ବୀମା ଆଳରେ ଠକେଇ ଘଟଣା: ୩ ଜଣଙ୍କୁ କାବୁ କଲା ସାଇବର ଥାନା ପୁଲିସ୍‌

ବୀମା ଆଳରେ ଠକେଇ

ଭୁବନେଶ୍ବର: ବୀମା କରାଇଦେବା ଆଳରେ ୧୭ ଲକ୍ଷ ଠକେଇ ଘଟଣାରେ ରାଜ୍ୟ ବାହାରୁ ୩ ଜଣଙ୍କୁ କାବୁ କରିଛି ସାଇବର ଥାନା ପୁଲିସ୍‌। ୨ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶ ଓ ଦିଲ୍ଲୀରୁ ଧରାଯାଇଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ପ୍ରି ଆକ୍ଟିଭ ସିମ, ମୋବାଇଲ, ପାସବୁକ ସହ ନଗଦ ଟଙ୍କା ଜବତ କରିଛି।
ମଞ୍ଚେଶ୍ୱର ଅଞ୍ଚଳର ଜଣେ ଯୁବକ ଠକେଇର ଶିକାର ହୋଇଥିଲେ। ଅଭିଯୁକ୍ତଙ୍କ ଠାରୁ ୨ ଲକ୍ଷ ୩୮ ହଜାର ଟଙ୍କା ଜବତ କରିଛି ପୁଲିସ। ୪ ଲକ୍ଷ ଟଙ୍କା ଫ୍ରିଜ କରିଛି ସାଇବର ପୁଲିସ। ଏଥିପାଇଁ ସାଇବର୍‌ ଥାନା ପୁଲିସ୍‌ ପ୍ରାୟ ୧୦ ଦିନ ଧରି ଅପରେସନ ଚଳାଇଥିଲା।

Share Now:

Kalinga News Beuro

Next Post

ରାଜ୍ୟରେ ଏବର୍ଷ ହେବ ନାହିଁ ପାୱାର୍‌ କଟ୍‌ : ଶକ୍ତି ମନ୍ତ୍ରୀ ପ୍ରତାପ ଦେବ

Wed Apr 12 , 2023
ଭୁବନେଶ୍ବର: ଖରା ଦିନ ଆସିଲେ ଲୋକଙ୍କୁ ପାୱାର୍‌ କଟ୍‌ର ଚିନ୍ତା ଘାରେ। ପ୍ରଚଣ୍ଡ ଗରମରେ ବିନା କରେଣ୍ଟ୍‌ରେ ରହିବା ଅସମ୍ଭବ ମନେ ହେଉଥିବା ବେଳେ ‌ଏବେ ଆସିଥିବା ଖବରଟି ଆପଣଙ୍କୁ ଆଶ୍ବସ୍ତ କରିବ। ଲୋକଙ୍କୁ ଆଶ୍ବାସନା ଦେଇ ଏବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।ସେ ଆହୁରି ବି କହିଛନ୍ତି ଯେ ‘ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି […]
ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial