କାଜାନ : ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ୨୦୧୪ ବିଶ୍ୱକପ୍‌ର ବିଜେତା ତଥା ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଜର୍ମାନିର ମସ୍କୋ ବିଶ୍ୱକପ୍‌ ଅଭିଯାନ ଅକାଳରେ ଶେଷ ହୋଇଯାଇଛି। ଡଫେଣ୍ଡିଂ ଚାମ୍ପିୟନ ଜର୍ମାନୀକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ଆଣିଛି ସାଉଥ୍‌ କୋରିଆ। ଗ୍ରୁପ-Fର ଶେଷ ଲିଗ୍ ମ୍ୟାଚ୍‌ରେ ହାରି ଜର୍ମାନୀ ଫିଫା ବିଶ୍ୱକପରୁ ବିଦାୟ ନେଇଛି। ୨୦୧୪ ବିଶ୍ୱକପରେ ଚାମ୍ପିୟନ ଦଳ ୨୦୧୮ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା […]

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ ହକି ବିଶ୍ୱକପ ଲାଗି ଓଡ଼ିଶାର କର୍ନେଲ ବିଭୂ କଲ୍ୟାଣ ନାୟକ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଜଣେ ଦକ୍ଷ କ୍ରୀଡ଼ା ଆଘାତ ବିଜ୍ଞାନ ଏବଂ କ୍ରୀଡ଼ା ଓ ଶାରୀରିକ କ୍ରିୟା ବିଜ୍ଞାନ ବିଶେଷଜ୍ଞ ଭାବେ ପରିଚିତ ବିଭୂକଲ୍ୟାଣ ଏହି ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ପାଇଁ […]

ଭୁବନେଶ୍ୱର:ଭାରତୀୟ ମହିଳା ହକି ଟିମର ଅଧିନାୟକ ଭାବେ ନିଯୁକ୍ତି ପାଇବା ପରେ ନିଜ ଗାଁ କେସରାମାଲରେ ଖୁସିର ମାହୋଲ ଖେଳିଯାଇଛି। ଏହା ରାଜ୍ୟ ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସୁନୀତାଙ୍କ ବାପା କହିଛନ୍ତି। ଆସନ୍ତା ୧୩ ତାରିଖରୁ କୋରିଆରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳର ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି। ଡିଫେଣ୍ଡର ଭାବେ ଖେଳୁଥିବା ୨୭ […]

ସମ୍ବଲପୁର: ଗତ ରାତିରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଚାଲିଥିବା ଏକ ଆଇପିଏଲ୍‌ ମ୍ୟାଚ୍‌ରେ ବେଂଟି ଲଗାଇଥିବା ୬ ଜଣ ବ୍ୟକ୍ତିଙ୍କୁ ସଦର ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୧୦ଟି ମୋବାଇଲ୍‌ ଫୋନ୍‌ ଏବଂ ନଗର ୬୭ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ରେଙ୍ଗାଲି ଅନ୍ତର୍ଗତ ମହାବୀର ଛକର ରାଜେଶ ଅଗ୍ରଓ୍ଵାଲ, ସମଲାଇ ମନ୍ଦିରପଡ଼ାର ସୁଦର୍ଶନ ମିଶ୍ର, ପ୍ରଧାନପାଲିର ବିଟୁ ଓରଫ ରହଦୀପ […]

ମୁମ୍ବାଇ,: ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର ମଙ୍ଗଳବାର ନିଜ ୪୫ତମ ଜନ୍ମଦିବସ ପାଳନ କରିବେ। କ୍ରିକେଟ୍‌ର ଭଗବାନଙ୍କ ଜନ୍ମ ଦିନକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ଜାକଜମକରେ ପାଳନ କରିବେ। ସଚିନଙ୍କ ପିଲାଦିନର ସାଥୀ ବିନୋଦ କାମ୍ବଲି ମଧ୍ୟ ଏଥିନେଇ ବେଶ୍‌ ଉତ୍ସାହିତ। ସେ ରବିବାରଠାରୁ ହିଁ ସଚିନଙ୍କୁ ଅଭିନନ୍ଦନ ଜଣାଇ ସାରିଛନ୍ତି। ସେହିଭଳି ସାରା ବିଶ୍ୱରେ ଥିବା ସଚିନଙ୍କ କୋଟି କୋଟି ପ୍ରଶଂସକ ତାଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର ଓ ସ୍ମରଣୀୟ […]

ଗୋଲ୍‌ଡକୋଷ୍ଟ୍‍ : ରବିବାର ଦିନ ଉଦ୍‌ଯାପିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ତୃତୀୟ ସ୍ଥାନ ଦଖଲ କରିଛି। ୨୬ ସ୍ୱର୍ଣ୍ଣ ସହିତ ଭାରତ ମୋଟ ୬୬ ପଦକ ଜିତିଛି। ଅଷ୍ଟ୍ରେଲିଆ (୧୯୮) ଏବଂ ଇଂଲଣ୍ଡ (୧୩୬) ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତ ସର୍ବକାଳିନ ସଫଳତାରେ ମଧ୍ୟ ତୃତୀୟ ଶ୍ରେଷ୍ଠ ସଫଳତା ଅର୍ଜନ କରିଛି। ଭାରତ ପୂର୍ବରୁ କେବଳ ୨୦୧୦ ନୂଆଦିଲ୍ଲୀ ଏବଂ […]

ଗୋଲ୍ଡକୋଷ୍ଟ:ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ ସହ ମୋଟ୍ ୮ଟି ସ୍ୱର୍ଣ୍ଣ ଜିତିଛନ୍ତି। ସ୍ୱର୍ଣ୍ଣିମ ଶନିବାରର ପ୍ରଥମ ଗୋଲ୍ଡ ମେଡାଲ୍ ଜିଣିଥିଲେ ବକ୍ସିଂର ଆଇରନ୍ ଲେଡି ଭାବେ ପରିଚିତ ମେରିକମ୍। ୪୮ କେଜି ବର୍ଗର ମହିଳା ବକ୍ସିଂ ଫାଇନାଲରେ ମେରିକମ୍ ଆୟରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏଥିସହିତ ରାଜ୍ୟଗୋଷ୍ଟୀ କ୍ରୀଡ଼ାରେ ପ୍ରଥମ ଥର ଲାଗି ପଦକ ହାସଲ […]

ଗୋଲଡ଼କୋଷ୍ଟ: ପାଞ୍ଚଥର ବିଶ୍ୱ ତଥା ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ପ୍ରଥମ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛନ୍ତି। ମେରି ଶ୍ରୀଲଙ୍କାର ଦିଲରୁକ୍ସି କୋଦିଥୁଆକୁଙ୍କୁ ଏକତରଫା ଭାବେ ୫-୦ ପଏଣ୍ଟରେ ହରାଇ ୪୮ କିଲୋଗ୍ରାମ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ବର୍ଗରେ ଗୌରବ ସୋଲାଙ୍କି (୫୨ କିଲୋଗ୍ରାମ), ମନୀଷ କୌସିକ (୬୦ କିଲୋଗ୍ରାମ) ଓ ବିଶ୍ୱକପ୍‌ର […]

ପ୍ରଥମ ଥର ଟେବୁଲ୍‌ ଟେନିସରୁ ସ୍ୱର୍ଣ୍ଣ, ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ଗୋଲ୍‌ଡକୋଷ୍ଟ୍‍ (ଅଷ୍ଟ୍ରେଲିଆ) : ଚଳିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତ ଟେବୁଲ୍‌ ଟେନିସ୍‌ରୁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଛି। ଦଳଗତ ବର୍ଗରେ ଭାରତ ଏହି ସଫଳତା ପାଇଥିବା ବେଳେ ରବିବାର ଆଉ ୨ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ସହିତ ମୋଟ ଅଧାଡ଼ଜନ ପଦକ ଅମଳ କରିଛି। ସବୁଠାରୁ ଉଲ୍ଲେଖନୀୟ କଥା […]

ମୁମ୍ବାଇ: ଡ୍ଵାନ୍‌ ବ୍ରାଭୋଙ୍କ ବିସ୍ଫୋରକ (୬୮, ୩୦ ବଲ) ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସକୁ ୧ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥି ସହ ଏକାଦଶ ସଂସ୍କରଣ ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଧମାକାଦାର ବିଜୟ ସହିତ ଦୁଇ ବର୍ଷ ପରେ ଆଇପିଏଲ୍‌କୁ ଚମତ୍କାର ପ୍ରତ୍ୟାବର୍ତନ କରିଛି। ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଟସ୍‌ ହାରି […]

Social media & sharing icons powered by UltimatelySocial