ୱାସିଂଟନ୍‌: ଗତ ସପ୍ତାହରେ ବହୁ ଦେଶରେ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ଜନିତ ନୂଆ ସଂକ୍ରମଣ ସଂଖ୍ୟା ଅତି କ୍ଷିପ୍ର ବେଗରେ ବୃଦ୍ଧି ପାଇବା ସହ ଶୁକ୍ରବାର ଦିନ ସମଗ୍ର ବିଶ୍ବରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୩୦ କୋଟି ଟପିଯାଇଛି। ମହାମାରୀ ଆରମ୍ଭ ପର ଠାରୁ ଗତ ୭ ଦିନ ମଧ୍ୟରେ ୧୮ଟି ୟୁରୋପୀୟ ଏବଂ ୭ଟି ଆଫ୍ରିକୀୟ ଦେଶ ସମେତ ୩୪ଟି ଦେଶରେ ସାପ୍ତାହିକ ସଂକ୍ରମଣ ସଂଖ୍ୟା ସର୍ବାଧିକ ହୋଇଥିବା […]

ମାନିଲା : ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସ ଏକ ଅତ୍ୟନ୍ତ ବିନାଶକାରୀ ସାମୁଦ୍ରିକ ବାତ୍ୟାର ସମୁଖୀନ ହୋଇଛି। ଏହି ବାତ୍ୟାର ଅନ୍ତର୍ଜାତୀୟ ନାଁ ହେଉଛି ରାଇ ଓ ଫିଲିପାଇନ୍ସରେ ଏହାକୁ ଓଡେଟ୍ କୁହାଯାଉଛି। ଏହା ଏକ କ୍ୟାଟେଗୋରି-୫ ବାତ୍ୟା ହୋଇଥିବାବେଳେ ଏହାକୁ ବିଶ୍ବରେ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଉଛି। ବୁଧବାର ଭାରତୀୟ ସମୟ ପୂର୍ବାହ୍ନ ୧୧ଟାରେ ଏହା ପ୍ରଥମ ଥର ପାଇଁ ସିଆରଗୋ ଦ୍ବୀପରେ […]

ମସ୍କୋ : ୟୁକ୍ରେନ ସଂକଟ ନେଇ ଋଷିଆକୁ ପୁଣି ଚେତାବନୀ ଶୁଣାଇଛି ବ୍ରିଟେନ ଓ ୟୁରୋପୀୟ ସଂଘ। ଋଷିଆ ସୈନ୍ୟ ଯଦି ୟୁକ୍ରେନ ମଧ୍ୟରେ ପ୍ରବେଶ କରନ୍ତି ତେବେ ତାହାର ପରିଣତି ଭୟଙ୍କର ହେବ। ଋଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଯିବ ଯାହାର ଚାପରେ ଋଷିଆର ଅର୍ଥନୀତି ତଳିତଳାନ୍ତ ହୋଇଯିବ ବୋଲି ୟୁରୋପୀୟ ସଂଘ ପକ୍ଷରୁ ଧମକ ଦିଆଯାଇଛି। ଗତ ୨୦୧୪ରେ ଋଷିଆ ୟୁକ୍ରେନର କ୍ରିମିଆ ଅଞ୍ଚଳକୁ ବଳପୂର୍ବକ […]

ନୂଆଦିଲ୍ଲୀ: ଟର୍ଣ୍ଣାଡୋ ମୁହଁରେ ଆମେରିକା। ପ୍ରକୃତି ରଚିଲା ବିଭୀଷିକାର ତାଣ୍ଡବ। ଆମେରିକାର ୬ଟି ରାଜ୍ୟରେ ୩୦ଟି ଅଦିନିଆ ଟର୍ଣ୍ଣାଡୋ ଧ୍ୱଂସର ତାଣ୍ଡବ ରଚିଛି। ଅଟ୍ଟାଳିକାର ଧ୍ୱଂସସ୍ତୁପ ହିଁ ବୟାନ କରୁଛି, କେତେ ଭୟାନକ ଥିଲା ଘୂର୍ଣ୍ଣଝଡର ପ୍ରକୋପ। ପବନ ମାଡରେ ଭାଙ୍ଗିଯାଇଛି ବିଶାଳ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଛି, ତାସ ଘର ଭଳି ଭୁଶୁଡି ପଡିଛି କଂକ୍ରିଟ ଘର। ଟର୍ଣ୍ଣାଡୋ ଅର୍ଥାତ ଏହି ଘୂର୍ଣ୍ଣିଝଡରେ ୧୦୦ରୁ ଅଧିକ ଲୋକଙ୍କ […]

ସିଆଲକୋଟ୍ : ଇଷ୍ଟନିନ୍ଦା ଅଭିଯୋଗରେ ପୁଣି ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି ପାକିସ୍ତାନର କିଛି ଉତ୍ୟକ୍ତ ଜନତା। ପାକିସ୍ତାନରେ କାମ କରୁଥିବା ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଅତ୍ୟନ୍ତ ନିର୍ମମଭାବେ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଜଳାଇଦେଇଛନ୍ତି। ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସିଆଲକୋଟର ଓ୍ବାଜିରାବାଦରେ ଏହି ଘଟଣା ଘଟିଛି। ସେଠାରେ ଥିବା ରାଜକୋ ନାମକ କମ୍ପାନିରେ ମହାପ୍ରବନ୍ଧକ ବା ଜିଏମଭାବେ କାମ କରୁଥିବା […]

ନୂଆଦିଲ୍ଲୀ: ମୁଁ ଓ ମୋ ସ୍ବାମୀ ଉପାସ ରହିପାରିବୁ, କିନ୍ତୁ ଭୋଜନ ବିନା କାନ୍ଦୁଥିବା ପିଲାମାନଙ୍କ ପାଇଁ ଆମେ ଚିନ୍ତିତ। ତାହା ସହ୍ୟ କରିବା କଷ୍ଟକର ବୋଲି ତାଲିବାନ ଶାସନର ୧୦୦ ଦିନ ପରେ ଦୁଇଟି ପିଲାଙ୍କ ମାଆ ଆଫଗାନୀସ୍ତାନର ୩୫ ବର୍ଷୀୟ ଜର୍ଗୁନା ତାଙ୍କର ଦୁର୍ଦ୍ଦଶା ବଖାଣି କହିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ସନ୍ଧ୍ୟା ବେଳେ ଆମେ ଗୁଣ୍ଡାଏ ଖାଇଲୁ। କେବେ କେବେ ସେତକ ବି ମିଳେନାହିଁ। ଆମେ […]

ଆମଷ୍ଟରଡାମ : ୟୁରୋପ ମହାଦେଶ ପୁଣି ଥରେ କରୋନା ମହାମାରୀ କବଳକୁ ଚାଲିଯାଇଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାରମାନେ ପୁଣି ଥରେ ଲକଡାଉନ ଓ ଅନ୍ୟାନ୍ୟ କଟକଣାମାନ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ପୁଣି ଲକଡାଉନକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ସ୍ଥାନୀୟ ଲୋକେ। ନେଦରଲାଣ୍ଡ, ଫ୍ରାନ୍ସ, ବେଲଜିୟମ ଆଦି ଦେଶରେ ଲୋକମାନେ ଲକଡାଉନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଶହ ଶହ ଲୋକ ରାସ୍ତାକୁ ଆସି ସରକାରଙ୍କ […]

କାଲିଫର୍ଣ୍ଣିଆ: ତାଲିବାନର ଆତଙ୍କରୁ କୁନି ପୁଅକୁ ବଞ୍ଚାଇବାକୁ ଆମେରିକୀୟ ସୈନ୍ୟଙ୍କ ହାତକୁ ବଢ଼ାଇଦେଇଥିଲେ ବାପା-ମା। ତେବେ କାବୁଲ ବିମାନବନ୍ଦରର କାନ୍ଥରୁ ନିଆଯାଇଥିବା ଏହି ଶିଶୁ ଗତ ତିନି ମାସ ହେବ ନିଖୋଜ ଅଛି। ଶୁକ୍ରବାର ଏହା ସାମ୍ନାକୁ ଆସିଛି। ଏହାକୁ ନେଇ ଆମେରିକାର ବୈଦେଶିକ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ସେମାନେ ପ୍ରାୟ ୫ ମାସର ସୋହେଲ ଅହମ୍ମଦଙ୍କୁ ଖୋଜୁଛନ୍ତି। ଅଗଷ୍ଟରେ, ଯେତେବେଳେ ଶିଶୁର ସମ୍ପର୍କୀୟମାନେ ତାଙ୍କୁ ଆମେରିକୀୟ ସୈନ୍ୟଙ୍କ […]

ୱାସିଂଟନ୍‌: ସାଉଦୀ ଆରବକୁ ୬୫୦ ନିୟୁତ ଡଲାର୍‌ ମୂଲ୍ୟର ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଘୋଷଣା କରିଛି। ଡ୍ରୋନ୍‌ ଆକ୍ରମଣରୁ ସାଉଦୀ ଆରବକୁ ରକ୍ଷା କରିବା ଲାଗି ଆମେରିକା ଉକ୍ତ କ୍ଷେପଣାସ୍ତ୍ର ବିକ୍ରିକୁ ଅନୁମୋଦନ କରିଥିବା ଜଣାପଡ଼ିଛି। ଏହି ଅନୁମୋଦନ ବଳରେ ସାଉଦୀ ଆରବ ୨୮୦ଟି ‘ଏମ୍‌-୧୨୦ସି’ ଉନ୍ନୀତ ମଧ୍ୟମ ରେଞ୍ଜ୍‌ କ୍ଷେପଣାସ୍ତ୍ର ଏବଂ […]

ରୋମ: ‘ଜି୨୦ ଶିଖର ସମ୍ମିଳନୀ’ରେ ଯୋଗ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‌ର ‘ଲିଓନାର୍ଡୋ ଡା ଭିନ୍‌ସି’ ବିମାନ ବନ୍ଦରରେ ଅବତରଣ କରିଛନ୍ତି। ସେ କହିଛନ୍ତି, ରୋମ୍‌ରେ ମୁଁ ୧୬ଶ ‘ଜି୨୦ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ଅନ୍ୟାନ୍ୟ ‘ଜି୨୦’ ନେତାଙ୍କ ସହ ବୈଶ୍ୱିକ ଅର୍ଥନୀତି ଏବଂ ମହାମାରୀରୁ ଆରୋଗ୍ୟ, ଭବିଷ୍ୟତ ପିଢ଼ିଙ୍କ ଆବଶ୍ୟକତାର କ୍ଷତି ନ କରି ସାମ୍ପ୍ରତିକ ଆବଶ୍ୟକତା ପୂରଣ ଓ ଜଳବାୟୁ ପରିବର୍ତ୍ତନ […]

Social media & sharing icons powered by UltimatelySocial