ଭୁବନେଶ୍ୱର: ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୪୫ ମିନିଟ୍‌ରେ ସମ୍ବଲପୁର ଭିମ୍‌ସାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ଧରି ସେ ମଧୁମେହ ଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ଗତକାଲି ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା […]

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ନୀତି ଆୟୋଗ ତଥ୍ୟ ଗ୍ରହଣର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅମର ପଟ୍ଟନାୟକ। ଏସଡିଜି ଏକ ରାଜନୈତିକ ରିପୋର୍ଟ ନୁହେଁ। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ଅମର ପଟ୍ଟନାୟକ। ସୂଚନାଯୋଗ୍ୟ, ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ […]

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଜୈନେକା ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଚନ୍ଦାହାଣ୍ଡି ପୁଲିସ ବାଟପଡା ଗ୍ରାମର ନୃସିଂହ ନାୟକ(୨୪)କୁ ଗିରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ବାଟପଡା ଗ୍ରାମର ନୃସିଂହ ନାୟକ ଆଜକୁ ତିନି ବର୍ଷ ହେବ ଜୈନେକା ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଗତ ୪ ତାରିଖ ସକାଳ ଭୋର […]

କଟକ: ଲକଡାଉନ୍ ବେଳେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଛି। ପୁଣି କରୋନା ନିୟମ ଆଉ କଟକଣାକୁ ସଂପୂର୍ଣ୍ଣ ଏଡାଇ ଦେଇ ସେମାନଙ୍କୁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥଇଥାନ କରାଯାଉଛି। ମାଲଗୋଦାମ ତେଲୁଗୁ ବସ୍ତିର ୮୩ ପରିବାରଙ୍କୁ ସାର୍ତ୍ତୋଳ ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀ ଗୃହରେ ଯେଭଳି ରଖାଯାଇଛି, ସେଥିରେ ସେମାନେ କ’ଣ ଗାଈଗୋରୁଙ୍କଠୁ ହୀନ ବୋଲି ଅନେକ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ୧୫ରୁ ଅଧିକ ପରିବାରର ୭୦ରୁ […]

ସମଗ୍ର ପୂର୍ବ ଭାରତରେ ସକ୍ରିୟ ହେବ ମୌସୁମୀ ନୂଆଦିଲ୍ଲୀ : ଆସନ୍ତା ୮ ଜୁନ ସୁଦ୍ଧା ସିଆମ ଉପସାଗର ଓ ମିଆଁମାର ଉପକୂଳରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ। ଏହି ସାଇକ୍ଲୋନିକ ସର୍କୁଲେସନର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ […]

ଭୁବନେଶ୍ବର: ଲକ୍‌ଡାଉନ୍‌ ଲାଗୁ ହେବାଠାରୁ ରାଜଧାନୀରେ ହଜାର ହଜାର ଟ୍ରକ୍‌ କାମ ନପାଇ ଅଚଳ ହୋଇ ପଡ଼ିଛି। ନିର୍ମାଣ କାମ ଓ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇଯାଇଥିବାରୁ ଉଭୟ ମାଲିକ ଓ କର୍ମଚାରୀମାନେ ରୋଜଗାର ହରାଇଛନ୍ତି। ନିଜ ପରିବାର ଗୁଜୁରାଣ, କର୍ମଚାରୀଙ୍କୁ ଦରମା ଓ ଋଣ କିସ୍ତି ଭଳି ବୋଝ ପାଇଁ ଟ୍ରକ୍‌ ମାଲିକମାନେ ଚିନ୍ତାରେ ପଡ଼ିଛନ୍ତି। ରାଜଧାନୀରେ ଚଳାଚଳ କରୁଥିବା ୩ ହଜାର ଟ୍ରକ୍‌ ଓ ମିନିଟ୍ରକ […]

ମୁମ୍ବାଇ: ଗତରାତିରେ ମହାରାଷ୍ଟ୍ରର ବଦଲାପୁରସ୍ଥିତ ରାସାୟନିକ କାରଖାନାରୁ ଗ୍ୟାସ୍‌ ଲିକ୍‌ ହେବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଯାଇଛନ୍ତି। ଶିରଗାଓଁ ଏମ୍‌ଆଇଡିସିରେ ଅବସ୍ଥିତ ‘ନୋବେଲ୍‌ ଇଣ୍ଟର୍‌ମିଡିଏଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଏହି କାରଖାନା ଠାରୁ ତିନି କିଲୋମିଟର୍ ବ୍ୟାସାର୍ଦ୍ଧବ୍ୟାପୀ ବସବାସ କରୁଥିବା କେତେକ ଲୋକ ନିଶ୍ବାସପ୍ରଶ୍ବାସ ଏବଂ ଆଖି ପୋଡ଼ାଜନିତ କଷ୍ଟ ହୋଇଥିବା ଅଭିଯୋଗ କରିଥିଲେ। ଗୁରୁବାର ରାତି ପ୍ରାୟ ୧୦.୨୨ରେ ଅଘଟଣ ଘଟିଥିବା ଏବଂ ଘଣ୍ଟାକ ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣକୁ […]

ନୂଆଦିଲ୍ଲୀ: ରାମ ଦେବଙ୍କ ଉପରେ କଟକଣା ଲାଗୁ କରାଯାଇ ପାରିବ ନାହିଁ। ବାକ୍‌ ସ୍ବାଧୀନତା ଆଇନ ଅନୁଯାୟୀ ସେ ତାଙ୍କର ମତବ୍ୟକ୍ତ କରିପାରିବେ ବୋଲି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଏଲୋପାଥି ଚିକିତ୍ସା ବିପକ୍ଷରେ ଏବଂ ପତଞ୍ଜଳିର କରୋନିଲ୍‌ କିଟ୍‌ ସପକ୍ଷରେ ବିବୃତି ଦେବାରୁ ଯୋଗ ଗୁରୁ ରାମଦେବଙ୍କୁ କ୍ଷାନ୍ତ କରାଯାଉ ବୋଲି ‘ଦିଲ୍ଲୀ ମେଡିକାଲ୍‌ ଆସୋସିଏସନ୍‌’ ଦାଏର କରିଥିବା ପିଟିସନ୍‌ର ଶୁଣାଣି କରି ବିଚାରପତି ସି. […]

ରେଡ୍‌ ଜୋନ୍‌ରେ ୪୧, ଅରେଞ୍ଜ ଜୋନ୍‌ରେ ୧୦୯ ଗାଁ, ୧୧୧ଜଣଙ୍କ ଜୀବନ ନେଲାଣି କରୋନା କଟକ: କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ୍‌, ପଞ୍ଚାୟତରେ କରୋନା ସ୍ଥିତିକୁ ନେଇ ଏକ ଚାର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଠି ଗ୍ରିନ୍‌, ରେଡ୍‌, ୟେଲୋ ଓ ଅରେଞ୍ଜ୍‌ ଜୋନ ସହ କେଉଁ ଗାଁକୁ ୨ୟ ଲହରର କରୋନା ବର୍ତ୍ତମାନ ସୁଦ୍ଧା ଛୁଇଁନି ତା’ର ଏକ ରିପୋର୍ଟ କରାଯାଇଛି। ଯେଉଁଠି କଟକ ଜିଲ୍ଲାର ୧୯୬୫ […]

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୭୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୩୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୪୯ଜଣ, ବାଲେଶ୍ୱରରୁ […]

Social media & sharing icons powered by UltimatelySocial