ନୂଆଦିଲ୍ଲୀ : ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଆପଲ କମ୍ପାନି ନିଜର ପ୍ରସିଦ୍ଧ ସ୍ମାର୍ଟଫୋନ ଆଇଫୋନ ଲଞ୍ଚ୍ କରିଥାଏ। ଏବର୍ଷ ସେପ୍ଟେମ୍ବର ମାସରେ ଆପଲ ଆଇଫୋନ ୧୪ ଲଞ୍ଚ୍ ହେବାର ସମ୍ଭାବନା ରହିଛି। ଏଣୁ ଗ୍ରାହକମାନେ ଏହି ମାସକୁ ଚାହିଁଛନ୍ତି। କିନ୍ତୁ ଏବର୍ଷ ଆଉ ଏକ କାରଣରୁ ଆପଲ କମ୍ପାନି ଚର୍ଚ୍ଚାରେ ରହିଛି। ତାହା ହେଉଛି ଆଇଫୋନ-୧୪ ଭାରତରେ ଉତ୍ପାଦନ ହେବ। ଚୀନରେ ଉତ୍ପାଦିତ ଆଇଫୋନ ସେପ୍ଟେମ୍ବର ମାସରେ ବଜାରକୁ ଆସିବାକୁ […]

ନୂଆଦିଲ୍ଲୀ : ଚୀନର ମୋବାଇଲ କମ୍ପାନିମାନଙ୍କ ଉପରେ କଟକଣା ଲାଗୁ ପାଇଁ ଭାରତ ସରକାର ବିଚାର କରୁଥିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଚୀନ ସରକାର। ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ଦ୍ପିପାକ୍ଷିକ ବାଣିଜ୍ୟ କାରବାର ପରସ୍ପର ପ୍ରତି ଲାଭଦାୟକ। ଚୀନ କମ୍ପାନିମାନଙ୍କ ପ୍ରତି ଭାରତ ସରକାର ମୁକ୍ତ, ନ୍ୟାୟସଂଗତ ଓ ନିରପେକ୍ଷ ବ୍ୟବସାୟିକ ଓ ପୁଞ୍ଜିନିବେଶଗତ ବାତାବରଣ ଯୋଗାଇବାକୁ ଆମେ ଭାରତ […]

ନୂଆଦିଲ୍ଲୀ : ସାତ ଦିନ ଚାଲିବା ପରେ ଶେଷ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମ। ଗତ ଶୁକ୍ରବାର ଦିନ ସୁଦ୍ଧା ଗୋଟିଏ ସର୍କଲକୁ ଛାଡ଼ି ଅନ୍ୟ ସମସ୍ତ ସର୍କଲ ପାଇଁ ନିଲାମ ଶେଷ ହୋଇଯାଇଥିଲା। କିନ୍ତୁ କେବଳ ୟୁପି (ପୂର୍ବ) ସର୍କଲ ପାଇଁ ନିଲାମ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ହେବା ସହ ଜାରି ରହିଥିଲା। ଶେଷରେ ଏହା ସୋମବାରଦିନ ଶେଷ ହୋଇଛି। ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର […]

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁଲାଇ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟିରେ ପହଞ୍ଚିଛି। ଏହା ଜୁଲାଇ ୨୦୨୧ ତୁଳନାରେ ୨୮ ପ୍ରତିଶତ ଅଧିକ। ଏହା ମଧ୍ୟ ଜିଏସଟି ଆରମ୍ଭ ହେବାପରଠାରୁ ୨ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ। ଗତ ଜୁନ ମାସରେ ୧୪୪.୬୧୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୮,୯୯୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି […]

ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମହଙ୍ଗା ସ୍ଥିତି ଏବଂ ବେକାରୀ ବୃଦ୍ଧି ପାଇଁ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ମୋଦୀ ସରକାରଙ୍କୁ ଭିନ୍ନ ଢଙ୍ଗରେ ଟାର୍ଗେଟ କରିଛନ୍ତି। ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧି ପାଇଁ ମୋଦୀ ଦାୟୀ ନୁହଁନ୍ତି ବରଂ ମୋଗଲମାନେ ଦାୟୀ। ବାସ୍ତବରେ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ର ଅଧ୍ୟକ୍ଷ ଓୱେସି ଅନେକ […]

ନୂଆଦିଲ୍ଲୀ : ଆଜିକାଲି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଦର ବୃଦ୍ଧି ସାଧାରଣ ଲୋକମାନଙ୍କୁ ଚିନ୍ତାଗ୍ରସ୍ତ କରିଥିବାବେଳେ ଆଉ ଏକ କ୍ଷେତ୍ରରେ ଦରବୃଦ୍ଧି ହେବାକୁ ଯାଉଛି। ତାହା ହେଉଛି ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ। ଆସନ୍ତା ଜୁନ ୧ରୁ ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ ବଢିବାର ସମ୍ଭାବନା ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ […]

ନୂଆଦିଲ୍ଲୀ : ଆଉ ବଜାରରେ ମିଳିବନି ଲୋକପ୍ରିୟତା ଅର୍ଜନ କରିଥିବା ସାମସଙ୍ଗ ଶସ୍ତା ଫିଚର ଫୋନ। ଏସବୁ ଶସ୍ତା ଫୋନର ଉତ୍ପାଦନ ବନ୍ଦ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି। ଏସବୁ ଫୋନ ବଦଳରେ କମ୍ପାନି କେବଳ ୧୫ ହଜାରଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଉତ୍ପାଦନ ଉପରେ ଫୋକସ କରିବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁସାରେ ସାମସଙ୍ଗର ଠିକା ଉତ୍ପାଦନକାରୀ ଡିକ୍ସନ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ସାମସଙ୍ଗ ଫିଚର […]

ନୂଆଦିଲ୍ଲୀ : ଗହମ ପରେ ଚିନି ରପ୍ତାନିକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ଭାରତ ସରକାର। ଦେଶରେ ଚିନି ଉପଲବ୍ଧତା ବୃଦ୍ଧି ଓ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ଲାଗି ଚିନ୍ତା କରୁଥିବା ଜଣାଯାଇଛି। ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଚଳିତ ଚିନି ଋତୁରେ ଦେଶରୁ ମୋଟ ଚିନି ରପ୍ତାନିକୁ ୧୦ ନିୟୁତ ଟନ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇପାରନ୍ତି। ଚଳିତ ଚିନି […]

ଭୁବନେଶ୍ବର: ସେଲିବ୍ରିଟିଙ୍କୁ ସମସ୍ତେ ଅନୁକରଣ କରନ୍ତି। ସେମାନଙ୍କ ଫେସନ୍‌, କେଶସଜ୍ଜା, ଅଙ୍ଗଭଙ୍ଗୀ, ଖାଦ୍ୟଶୈଳୀକୁ ଲୋକେ ଆପଣାଇବାକୁ ଚେଷ୍ଟା କରନ୍ତି। ଏହି କ୍ରମରେ ୨୦୨୦ ମସିହାରେ ‘ଶକୁନ୍ତଳା ଦେବୀ’ ଚଳଚ୍ଚିତ୍ରର ପ୍ରମୋସନ୍ ବେଳେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ପିନ୍ଧିଥିବା ‘ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି’ର ଏବେ ବି ମହିଳାମାନଙ୍କ ମଧ୍ୟରେ ଯଥେଷ୍ଟ କ୍ରେଜ୍‌ ରହିଛି। ଅନ୍‌ଲାଇନ୍‌ ହସ୍ତତନ୍ତ ବ୍ୟବସାୟୀ ପ୍ରିୟଦର୍ଶନୀ ଚୌଧୁରୀ କହିଛନ୍ତି, ବିଦ୍ୟା ପିନ୍ଧିବା ପରେ ଏହି ଶାଢ଼ି […]

Breaking News

Most Read

Social media & sharing icons powered by UltimatelySocial