୩ ବର୍ଷର ନାବାଳିକାକୁ ଦୁଷ୍କର୍ମ : ବନ୍ଧା ହେଲା ଅଭିଯୁକ୍ତ

୩ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି କମିସନରେଟ୍ ପୁଲିସ। ଗତକାଲି ୩ ବର୍ଷର ଝିଅକୁ ସନ୍ତୋଷ ଦୁଷ୍କର୍ମ କରିବା ପରେ କେଉଁଆଡେ ଫେରାର ହୋଇଯାଇଥିଲା। ତାର ସହଯୋଗୀକୁ ପୁଲିସ ଅଟକ ରଖି ଜେରା କରିଥିଲା। ତେବେ ପୀଡ଼ିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ହଂସପାଳ ଫ୍ଲାଏ ଓଭର: ଟେଣ୍ଡର୍‌ ବାତିଲ କଲା ଏନ୍‌ଏଚ୍‌ଏଆଇ

Tue Jul 2 , 2024
୨୦ କୋଟି ନେଇ ଛୁ’ ବ୍ରିଜେଶ ଅଗ୍ରୱାଲ ଠିକାସଂସ୍ଥା ଭୁବନେଶ୍ୱର: ସାଢ଼େ ୪ ବର୍ଷ ବିତିଗଲା। ସରିଲାନି ହଂସପାଳ ଫ୍ଲାଏ ଓଭର କାମ। ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଛତିଶଗଡ଼ର ଠିକାସଂସ୍ଥା ବ୍ରିଜେଶ ଅଗ୍ରୱାଲ୍‌କୁ ୩ ଥର ଅବଧି ବଢ଼ାଗଲା। ହେଲେ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ଏହି ସଂସ୍ଥାର ଟେଣ୍ଡର ବାତିଲ କରିଛି ଏନ୍‌ଏଚ୍‌ଏଆଇ। ଏବେ ବାକି ଥିବା କାମ ଓଡ଼ିଶାର ଠିକାସଂସ୍ଥା ଅଭୀପ୍ସା କନଷ୍ଟ୍ରକ୍‌ସନ୍‌ କରିବ ଏବଂ […]
ଟେଣ୍ଡର୍‌ ବାତିଲ କଲା ଏନ୍‌ଏଚ୍‌ଏଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial