ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମହଙ୍ଗା ସ୍ଥିତି ଏବଂ ବେକାରୀ ବୃଦ୍ଧି ପାଇଁ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ମୋଦୀ ସରକାରଙ୍କୁ ଭିନ୍ନ ଢଙ୍ଗରେ ଟାର୍ଗେଟ କରିଛନ୍ତି। ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧି ପାଇଁ ମୋଦୀ ଦାୟୀ ନୁହଁନ୍ତି ବରଂ ମୋଗଲମାନେ ଦାୟୀ। ବାସ୍ତବରେ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ର ଅଧ୍ୟକ୍ଷ ଓୱେସି ଅନେକ […]

ନୂଆଦିଲ୍ଲୀ : ଆଜିକାଲି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଦର ବୃଦ୍ଧି ସାଧାରଣ ଲୋକମାନଙ୍କୁ ଚିନ୍ତାଗ୍ରସ୍ତ କରିଥିବାବେଳେ ଆଉ ଏକ କ୍ଷେତ୍ରରେ ଦରବୃଦ୍ଧି ହେବାକୁ ଯାଉଛି। ତାହା ହେଉଛି ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ। ଆସନ୍ତା ଜୁନ ୧ରୁ ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ ବଢିବାର ସମ୍ଭାବନା ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ […]

ନୂଆଦିଲ୍ଲୀ : ଆଉ ବଜାରରେ ମିଳିବନି ଲୋକପ୍ରିୟତା ଅର୍ଜନ କରିଥିବା ସାମସଙ୍ଗ ଶସ୍ତା ଫିଚର ଫୋନ। ଏସବୁ ଶସ୍ତା ଫୋନର ଉତ୍ପାଦନ ବନ୍ଦ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି। ଏସବୁ ଫୋନ ବଦଳରେ କମ୍ପାନି କେବଳ ୧୫ ହଜାରଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଉତ୍ପାଦନ ଉପରେ ଫୋକସ କରିବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁସାରେ ସାମସଙ୍ଗର ଠିକା ଉତ୍ପାଦନକାରୀ ଡିକ୍ସନ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ସାମସଙ୍ଗ ଫିଚର […]

ନୂଆଦିଲ୍ଲୀ : ଗହମ ପରେ ଚିନି ରପ୍ତାନିକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ଭାରତ ସରକାର। ଦେଶରେ ଚିନି ଉପଲବ୍ଧତା ବୃଦ୍ଧି ଓ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ଲାଗି ଚିନ୍ତା କରୁଥିବା ଜଣାଯାଇଛି। ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଚଳିତ ଚିନି ଋତୁରେ ଦେଶରୁ ମୋଟ ଚିନି ରପ୍ତାନିକୁ ୧୦ ନିୟୁତ ଟନ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇପାରନ୍ତି। ଚଳିତ ଚିନି […]

ଭୁବନେଶ୍ବର: ସେଲିବ୍ରିଟିଙ୍କୁ ସମସ୍ତେ ଅନୁକରଣ କରନ୍ତି। ସେମାନଙ୍କ ଫେସନ୍‌, କେଶସଜ୍ଜା, ଅଙ୍ଗଭଙ୍ଗୀ, ଖାଦ୍ୟଶୈଳୀକୁ ଲୋକେ ଆପଣାଇବାକୁ ଚେଷ୍ଟା କରନ୍ତି। ଏହି କ୍ରମରେ ୨୦୨୦ ମସିହାରେ ‘ଶକୁନ୍ତଳା ଦେବୀ’ ଚଳଚ୍ଚିତ୍ରର ପ୍ରମୋସନ୍ ବେଳେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ପିନ୍ଧିଥିବା ‘ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି’ର ଏବେ ବି ମହିଳାମାନଙ୍କ ମଧ୍ୟରେ ଯଥେଷ୍ଟ କ୍ରେଜ୍‌ ରହିଛି। ଅନ୍‌ଲାଇନ୍‌ ହସ୍ତତନ୍ତ ବ୍ୟବସାୟୀ ପ୍ରିୟଦର୍ଶନୀ ଚୌଧୁରୀ କହିଛନ୍ତି, ବିଦ୍ୟା ପିନ୍ଧିବା ପରେ ଏହି ଶାଢ଼ି […]

କଟକ: ବାଣିଜ୍ୟ ମେଳା ପଡ଼ିଆରେ ଜମିଛି ପାଣି। ବାତ୍ୟା ଆଶଙ୍କାରେ ଖୋଲାଗଲା ରାମଦୋଳି। ତଥାପି ଜମୁଛି ଲୋକଙ୍କ ଭିଡ଼ ଆଉ ଜମୁଛି ବ୍ୟବସାୟ। ସୋମବାର ସଂଧ୍ୟାରେ ବର୍ଷା ସତ୍ତ୍ୱେ ମେଳା ପଡ଼ିଆରେ ୪୦ହଜାରରୁ ଅଧିକ ଲୋକ ଜମା ହୋଇଥିବା ବେଳେ ପାଖାପାଖି ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଉଛି। ବାତ୍ୟା ଆଶଙ୍କା ଥିବାରୁ ଅଘଟଣ ଏଡାଇବାକୁ ପୁଲିସ ପରାମର୍ଶରେ ଆଜି ରାମଦୋଳି ଖୋଲାଯାଇଛି। କିନ୍ତୁ ଆସନ୍ତାକାଲି ବାତ୍ୟା […]

କଟକ: ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବୈଶାଖୀ ବାଣିଜ୍ୟ ମେଳାରେ ତୃତୀୟ ଦିନରେ ଅସମ୍ଭାଳ ଭିଡ଼ ‌ହୋଇଛି। ଗତକାଲି ସଂଧ୍ୟାରେ ମେଳା ପରିସରରେ ବାଲିଯାତ୍ରା ଭିଡ଼ ଦେଖିବାକୁ ମିଳିଥଲା। ରବିବାର ଛୁଟି ଦିନ ଥିବାରୁ ଅପରାହ୍ନ ୫ଟାରୁ ମେଳାରେ ଜନସମାଗମ ଆରମ୍ଭ ହୋଇଥିଲା। ମେଳାରେ ପ୍ରାୟ ୨ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କାରବାର ମଧ୍ୟ କୋଟିଏରୁ ଅଧିକ ଟପିଥିଲା। ଭିଡ଼ ଅଧିକ ହେବାରୁ କିଛି ସମୟ ପାଇଁ ଟ୍ରାଫିକ […]

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ହୋଇଥିବା ସିଗ୍ ସୋର୍ ଆସଲଟ୍ ରାଇଫଲ୍ ଚୁକ୍ତିକୁ ଝଟକା ଲାଗିଛି। ଆମେରିକା ସହିତ ହୋଇଥିବା ଏହି ଡିଲକୁ ଭାରତ ବାତିଲ କରିଛି। ଏହି ଡ଼ିଲ ଯୋଗୁଁ ଭାରତୀୟ ସେନା ପ୍ରାୟ ୭୨ ହଜାର ଆମେରିକୀୟ ରାଇଫଲ ପାଇବାକୁ ଥିଲା, କିନ୍ତୁ ଏହି ରାଇଫଲର ପ୍ରଥମ ବ୍ୟାଚରେ ମିଳିଥିବା ରାଇଫଲର ସମସ୍ୟା ହେତୁ ଭାରତ ଦ୍ୱିତୀୟ ବ୍ୟାଚ ପାଇଁ ଡିଲକୁ ବାତିଲ କରିଦେଇଛି। ସେପ୍ଟେମ୍ବର […]

ଆରମ୍ଭ ହେଲା ଭାରତର ପ୍ରଥମ ମହିଳା ବିଜନେସ ମେଳା, ୮ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ବର : ଚଳିତ ଶତାବ୍ଦୀ ହେବ ମହିଳାମାନଙ୍କ ଶତାବ୍ଦୀ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଥିବା ଭାରତର ପ୍ରଥମ ମହିଳା ବିଜନେସ୍‌ ମେଳାକୁ ଭର୍ଚୁଆଲ ‌ମାଧ୍ୟମରେ ଉଦଘାଟନ କରି ସେ କହିଛନ୍ତି ଯେ, ଓଡ଼ିଶାରେ ଆମର ମିସନ ଶକ୍ତି କାର୍ଯ୍ୟକ୍ରମ ହେଉଛି ମହିଳା ସଶକ୍ତୀକରଣର ଏକ ପ୍ରତୀକ। […]

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍‌ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ’ ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ। ଏହା ଦ୍ୱାରା ହଜାର ହଜାର କାରିଗରଙ୍କୁ ସ୍ଥାୟୀ ଜୀବିକା ମିଳିବା ସହିତ ଏହା ଭାରତୀୟ କଳାକୁ ସାରା ଦୁନିଆର […]

Social media & sharing icons powered by UltimatelySocial