ରାଜଧାନୀରେ ଚାଞ୍ଚଲ୍ୟ : ବ୍ୟାଗ ଭିତରେ ୮ମାସର ମୃତ ଶିଶୁକନ୍ୟା

ବ୍ୟାଗ ଭିତରେ ୮ମାସର ଶିଶୁକନ୍ୟାର ମୃତଦେହ

ଭୁବନେଶ୍ବର: ବ୍ୟାଗ ଭିତରେ ମୃତଦେହ ଧରି ଜଣେ ଲୋକ ବୁଲୁଥିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ‌ଲୋକେ ତାଙ୍କୁ ପିଟିଛନ୍ତି। ୮ ମାସର ଶିଶୁକନ୍ୟାର ମୃତଦେହ ଖଣ୍ଡଗିରି ଛକରୁ ଉଦ୍ଧାର ହୋଇଥିଲା। ତେବେ ପରିବାର ଲୋକେ କହିଛନ୍ତି ଯେ ୮ ମାସର ଶିଶୁକନ୍ୟାର ମୃତଦେହକୁ ଶବସଂସ୍କାର ପାଇଁ ନେଉଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

Share Now:

Kalinga News Beuro

Next Post

ଆପଣଙ୍କ କଥା ଏବଂ କାମ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି, କ୍ଷମତାକୁ ଆସି ସବୁ ଭୁଲିଗଲେ : ଆନ୍ନା ହଜାରେ

Tue Aug 30 , 2022
ନୂଆଦିଲ୍ଲୀ: ଦିଲ୍ଲୀର ଅବାକାରୀ ନୀତିରେ ହୋଇଥିବା ଦୁର୍ନୀତିକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଆନ୍ନା ହଜାରେ କେଜ୍ରିୱାଲଙ୍କୁ ଅବାକାରୀ ନୀତି ପାଇଁ ସମାଲୋଚନା କରିଛନ୍ତି। ଆନ୍ନା ହାଜାରେ କହିଛନ୍ତି ଯେ ଆପଣଙ୍କ ସରକାର ମହିଳାଙ୍କ ଉପରେ ପ୍ରଭାବ ପକାଉଥିବା ଏବଂ ଲୋକଙ୍କ ଜୀବନ ନଷ୍ଟ କରୁଥିବା ଅବାକାରୀ ନୀତି ପ୍ରସ୍ତୁତ କରିଛି। ଆପଣଙ୍କ କଥା ଏବଂ କାମ […]
କ୍ଷମତାକୁ ଆସି ସବୁ ଭୁଲିଗଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial