ଭୁବନେଶ୍ୱର: ଆଜି ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଅନ୍ୟତମ ଆଧ୍ୟାତ୍ମିକ ସ୍ଥଳ ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅପରାହ୍ନରେ ଅଣ୍ଟାଏ ପାଣି ହୋଇ ଯାଇଥିଲା। ଫଳରେ ରଥ ଟଣା ଏକ ଘଣ୍ଟା ବିଳମ୍ବରେ ଆରମ୍ଭ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଇସ୍କନ ମନ୍ଦିରରେ ସାଢ଼େ ୩ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଅପରାହ୍ନ ୨ଟା ବେଳକୁ […]

ପୁରୀ : ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଗଣନା ହୋଇଛି। ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ଏହି ବିରଳ ବେଶ ଆସନ୍ତା ୨୦୨୦ ନଭେମ୍ବର ମାସ ୨୭ ତାରିଖ ଶୁକ୍ରବାର ପବିତ୍ର କାର୍ତ୍ତିକ ଦ୍ଵାଦଶୀ ତିଥିରେ ଅନୁଷ୍ଠିତ ହେବ। ଏ ସଂପର୍କରେ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ଜ୍ୟେର୍ତିବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ ସୂଚନା ଦେଇଛନ୍ତି। ସେହି ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଅଧିକ ୬ ଦିନ […]

ଭୁବନେଶ୍ୱର : ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ନେଇ ବଡ଼ ବିତର୍କ ମୁଣ୍ଡ ଟେକିଛି। କେବଳ ସେବାୟତ ନୁହେଁ, ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏ ନେଇ ତମ୍ବିତୋଫାନ ଆରମ୍ଭ କରିଛନ୍ତି। ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଶଙ୍କା ପ୍ରକାଶ କରିଛନ୍ତି, ଶ୍ରୀମନ୍ଦିର ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଚାଲିଛି। ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଶ୍ୱହିନ୍ଦୁ ପରିଷଦ ପରିଷଦ, ଆଇନ ମନ୍ତ୍ରୀ ପ୍ରତାପ […]

ଶ୍ରୀଲିଙ୍ଗରାଜ ମନ୍ଦିର ରାହାପାଗ ଫାଟ ପ୍ରସଙ୍ଗ ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରୁ ପାଣି ଗଳୁଥିବା ଘଟଣାକୁ ବିଳମ୍ବରେ ହେଉ ପଛେ କେନ୍ଦ୍ର ପ୍ରତ୍ନତ୍ତ୍ୱ ବିଭାଗ (ଏଏସ୍‌ଆଇ) ସ୍ୱୀକାର କରିଛି। ମନ୍ଦିରର ରାହାପାଗରେ ଫାଟ ରହିଛି ବୋଲି ବିଭାଗ ମାନିଛି। ତେଣୁ ରାହାପାଗରେ ୭ଟି ସ୍ଥାନରେ ଥିବା ଏହି ଫାଟକୁ ଖୁବଶୀଘ୍ର ମରାମତି କରି ବୁଜାଯିବ ବୋଲି ଜଣାଯାଇଛି। ଏହି ମୁଖ୍ୟ ସମସ୍ୟା ସମେତ ମନ୍ଦିରର ଅନ୍ୟ କିଛି ସମସ୍ୟାକୁ ସମାଧାନ […]

ଭୁବନେଶ୍ୱର: ଐତିହ୍ୟର ଗନ୍ତାଘର ଓଡ଼ିଶା। ଏଠାରେ ରହିଛି ବହୁ ପୁରାତନ କୀର୍ତିରାଜି। ଏଠାରୁ ୪ ହଜାର ବର୍ଷ ପୂର୍ବର ସଭ୍ୟତାର ସନ୍ଧାନ ମିଳିଛି। ହଜାର ହଜାର ବର୍ଷର ପୁରୁଣା ମନ୍ଦିର ଏବେ ବି ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ମୁକ୍ତେଶ୍ୱରର ମୁଖଶାଳା, ଶ୍ରୀଲିଙ୍ଗରାଜ ମନ୍ଦିରର କାରୁକାର୍ଯ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ଓଡ଼ିଶାର ଏପରି ଐତିହ୍ୟକୁ ନିୟମିତ ଭାବେ ଅଣଦେଖା କରିଚାଲିଛି ଭାରତୀୟ […]

ଭୁବନେଶ୍ୱର : ବନ୍ଦ ହେବନି ଯାତ୍ରା, ଯଥାବତ୍‌ ଚାଲୁ ରହିବ। ଆସନ୍ତା ଯାତ୍ରା ବର୍ଷରୁ ଯାତ୍ରା ପରିବେଷଣ ବନ୍ଦ ରଖିବା ପାଇଁ ଯାତ୍ରା ମାଲିକ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର ପୂନର୍ବିଚାର କରାଯାଇଛି। ପରିଚାଳନାରେ ସମସ୍ତ ସହଯୋଗର ପ୍ରତିଶ୍ରୁତି ସହିତ ଯାତ୍ରା କଳାକାର ଏବଂ କର୍ମଚାରୀମାନେ ଯାତ୍ରା ଚଳାଇ ରଖିବା ପାଇଁ ମାଲିକ ସଂଘକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ କ୍ରମେ ମାଲିକ ସଂଘର ଏକ ଜରୁରୀ ବୈଠକ ଗତ […]

ମୁମ୍ବାଇ: ସିନେମା ହେଉ ଅବା ଧାରାବାହିକ ସୁଟିଂ ସମୟରେ ଅନେକ ଅଭିନେତା ଓ ଅଭିନେତ୍ରୀ ଜୀବନ୍ତ ପଶୁପକ୍ଷୀଙ୍କ ସହିତ ଅଭିନୟ କରିବାର ପରଦାରେ ଦେଖିବାକୁ ମିଳିଛି। କିନ୍ତୁ ସମୟସମୟରେ ଏଭଳି କରିବା ଅଭିନେତା ଓ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଥାଏ। ନିକଟରେ ଜଣେ ଅଭିନେତ୍ରୀ ଦୁଇଟି ବିଷଧର ସାପ ସହିତ ସୁଟିଂ କରୁଥିଲେ। ଏହି ସମୟରେ ଆକସ୍ମିକ ଭାବେ ସାପଟି ଅଭିନେତ୍ରୀଙ୍କୁ ଚୋଟଟିଏ ପକାଇଥିଲା। ଫଳରେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ […]

ଭୁବନେଶ୍ୱର : ଦିନେ ଅବସର ବିନୋଦନର ବଳିଷ୍ଠ ମାଧ୍ୟମ ଥିଲା ଲୋକନୃତ୍ୟ। ଏହାସହ ଏକ ଗଭୀର ମନସ୍ତତ୍ୱ ଜଡ଼ିତ ଥିଲା। ସଂସ୍କୃତି, ପରମ୍ପରା, ସାମାଜିକ ବାର୍ତା ତଥା ଗ୍ରାମ୍ୟ ଜୀବନର ଭାବାବେଗକୁ ବାନ୍ଧି ରଖିଥିବା ଏହି ଲୋକନୃତ୍ୟ ଏବେ ଆଧୁନିକତାର ଚାପରେ ଶଯ୍ୟାଶାୟୀ। ଇଣ୍ଟରନେଟ୍‌ ଓ ଟେଲିଭିଜନ୍‌ ଯୁଗରେ ଆମ ପାରମ୍ପରିକ ମନୋରଞ୍ଜନଧର୍ମୀ ଲୋକକଳା ଧୀରେଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଚାଲି ଆସିଲାଣି। ବିଦେଶରେ ପାରମ୍ପରିକ ଲୋକକଳା ଓ ଷ୍ଟ୍ରିଟ୍‌ ଡ୍ୟାନ୍ସକୁ […]

ଭୁବନେଶ୍ୱର : ସଂଭାବନା ପକ୍ଷରୁ ଆୟୋଜିତ ଓଡ଼ିଆ ମହୋତ୍ସବରେ ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ-୨୦୧୮ ପ୍ରଦାନ କରାଯାଇଛି। ଗତକାଲି ଜୟଦେବ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯାଜପୁରର ଚନ୍ଦ୍ରପ୍ରଭା ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ସୌଭାଗ୍ୟଲକ୍ଷ୍ମୀ ମହାନ୍ତି ସହ-ଶ୍ରେଷ୍ଠ ଓଡ଼ିଆଣୀ ଭାବେ ସମ୍ମାନିତ ହୋଇଛନ୍ତି। ଅତିଥିମାନେ ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ଦାସଙ୍କୁ ରୂପା ତାରକସିର ବୋଇତ, ଖଣ୍ଡୁଆ ଶାଢ଼ି ଏବଂ ସହ-ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ମହାନ୍ତିଙ୍କୁ ତାରକସି […]

କେନ୍ଦ୍ରାପଡ଼ା/ରାଜନଗର : ବଙ୍ଗୋପସାଗର କୂଳରେ ଅଷ୍ଟାଦଶ ଶତାବ୍ଦୀରୁ ପୂଜା ପାଇ ଆସୁଥିବା କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମା’ ପଞ୍ଚୁବରାହୀ ଆଜି ସ୍ଥାନାନ୍ତର ହେବେ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ସୃଷ୍ଟି ହୋଇଛି। ମା’ ପଞ୍ଚୁବରାହୀଙ୍କୁ ୧୦ କିଲୋମିଟର ଦୂର ବଗପାଟିଆକୁ ସ୍ଥାନାନ୍ତର କରାଯିବ। ମୂଳପୀଠରେ ମା’ଙ୍କୁ ଶେଷ ଦର୍ଶନ କରିବା ପାଇଁ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦିନ ତମାମ ଲାଗି ରହିଥିଲା। ଆଜି […]

Social media & sharing icons powered by UltimatelySocial