ମହାବିନାୟକ ପୀଠରେ ୧୪୪ ଧାରା ଜାରି

ମହାବିନାୟକ ପୀଠରେ ୧୪୪ ଧାରା ଜାରି

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଚଣ୍ଡିଖୋଲ ଠାରେ ଥିବା ମହାବିନାୟକ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ମହାଶିବରାତ୍ରୀ ପାଇଁ ଏହି ପୀଠରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। କରୋନା କଟକଣା ପାଇଁ ଏଠାରେ ଭକ୍ତଙ୍କ ସମାଗମ ନିୟନ୍ତ୍ରଣ କରିବାକୁ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ଭରତପୁରରେ ଗୋଷ୍ଠୀ ସଂଘର୍ଷ : ଜାଳିଦେଲେ ୨ ପୁଲିସ ଗାଡ଼ି

Sun Mar 7 , 2021
ପଥରମାଡ଼ରେ ପୁଲିସ କର୍ମଚାରୀଙ୍କ ସମେତ ଅନେକ ଆହତ ଯାଜପୁର/ଚଣ୍ଡିଖୋଲ : ଶନିବାର ସଂଧ୍ୟାରେ ବଡ଼ଚଣା ବ୍ଲକ୍‌ ଭରତପୁର ପଞ୍ଚାୟତର ପଣସୁଧା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ବେଳେ ଉତ୍ତ୍ୟକ୍ତ ଲୋକେ ବାଲିଚନ୍ଦ୍ରପୁର ଥାନାର ୨ଟି ଗାଡ଼ି ଭଙ୍ଗାରୁଜା କରିବା ସହିତ ଜାଳି ଦେଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଢେଲାମାଡ଼ରେ କେତେକ ପୁଲିସ କର୍ମଚାରୀ ସମେତ ଅନ୍ୟ ଲୋକମାନେ ଆହତ ହୋଇଛନ୍ତି। ସେହିପରି ପୁଲିସ ଉପସ୍ଥିତିରେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର କିଛି […]
ଭରତପୁରରେ ଗୋଷ୍ଠୀ ସଂଘର୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial