ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ବସ

ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ବସ୍

ଭୁବନେଶ୍ୱର : ଆଜି ମଧ୍ୟାହ୍ନ ୧୨ଟାରେ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିଥିବାର ଖବର ମିଳିଛି। ଦେବଗଡ଼ ଯାଉଥିବା ଏକ ଅତ୍ୟାଧୁନିକ ବସ୍ ସର୍ଟସର୍କିଟ କାରଣରୁ ଜଳିଯାଇଛି। ନିଆଁ ଲାଗିବାର ପ୍ରାୟ ଅଧଘଣ୍ଟା ପରେ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଷ୍ଟାଣ୍ଡରେ ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବଡ଼ ଧରଣର ଅଘଟଣ ହୋଇ ଥାଆନ୍ତା ବୋଲି ଜଣାଯାଇଛି। ଏହିଭଳି ଅନେକ ଘଟଣା ପ୍ରତିଦିନ ଘଟୁଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଆଲୋଚନା ହେଉଛି।

Share Now:

Kalinga News Beuro

Next Post

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଉଡାଇଦେବାକୁ ଧମକ ଦେଲେ ଆତଙ୍କବାଦୀ

Tue Jan 24 , 2023
ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ବଠିଣ୍ଡାରେ ତ୍ରିରଙ୍ଗା ପତାକା ନ ଉଡ଼ାଇବାକୁ ଧମକ ମିଳିଛି। ତ୍ରିରଙ୍ଗା ପତାକା ଉଡ଼ାଇଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି। ଶିଖ୍ ଫର ଜଷ୍ଟିସ ସଂଗଠନର ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଏହି ଧମକ ଦେଇଛି। ଆତଙ୍କବାଦୀ ପନ୍ନୁ ଧମକ ଦେଇ କହିଛି ଯେ ଯଦି ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରନ୍ତି, ତେବେ ତାଙ୍କ ଉପରେ ଆରପିଜି(ରକେଟ ଲଂଚର)ରେ […]
ପଞ୍ଜାବ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial