ମହାନଦୀକୁ ଡେଇଁଲେ ଯୁବତୀ : ଉଦ୍ଧାର କଲେ ସ୍ଥାନୀୟ ଲୋକେ

ମହାନଦୀକୁ ଡେଇଁଲେ ଯୁବତୀ

କଟକ: କଟକ ଯୋବ୍ରା ବ୍ୟାରେଜରେ ମହାନଦୀକୁ ଡେଇଁଲେ ଯୁବତୀ। ଆତ୍ମହତ୍ୟା କରିବାକୁ ଡେଇଁଥିବା ଯୁବତୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ତେବେ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। କିଛି ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏବେ ଯୁବତୀ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି।

Share Now:

Kalinga News Beuro

Next Post

ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ ପରେ ଦୁଇ ନାବାଳକ ଉଦ୍ଧାର ଘଟଣା : ବଢ଼ିଲା ପୁଲିସ ଅଡ଼ୁଆ

Thu Sep 28 , 2023
ଡିସିପିଙ୍କୁ ରିପୋର୍ଟ ମାଗିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଭୁବନେଶ୍ୱର: ବାଣୀବିହାର ଛକସ୍ଥିତ ମେଟ୍ରୋ ଟାୱାରର ପଞ୍ଚମ ମହଲାରେ ଅଗ୍ନିକାଣ୍ଡ ପରେ ସେଠାରୁ ଉଦ୍ଧାର ହୋଇଥିବା ଦୁଇ ନାବାଳକଙ୍କୁ ପୁଲିସ ସେମାନଙ୍କର ତଥାକଥିତ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ଘଟଣାରେ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଭିନ୍ନ ଆଇନର ଉଲ୍ଲଂଘନ କରାଯାଇ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରା ଯାଇଥିବା ଅଭିଯୋଗ ହୋଇଥିବାରୁ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା […]
ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial