ଚୋରା ବନ୍ଧୁକ ରଖିବା ଅଭିଯୋଗରେ ୬ ଜଣ ଗିରଫ

ଚୋରା ବନ୍ଧୁକ ରଖିବା ଅଭିଯୋଗରେ ୬ ଜଣ ଗିରଫ

ସମ୍ବଲପୁର: ସମ୍ବଲପୁରର ୪ଟି ଥାନା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍‌, ୩ଟି ଗାଡ଼ି (ଗୋଟିଏ ପିକ୍‌ଅପ୍‌ ଭ୍ୟାନ, ଗୋଟିଏ ବୁଲେଟ ଓ ଗୋଟିଏ ସ୍କୁଟି) ଓ ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମହମ୍ମଦ ସମଶେର ଓରଫ ପାଗଳା (୩୯), ମହମ୍ମଦ ମୌସିମ (୪୧), ମୁନୁ ପାଣ୍ଡେ (୨୩), ମୋହିତ ପାଶ୍ୱାନ (୨୦), ସନ୍ତୋଷ ମହାରଣା (୩୮) ଓ ମହମ୍ମଦ ଅହମ୍ମଦ (୪୨)।

Share Now:

Kalinga News Beuro

Next Post

କାଠଯୋଡ଼ି ନଦୀରେ ଲୋକଙ୍କ ବିପଜ୍ଜନକ ମସ୍ତି : ଅଘଟଣ ଆଶଙ୍କା

Sun Jul 9 , 2023
କଟକ: କଟକ ନରାଜ କାଠଯୋଡ଼ି ନଦୀରେ ଲୋକଙ୍କ ବିପଜ୍ଜନକ ମସ୍ତି। ନଦୀ ମଝିରେ ଭରା ପାଣିରେ ଚାଲିଛି ବୁଲାବୁଲି ଓ ସେଲଫି ଉଠା। ପୁଣି ବାପାମାଆ ଛୋଟ ପିଲାଙ୍କୁ ନେଇ ସେଲଫି ନେବାରେ ବ୍ୟସ୍ତ। ଯଦି କିଛି ଅଘଟଣ ଘଟେ, ତେବେ ସେଥିପାଇଁ କିଏ ଦାୟୀ ହେବ। ନରାଜ ଡାକବଙ୍ଗଳାଠାରେ ଲୋକେ ନଦୀ ଭିତରକୁ ପ୍ରବେଶ କରି ନଦୀ ଜଳର ମଜା ନେଉଛନ୍ତି। ହଠାତ୍ ଯଦି ବନ୍ୟାପାଣି ମାଡ଼ି ଆସେ […]
କାଠଯୋଡ଼ି ନଦୀରେ ଲୋକଙ୍କ ବିପଜ୍ଜନକ ମସ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial