ନକଲି ସିବିଆଇ ରେଡ ମାମଲା : ପୁଣି ୩ ଗିରଫ

ରାଜଧାନୀରୁ ସିବିଆଇ ଅଧିକାରୀ

ଭୁବନେଶ୍ୱର : ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ। ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଟଙ୍କା ଲୁଟ୍ ମାମଲାରେ ଆଉ ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ଗତ ୨ ତାରିଖରେ ନନ୍ଦନବିହାରର ନିବାରଣ ପାଣିଙ୍କ ଘରେ ଦୁର୍ବୁତ୍ତ ପଶି ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ୨ କୋଟି ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିବା ସହ ୧ କୋଟି ୨ ଲକ୍ଷ ଟଙ୍କା ଜବତ କରିଥିଲା। ଅନ୍ୟପଟେ ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ।

Share Now:

Kalinga News Beuro

Next Post

କଳ୍ପନା ଛକରୁ ରବି ଟକିଜ୍‌: ଭୟଙ୍କର ଟ୍ରାଫିକ୍‌ ସମସ୍ୟା

Tue Aug 29 , 2023
ପୁରୁଣା ଭୁବନେଶ୍ୱର : କଳ୍ପନାରୁ ରବି ଟକିଜ୍‌, ମାଉସୀ ମା’ ଛକରୁ କଳ୍ପନା, ନାଗେଶ୍ବର ଟାଙ୍ଗୀ ଅଞ୍ଚଳ ଏବଂ କୋର୍ଟ ପଛ ପାଖ ସମସ୍ତ ଛୋଟ ବଡ଼ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା। ସକାଳ ୯ଟାରୁ ରାତି ୧୧ଟା ଯାଏ ଭିଡ଼ରୁ ଘଡ଼ିଏ ବି ଫୁରୁସତ୍‌ ମିଳୁନାହିଁ। ଉପଜିଲ୍ଲାପାଳ, ତହସିଲଦାର, ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ ଓ କୋର୍ଟକୁ କାମରେ ଆସୁଥିବା ଲୋକଙ୍କ ଗାଡ଼ି ସବୁ ମୁଖ୍ୟ ରାସ୍ତା ସହ ଗଳି କନ୍ଦି‌ରେ ଖୁନ୍ଦି […]
କଳ୍ପନା ଛକରୁ ରବି ଟକିଜ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial