ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଆଜି ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ମୁର୍ମୁଙ୍କୁ ପରବର୍ତ୍ତୀ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି। ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରିଶ ମୁର୍ମୁଙ୍କୁ ନୂଆ ସିଏଜି କରାଯାଇପାରେ। ତେବେ ରାଷ୍ଟ୍ରପତି ତାଙ୍କର ଇସ୍ତଫାକୁ ଗ୍ରହଣ […]

ହଟ୍‌ସ୍ପଟ୍‌ ଜିଲ୍ଲାରୁ ଆସୁଥିବା ଲୋକ ଅଧିକ ସଂକ୍ରମିତ: ବିଏମ୍‌ସି ଭୁବନେଶ୍ୱର : ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆସାହିରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏଠାରୁ ପ୍ରାୟ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଯାହା ରାଜଧାନୀ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ମଙ୍ଗଳବାର ସାଲିଆସାହିରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୁଧବାର ୧୦ଜଣ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ୨୧ଜଣ ଆକ୍ରାନ୍ତ ଚିହ୍ନଟ […]

ଲଘୁଚାପ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି: ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଉପକୂଳରୁ ପଶ୍ଚିମ ଓଡ଼ିଶା ହେଉ ଅଥବା ଉତ୍ତରରୁ ଦକ୍ଷିଣ, ଗତ ୩୬ ଘଣ୍ଟା ମଧ୍ୟରେ ସବୁ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ଏବଂ ସ୍ଥାନେ […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଥିବା ଚାଷ ଜମିକୁ ଜଳ ସେଚନ କରିବା ପାଇଁ ସାଳନ୍ଦୀ କେନାଲ ଖନନ କରାଯାଇଥିଲା। ଏବେ ଏହି କେନାଲ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଜନସାଧାରଣଙ୍କ ଜୀବନ ଯାତ୍ରା ଓ ବସବାସରେ ସମସ୍ୟା ସୃଷ୍ଟି କରୁଛି। କେନାଲରେ ଠିକ ସମୟରେ ଜଳ ନିଷ୍କାସନ ହୋଇ ନ ପାରୁଥିବାରୁ ଗ୍ରାମ ଭିତରେ ଥିବା ବିଭିନ୍ନ ସାହିରେ ପାଣି ପଶି ଯାଇ […]

ଲୋକେ ବଞ୍ଚିଲେ ତ ମନ୍ଦିର ଯିବେ…? ଭୁବନେଶ୍ୱର : ବର୍ତ୍ତମାନ ସାରା ପୃଥିବୀରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି। କେତେ ଯେ ଧନ ଜୀବନ ନଷ୍ଟ ହେବା ସହ ସାଧାରଣ ଜନତାଙ୍କ ଜୀବିକା ଉଜୁଡି ଗଲାଣି ହିସାବ କରିବା କାଠିକର ପାଠ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ଅଯୋଧ୍ୟାଠାରେ ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ କରାଇବା ପାଇଁ ଭୂମି ପୂଜନ ଉତ୍ସବରେ କୋଟି କୋଟି ଟଙ୍କା […]

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳା ଅଧିକାରିଣୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପତ୍ର ପାଇବା ପରେ ସେନା ମୁଖ୍ୟାଳୟ ପକ୍ଷରୁ ଏଥିନିମନ୍ତେ ମହିଳା ଅଧିକାରିଣୀମାନଙ୍କୁ ବାଛିବା ପାଇଁ ୫ଟି ସ୍ୱତନ୍ତ୍ର ଶ୍ରେଣୀର ସିଲେକ୍ସନ ବୋର୍ଡ ଗଠନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ସବିଶେଷ ପ୍ରଶାସନିକ ନିର୍ଦ୍ଦେଶାବଳୀ ସଂପୃକ୍ତ ସମସ୍ତ ପ୍ରଭାବିତ ଅଧିକାରିଣୀଙ୍କୁ ପ୍ରଦାନ କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ସେମାନେ ସେମାନଙ୍କର ଆବେଦନପତ୍ର ବୋର୍ଡ […]

କ୍ଷୀର ବିକି ଚଳୁଥିଲେ, ଏବେ କେହି କିଣୁ ନାହାନ୍ତି କଟକ: କରୋନା ପରୀକ୍ଷା କରାଯାଇନାହିଁ। ମାତ୍ର ରିପୋର୍ଟ ଆସିଲା ପଜିଟିଭ୍‌। କିଛି ଦିନ ତଳେ ସଦର ଅଞ୍ଚଳରେ ଏଭଳି ଏକ ଅଭିଯୋଗ ଆସିଥିବା ବେଳେ ସିଏମସି ୧ ନମ୍ବର ୱାର୍ଡର ବିଡ଼ାନାସୀ, ବାଉରିସାହି ଶୌଚାଳୟ ଲେନ୍‌ରେ ପୁଣି ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳର ‌ଜଣେ ମହିଳାଙ୍କ କରୋନା ପରୀକ୍ଷା କରାଯାଇ ନଥିବା ବେଳେ ତାଙ୍କୁ କରୋନା ହୋଇଥିବା […]

ବିସ୍ଫୋରଣର କାରଣ ଅସ୍ପଷ୍ଟ ,ଶୋକ ବ୍ୟକ୍ତ କଲେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୱାସିଂଟନ୍: ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ, ମଙ୍ଗଳବାର ଦିନ ବିରୁଟ୍‌ରେ ହୋଇଥିବା ବିଶାଳ ବିସ୍ଫୋରଣ ଭୟାବହ ବୋମା ଆକ୍ରମଣ ପରି ମନେହେଉଥିବା କଥା ତାଙ୍କୁ ଆମେରିକୀୟ ଜେନେରାଲ୍‌ମାନେ କହିଛନ୍ତି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏହି ଭୟଙ୍କର ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୭୮ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ୪୦୦୦ରୁ ପାଖାପାଖି ଲୋକ […]

ପ୍ରାର୍ଥନା ପରେ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିବ। ସେ ସମୟରେ ନିଜ ଘରେ ବା ଯିଏ ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ […]

ପରୀକ୍ଷା ରିପୋର୍ଟର ତୁରନ୍ତ ତଥ୍ୟ ଦେବେ ଲାବ୍, ହସ୍ପିଟାଲ ଭୁବନେଶ୍ବର: ରାଜଧାନୀରେ ଏବେ ଦିନକୁ ସରକାରୀ ଓ ବେସରକାରୀସ୍ତରରେ ପ୍ରାୟ ୧୬୦୦ ପରୀକ୍ଷା ହେଉଥିଲେ ହେଁ ସମସ୍ତେ ବିଏମ୍‌ସିକୁ ବିଳମ୍ବରେ ରିପୋର୍ଟ ଦେଉଛନ୍ତି। ଏପରିକି କେତେକ କ୍ଷେତ୍ରରେ ଯେଉଁ ଦିନ ନମୁନା ସଂଗ୍ରହ ହେଉଛି, ତା’ର ଦୁଇରୁ ତିନି ଦିନ ପରେ ରିପୋର୍ଟ ଆସୁଛି। ଫଳରେ ରିପୋର୍ଟ ମିଳିବା ବେଳକୁ ଆକ୍ରାନ୍ତଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସି ଯାଉଛନ୍ତି। କେତେକ […]

Social media & sharing icons powered by UltimatelySocial