ଭୁବନେଶ୍ବର: କରୋନା କଟକଣା ‌ଯୋଗୁଁ ରାଜ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ପ୍ରଦର୍ଶନୀ ଯାତ୍ରା ବନ୍ଦ ଥିଲା। ଜାନୁଆରି ପହିଲାରୁ ରାଜ୍ୟ ସରକାର ଏନେଇ ସବୁଜ ସଂକେତ ଦେଇଛନ୍ତି। ଏହାପରେ ରାଜଧାନୀରେ ମେଳା, ପ୍ରଦର୍ଶନୀ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଖଣ୍ଡଗିରି କୁମ୍ଭମେଳା କେମିତି ହେବ, କ’ଣ କଟକଣା ରହିବ, କେତେ ଷ୍ଟଲ୍‌ ପଡ଼ିବ; ସେନେଇ ବିଏମ୍‌ସି ପକ୍ଷରୁ କିଛି ଠୋସ୍‌ ନିଷ୍ପତ୍ତି ନିଆଯାଇନି। ଖଣ୍ଡଗିରି ମେଳା ପାଇଁ ବିଏମ୍‌ସି […]

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରର ୟୁନିଟ୍ ୧ସ୍ଥିତ ଆଦିବାସୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ। ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ। ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀ ତଥା ଲଘୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ବିକ୍ରୟର ବ୍ୟବସ୍ଥା କରାଯାଇଛି। ଏହି […]

ସୂର୍ଯ୍ୟମନ୍ଦିରକୁ ପ୍ରବେଶଶୁଳ୍କ ଛାଡ଼ ଯୋଗୁ ପ୍ରବଳ ଭିଡ଼, ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା କୋଣାର୍କ: ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପାରିକ ରୀତିନୀତି ଅନୁଯାୟୀ ଅର୍କକ୍ଷେତ୍ରରେ ପ୍ରାଚୀନ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି। ଅବଧୁତ ମଠର ମଠାଧିଶ ଆଦିତ୍ୟଚରଣ ଦାଶ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମାକୁ ରଥାରୁଢ଼ କରାଇବା ପରେ ରଥଟଣା ଆରମ୍ଭ ହୋଇଥିଲା। ଜୟ ସୂର୍ଯ୍ୟନାରାୟଣ ନାରା ଦେଇ ସହସ୍ରାଧିକ […]

କଳାଜଗତ ହରାଇଲା ଏକ ବର୍ଷିୟାନ୍ କଳାକାର ଭୁବନେଶ୍ବର: ନୂଆବର୍ଷରେ ଜଣେ କୃତବିଦ୍ୟ କଳାକାରଙ୍କୁ ହରାଇଲା ଓଡ଼ିଶା। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏବେ ଶୋକରେ ଛାୟା। କେବେ ହାସ୍ୟ ଅଭିନେତା ତ ଆଉ କେବେ ପାର୍ଶ୍ବ ଅଭିନେତା, ଏମିତି ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଥିବା ଅଭିନେତା ରବି ମିଶ୍ର ଏବେ ଅସ୍ତମିତ। ଘରେ ଘରେ ପରିଚିତ ‘ଗୋପାଳ ରହସ୍ୟ’ ମେଗା ସିରିୟଲର ଗୋପାଳ ଆଉ ଏ ଦୁନିଆରେ ନାହାନ୍ତି। ୬୪ […]

ଲିଙ୍ଗରାଜଙ୍କ ମହିମା ବିଶ୍ବରେ ପହଞ୍ଚାଇବା ଦିଗରେ ବଡ଼ ପଦକ୍ଷେପ: ଧର୍ମେନ୍ଦ୍ର ପୁରୁଣା ଭୁବନେଶ୍ୱର : ବିନ୍ଦୁସାଗରରେ ଆଉ ଅପରିଷ୍କାର ଜଳ ରହିବ ନାହିଁ। କାଚକେନ୍ଦୁ ଭଳି ଚକ୍‌ଚକ୍‌ ଦେଖାଯିବ। ଏହି ପବିତ୍ର ପୁଷ୍କରିଣୀର ଜଳକୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ଆରମ୍ଭ ହୋଇଛି ‘ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ’। ଏଥିପାଇଁ ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ୍‌ (ଆଇଓସିଏଲ୍‌) ତା’ର ସିଏସ୍‌ଆର୍‌ ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ […]

ଭଦ୍ରକ: ଦୀର୍ଘ ୯ ମାସର ବ୍ୟବଧାନ ପରେ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରର ତାଲା ଖୋଲିଛି। ଭଦ୍ରକର ଆଖଣ୍ଡଳମଣିଙ୍କ ସମେତ ଆରାଧ୍ୟଦେବୀ ଭଦ୍ରକାଳୀଙ୍କ ମନ୍ଦିର ଖୋଲିଛି। ମାସ ମାସ ଧରି ବ୍ୟାକୁଳ ଭାବେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ଗତକାଲି ମା’ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଛୁଟି ଆସିଛନ୍ତି। କୋଭିଡ କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରାଯିବାର ବ୍ୟବସ୍ଥା ରହିଛି। ଦୀର୍ଘ ଦିନ ପରେ ମନ୍ଦିର […]

ଭୁବନେଶ୍ବର : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିଠାରୁ ରାଜଧାନୀବାସୀ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଲାଭ କରିବାର ସୁଯୋଗ ପାଇବେ। କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ମନ୍ଦିରକୁ ପ୍ରବେଶ କରିବେ। ତେଣୁ ଆଜିଠାରୁ ରାଜଧାନୀବାସୀଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ଗତକାଲି ଏ ନେଇ ବିଏମ୍‌ସି ପକ୍ଷରୁ ସମୀକ୍ଷା କରାଯାଇଛି। ମନ୍ଦିର ନିକଟରେ କୋଭିଡ୍‌ ପରୀକ୍ଷା, ଜୋତା ଷ୍ଟାଣ୍ଡ ଓ ଶ୍ରଦ୍ଧାଳୁଙ୍କ ବ୍ୟାରିକେଡ୍‌ ସମ୍ପର୍କରେ ଅନୁଧ୍ୟାନ କରିଥିଲା […]

୯୬ ଘଣ୍ଟାର କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ ପୁରୀ : ଶେଷରେ ବାହାର ଭକ୍ତଙ୍କୁ ମିଳିବ ମହାପ୍ରଭୁଙ୍କ ଦର୍ଶନ। ଦୀର୍ଘ ୯ ମାସ ପରେ ଆସନ୍ତାକାଲିଠାରୁ ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି। ପୁରୀ ସହରବାସୀଙ୍କ ପରୀକ୍ଷାମୂଳକ ଦର୍ଶନ ଶେଷ ପରେ ସମାନ ବ୍ୟବସ୍ଥାରେ ବାହାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ଭକ୍ତଙ୍କୁ ୯୬ […]

ଆଜି ଦର୍ଶନ କରୁଛନ୍ତି ସେବାୟତ ଓ ସେମାନଙ୍କ ପରିବାର ପୁରୁଣା ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଆଜି (ରବିବାର) ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଛି। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଆଜିଠାରୁ ଖୋଲିଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର। ହେଲେ ଆଜି କେବଳ ସେବାୟତଙ୍କ ପାଇଁ ଖୋଲିଛି ଲିଙ୍ଗରାଜ ମନ୍ଦିର। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରୁଛନ୍ତି କେବଳ ସେବାୟତ ଓ ସେମାନଙ୍କ ପରିବାର। ଆଜିଠାରୁ ଆଗାମୀ […]

ପୁରୀ: ଆଜି ଠାରୁ ଖୋଲିବ ଶ୍ରୀମନ୍ଦିର। ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମାର୍କେଟ୍‌ ଛକରୁ ବାରିକେଡ୍‌ କରି ଭକ୍ତଙ୍କୁ ସିଂହଦ୍ବାରଠାରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ଦର୍ଶନ ଆରମ୍ଭ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ […]

Social media & sharing icons powered by UltimatelySocial