ସବୁ ରେକର୍ଡକୁ ଅତିକ୍ରମ କରିଯାଇଥିଲା। ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଯାହା ସର୍ବକାଳୀନ ରେକର୍ଡ ଥିଲା। […]

ମୁମ୍ବାଇ: ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ଜଣେ ବଲିଉଡ୍‌ ଅଭିନେତ୍ରୀ ଓ ଜଣେ ମଡେଲ୍‌ଙ୍କୁ ଗୁରୁବାର ରାତିରେ ମୁମ୍ବାଇର ଏକ ବିଳାସମୟ ହୋଟେଲ୍‌ରୁ ଗିରଫ କରିିଛି। ଗୁରୁଗ୍ରାମରେ ଥିବା ଏକ ପଞ୍ଚତାରକା ହୋଟେଲ୍‌ରୁ ପୁଲିସ୍‌ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ଗିରଫ କରିବା ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଛି। ଅଭିନେତ୍ରୀଙ୍କ ନାମ ଅମ୍ରିତା ଧନୱା(୩୨) ଓ ମଡେଲ୍‌ ଜଣକ ହେଉଛନ୍ତି ରିଚା ସିଂହ(୨୬)। […]

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍‌ଙ୍କ ବିବାଦୀୟ ହୋଇପଡ଼ିଥିବା ଚଳଚ୍ଚିତ୍ର ‘ଛପାକ୍‌’ର ରିଲିଜ ଲାଗି ପଟିୟାଲା ହାଉସ୍‌ କୋର୍ଟ ସବୁଜ ସଙ୍କେତ ଦେବା ସହିତ ଏହାର ନିର୍ମାତାଙ୍କୁ ଏସିଡ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ଶ୍ରେୟ ଦେବା ପାଇଁ କହିଛନ୍ତି। ସିନେମା ଆସନ୍ତାକାଲି ଅର୍ଥାତ ଜାନୁଆରି ୧୦ ତାରିଖରେ ରିଲିଜ ହେବ। ଏହାପୂର୍ବରୁ ‘ଛପାକ୍‌’ର ରିଲିଜକୁ ଅଟକାଇବା ପାଇଁ ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଓକିଲ କରିଥିବା ଆବେଦନ ଉପରେ ପଟିୟାଲା ହାଉସ୍‌ […]

ଭୁବନେଶ୍ୱର: ଶୀତୁଆ ସଂଧ୍ୟାରେ ମେଳାର ଆସର, ରାଜଧାନୀବାସୀଙ୍କୁ ଟାଣୁଛି ନିଜ ଆଡ଼କୁ। ପାରମ୍ପରିକ ବଡ଼ି, ପାମ୍ପଡ଼ଠାରୁ ଅତ୍ୟାଧୁନିକ ଅଳଙ୍କାର, ଘରସଜା ସାମଗ୍ରୀଠାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ; ବିଭିନ୍ନ ରାଜ୍ୟର ଭଳିକି ଭଳି ଜିନିଷ ସବୁ ବୁଲି ଦେଖିବା ସହ ଚଟ୍‌ପଟା ଖାଦ୍ୟର ମଜା ନେବାକୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଶିଶିର ସରସ’କୁ ଲୋକଙ୍କ ସୁଅ ଛୁଟୁଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ରାଜ୍ୟର ସର୍ବବୃହତ୍‌ ଏହି ପ୍ରଦର୍ଶନୀ‌‌ରେ ଦିନକୁ […]

ଭୁବନେଶ୍ୱର : ‘ଚଳଚ୍ଚିତ୍ର ଜଗତ’ର ୪୪ତମ ବାର୍ଷିକ ଉତ୍ସବ ଏବଂ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସୁଧୀର କୁମାର ଜୈନଙ୍କ ‘ବୈଶାଳୀ’ ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‌) ପୁରସ୍କାର ପାଇଥିବା ବେଳେ ପପୁଲାର ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜିତ ‘ମିଷ୍ଟର ମଜ୍‌ନୁ’। ବବି ଇସ୍‌ଲାମ୍‌ଙ୍କୁ ‘ଛବିରାଣୀ’ ଏବଂ ଅଶୋକ ପତିଙ୍କୁ ‘ମିଷ୍ଟର ମଜ୍‌ନୁ’ ଚଳଚ୍ଚିତ୍ର ପାଇଁ […]

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବାଥ୍‌ଟବ୍‌ରେ ବୁଡ଼ି ମୃତ୍ୟୁ ହେବା ଖବରକୁ ନେଇ ସେ ସମୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନିକଟରେ ଶ୍ରୀଦେବୀଙ୍କ ମୃତ୍ୟୁ କିପରି ହୋଇଥିଲା ତାହାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ଶ୍ରୀଦେବୀଙ୍କ ଜୀବନୀ ଉପରେ ‘ଶ୍ରୀଦେବୀ: ଦ ଏଟର୍ନାଲ ଗଡେସ୍‌’ ଶୀର୍ଷକ ପୁସ୍ତକ ଲେଖିଥିବା ସତ୍ୟାର୍ଥ ନାୟକ ଏହାର ପର୍ଦ୍ଦାଫାଶ କରିଛନ୍ତି। ୫୪ ବର୍ଷ ବୟସରେ ୨୪ ଫେବ୍ରୁଆରି ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। […]

Social media & sharing icons powered by UltimatelySocial