କଟକ: ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୫୭ ଜଣ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୮୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି କଣ୍ଟେନମେଣ୍ଟ ଜୋନରୁ ୭୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛନ୍ତି ୮ ଜଣ। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ୨ […]

ନୂଆଦିଲ୍ଲୀ: ଦେଶରେ କିନ୍ନରମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବିକ ଅଧିକାର କମିସନ୍ ରିପୋର୍ଟ ମାଗିଛି। ସୁପ୍ରିମ୍ କୋର୍ଟ ଓକିଲ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠୀ ଫାଇଲ୍ କରିଥିବା ପିଟିସନ୍‌ ଆଧାରରେ ଜାତୀୟ ମାନବିକ ଅଧିକାର କମିସନ ଏହି ଆଦେଶ ଜାରି କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ନ ମିଳିଲେ ସମ୍ପୃକ୍ତ […]

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏବର୍ଷ ଦେଶର ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି। ଏପର୍ଯ୍ୟନ୍ତ ପିଲାମାନେ ସ୍କୁଲ କିମ୍ବା କଲେଜ ଯାଇପାରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଆଜି ଉଚ୍ଚ ପ୍ରାଥମିକ ଅର୍ଥାତ ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ପାଇଁ ଏକ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଆସନ୍ତା ଦୁଇମାସ ପାଇଁ ଏହି ବିକଳ୍ପ ଶିକ୍ଷା […]

ଭୁବନେଶ୍ୱର : କରୋନା ବ୍ୟାପୁଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବା ସହ ଲୋକଙ୍କୁ ସାମାଜିକ ଦୂରତା ରଖିବାକୁ କୁହାଯାଉଛି। କିନ୍ତୁ ଏମିତି କିଛି ଅମାନିଆ ଅଛନ୍ତି, ଯେଉଁମାନେ ନିୟମ ମାନିବା ମୁଡ୍‌ରେ ନାହାନ୍ତି। ପୂର୍ବରୁ ଯେମିତି ଚଳୁଥି‌ଲେ, ଏବେ ଆଖପାଖରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବି ସେମାନଙ୍କର ବ୍ୟବହାରରେ କିଛି ପରିବର୍ତ୍ତନ ହୋଇନି। ନୂଆପଲ୍ଲୀ ତ୍ରିନାଥ ବସ୍ତି କଣ୍ଟେନମେଣ୍ଟ ଜୋନ୍‌ ହୋଇଥିଲେ […]

ନୂଆଦିଲ୍ଲୀ: କୋଭିଡ୍-୧୯ ଅନ୍‌ଲକିଙ୍ଗ୍‌ର ତୃତୀୟ ପର୍ଯ୍ୟାୟରେ ଅଗଷ୍ଟ ୫ ତାରିଖ ଠାରୁ ପୁଣି ଯୋଗ ଓ ଜିମ୍ନାସିୟମ୍ କେନ୍ଦ୍ର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ, ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଜାରି ମାର୍ଗଦର୍ଶିକା ଅନୁସାରେ କୋଭିଡ୍-୧୯ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଥିବା ଯୋଗ ପ୍ରତିଷ୍ଠାନ ଓ ଜିମ୍ନାସିୟମ୍ କେନ୍ଦ୍ରଗୁଡ଼ିକ ଖୋଲିବାକୁ ଅନୁମତି ମିଳିବ ନାହିଁ। ନିବୁଜ ସ୍ଥାନମାନଙ୍କରେ ଥିବା ଜିମ୍ନାସିୟମ୍ ଓ ଯୋଗ ପ୍ରତିଷ୍ଠାନଗୁଡ଼ିକୁ ୬୫ ବର୍ଷରୁ ଅଧିକ ବୟସ୍କ […]

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୬ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ […]

ଭୁବନେଶ୍ବର: ରାଜ୍ୟରେ ପ୍ରଶାସନିକ ସ୍ତରରେ କେତେକ ଅଦଳ ବଦଳ ହୋ୍ଇଥିବା ଜଣାଯାଇଛି। ଓଡ଼ିଶା ସରକାର ଆଜି ଉଭୟ ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି। ଏଥିରେ ଛଅଜଣ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଦୁଇଜଣଙ୍କୁ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି। ତାଙ୍କୁ ବ୍ରହ୍ମପୁର ଚକବନ୍ଦୀ ଅତିରିକ୍ତ କମିସନର ଭାବେ ନିଯୁକ୍ତି […]

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି […]

ରାମ ମନ୍ଦିର ଭୂମିପୂଜନ ଉତ୍ସବରେ ଯୋଗ ଦେଇପାରିବେନି ଶାହା ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି। ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ। ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ […]

‘ନାସା’ର ନୂତନ ଫଟୋଚିତ୍ରକୁ ଅନୁଧ୍ୟାନ କରୁଛି ‘ଇସ୍ରୋ’ ବେଙ୍ଗାଲୁରୁ: ଗତବର୍ଷ ‘ନାସା’ ଉତ୍ତୋଳନ କରିଥିବା ଫଟୋଚିତ୍ରରୁ ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ଲ୍ୟାଣ୍ଡର୍ ବିକ୍ରମର ଭଗ୍ନାଂଶ ଚିହ୍ନଟ କରିଥିବା ଚେନ୍ନାଇ ଇଞ୍ଜିନିୟର୍ ଶାନମୁଗା ସୁବ୍ରମଣିୟାନ୍ ଏଇ ମେ ମାସରେ ‘ନାସା’ ରିଲିଜ୍ କରିଥିବା ନୂଆ ଫଟୋରୁ ରୋଭର୍‌ ପ୍ରଜ୍ଞାନ ସମ୍ବନ୍ଧରେ କିଛି ତଥ୍ୟ ପାଇଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନକୁ ଇ-ମେଲ୍ କରି ସେ କହିଛନ୍ତି ଯେ ‘ନାସା’ର ନୂଆ ‌ଫଟୋଚିତ୍ରରେ ‘ପ୍ରଜ୍ଞାନ’ […]

Social media & sharing icons powered by UltimatelySocial