କଟକ: ବାଦାମବାଡ଼ି ଥାନା ପୁଲିସ ପଞ୍ଝାରେ ନକଲି ଡାକ୍ତର। ଜାଲ୍‌ କାଗଜପତ୍ର ଓ ପରିଚୟ ପତ୍ର ମାଧ୍ୟମରେ ବ୍ୟାଙ୍କକୁ ଠକିଥିବା ନକଲି ଡାକ୍ତର ଶ୍ରୀଧର ରାଉତ ଓରଫ ସିଦ୍ଧାର୍ଥ ସାର୍ଥକଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୁଲିସ। ସେ ନକଲି କାଗଜପତ୍ର ମାଧ୍ୟମରେ ଲକ୍ଷାଧିକ ଟଙ୍କା ଋଣ କରିଥିବା ଜଣାପଡ଼ିଛି। ପୁଲିସ ସୂଚନାଅନୁଯାୟୀ, ସିଦ୍ଧାର୍ଥ ସାର୍ଥକ ନାମକ ଯୁବକ ଜଣକ ଜାଲ କାଗଜପତ୍ର ଦେଇ କଟକ ବଜ୍ରକବାଟି ରୋଡ଼ରେ ଥିବା […]

ନୂଆଦିଲ୍ଲୀ : ମାଓ ନେଟଓ୍ବାର୍କ ଠାବ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଆଜି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୧୪ଟି ସ୍ଥାନରେ ଚଢଉ କରାଯାଇଛି । ୨୦୧୯ରେ ବସ୍ତରରେ ହୋଇଥିବା ମାଓବାଦୀ ଓ ସୁରକ୍ଷା ବାହିନୀ ଏନକାଉଣ୍ଟର ମାମଲାରେ ଏହି ଚଢଉ କରାଯାଇଥିବା ଏନଆଇଏ ପକ୍ଷରୁ କୁହାଯାଇଛି। ଚଢଉ କରାଯାଇଥିବା ୧୪ଟି ସ୍ଥାନ ମଧ୍ୟରେ ରହିଛି ହାଇଦ୍ରାବାଦ, ମେଡକ, ରାଚକୋଣ୍ଡା, ପ୍ରକାଶମ, ବିଶାଖାପାଟଣା, ନେଲୋର ଓ ବିଜୟଓ୍ବାଡା ଅନ୍ତର୍ଭୁକ୍ତ […]

ଚେନ୍ନାଇ: ତାମିଲନାଡ଼ୁର ଏକ ଡାକ୍ତରଖାନାରେ ଜନୈକା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସଂପୃକ୍ତ ଡାକ୍ତରଖାନାର ଜଣେ ଡାକ୍ତର ଓ ମ୍ୟାନେଜରଙ୍କୁ ପୁଲିସ୍‌ ଗିରଫ କରିଛି। ଡାକ୍ତରଖାନାରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତାମିଲନାଡୁର କାରୁରରେ ଜଣେ ଡାକ୍ତର ଏବଂ ଜଣେ ମ୍ୟାନେଜରଙ୍କୁ ପୁଲିସ ଗିରଫ କରିଛି। କାରୁରର ଜିସି ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ଅସ୍ଥିଶଲ୍ୟ ଡାକ୍ତର ରଜନୀକାନ୍ତ ଡାକ୍ତରଖାନାର ଜଣେ ମହିଳା […]

ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅଧୀନ ଦୟାନଦୀ ବନ୍ଧ ଲିଙ୍ଗିପୁର ରାସ୍ତାରେ ବାଇକରେ ଯାଉଥିବା ଯୁବକ ଯୁବତୀଙ୍କୁ ସଂପର୍କୀୟ ପିଛା କରିବାରୁ ଧରାପଡ଼ିଯିବା ଭୟରେ ଯୁବତୀଙ୍କୁ ଫିଙ୍ଗି ଯୁବକ ଫେରାର ହୋଇଯାଇଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ବାଇକରୁ ପଡ଼ି ଯୁବତୀ ଆହତ ହୋଇଛନ୍ତି। ଖବର ପାଇ ଧଉଳି ପିସିଆର ପୁଲିସ ଯୁବତୀଙ୍କୁ ଚିକିତ୍ସା ଲାଗି ବାଳକାଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ […]

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀଙ୍କୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାସ୍ଥିତ ଜେଏମ୍‌ଏଫ୍‌ଏସ୍‌ରେ ହଜାର କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି ଯୋଗୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବାସୁଦେବ ରାୟ। ଗତ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ କୋର୍ଟରେ […]

ନୂଆଦିଲ୍ଲୀ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଗିରଫ ହୋଇଥିବା ମହିଳାଙ୍କ ସହ ଘଟିଛି ଅମାନବୀୟ ଘଟଣା। ଗିରଫ ପରେ ଜଣେ ମହିଳା ପୁଲିସକର୍ମୀ ଅଭିଯୁକ୍ତ ମହିଳାଙ୍କୁ ଉଲଗ୍ନ ହୋଇ ନୃତ୍ୟ କରିବାକୁ ବାଧ୍ୟ କରିଥିଲେ। ତେବେ ଏହି ଖବର ଏବେ ସାମ୍ନାକୁ ଆସିବା ପ‌ରେ ଏଭଳି ଲଜ୍ଜାଜନକ କାମ କରିଥିବା ମହିଳା ପୁଲିସକର୍ମୀଙ୍କୁ ବରଖାସ୍ତ କରାଯାଇଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପୋଲିସ୍ ହେପାଜତରେ […]

ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଠକି ନେଇଥିବା ଦୁଇ ଜଣ ଠକ ଗିରଫ ହୋଇଥିବାର ସୂଚନା ମିଳିଛି। ଉଭୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା। ଦୁହେଁ ୩୮ ଜଣ ପୁଲିସ ଚାକିରି ଆଶାୟୀଙ୍କଠାରୁ ପାଖାପାଖି ଦେଢ଼ କୋଟି ଠକି ନେଇଥିଲେ। ଏହି ଦୁଇ ଠକ ପୁଲିସ ବିଭାଗର ସିପିଏସି ପରୀକ୍ଷାରେ ଚାକିରି କରେଇ […]

ପାଟଣାଗଡ଼/ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଘାଘୁର୍ଲି ଗାଁରେ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଛି ପୁଅ। ଏହି ମାମଲାରେ ଅଭିଯୁକ୍ତ ପୁଅ ଜେଲ୍‌ ଯାଇଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଘାଘୁର୍ଲି ଗାଁର ବୈକୁଣ୍ଠ ମାଝୀ ନିଜ ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ତାଙ୍କ ମଝିଆ ପୁଅ ମହେଶ୍ବର ମଦ୍ୟପାନ କରି ଘରକୁ ଆସିଥିଲା। ଏହାକୁ […]

ସମ୍ବଲପୁର: ବକେୟା ଦରମା ପ୍ରଦାନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍‌ସନ ଅଫିସର୍‌ ମନୋରଂଜନ ପ୍ରଧାନ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କର ଦରମା ବାବଦ କିଛି ବକେୟା ଟଙ୍କା ପାଇବାର ଥିଲା। ଏହି ବିଲ୍ ପାସ୍ କରିବା ପାଇଁ ଶ୍ରୀ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ କର୍ମଚାରୀ ଜଣକ […]

ଯାଜପୁର: ବନ୍ଦ ଖଣିରୁ ଲୁହାପଥର ଚୋରା ଚାଲଣ କରି ମାଲେମାଲ ହେଉଥିବା ଟ୍ରକକୁ ଜବତ କରିଛି ଟମକା ଫରେଷ୍ଟ ସ୍ବାର୍ଡ। ଟମକା ନିକଟ ଚମ୍ପାଝରଠାରେ ଓଏମସିର ଥିବା ଲୁହାପଥର ଖଣି ୧୯୮୭ ମସିହାରୁ ବନ୍ଦ ହୋଇ ରହିଛି। ତେବେ ଏହାର ସୁଯୋଗ ନେଇ କିଛି ଲୋକ ସେଠାରୁ ଲୁହାପଥର ଚୋରା ଚାଲାଣ କରିବାରେ ଲାଗି ପଡିଥିଲେ। ତେବେ ଏନେଇ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଟମକା ଫରେଷ୍ଟ ସ୍ବାର୍ଡ […]

Social media & sharing icons powered by UltimatelySocial