ପୋଲିସ ସେବା ଭବନର ଲାଞ୍ଚୁଆ କନେଷ୍ଟବଳ ନିଲମ୍ବିତ

ଭୁବନେଶ୍ବର: କମିସନରେଟ କାର୍ଯ୍ୟାଳୟରେ ପଶିଲା ଭିଜିଲାନ୍ସ। ପ୍ରୋଭିଡେଣ୍ଟ ଫଣ୍ଡ କରେଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନେଷ୍ଟବଳ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନେଷ୍ଟବଳ। ଟଙ୍କା ମଧ୍ୟ ଜବତ କରାଯାଇଛି। କନେଷ୍ଟବଳ ଜଣକ ହେଉଛନ୍ତି ସୁରେଶ ଚନ୍ଦ୍ର ଦାସ। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ନିଲମ୍ବିତ କରାଯାଇଛି। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁରେଶ ଚନ୍ଦ୍ର ଦାସ। ତାଙ୍କ ପକେଟରେ ଯୁବକ ଜଣକ ଜବରଦସ୍ତ ଟଙ୍କା ପୁରାଇଥିବା ସେ କହିଛନ୍ତି।

Share Now:

Kalinga News Beuro

Next Post

ସ୍ୱପ୍ନ ଦେଖାଇ ଭଣ୍ଡେଇ ଦେଲା ପର୍ଯ୍ୟଟନ ବିଭାଗ

Thu Jul 16 , 2020
ଧଉଳିରେ ରୋପ୍‌ୱେ ପ୍ରକଳ୍ପର ପ୍ରଶାସନିକ ମଞ୍ଜୁରୀ ବାତିଲ ଭୁବନେଶ୍ବର : ଧଉଳିରେ ବହୁ ପ୍ରତୀକ୍ଷିତ ରୋପ୍‌ୱେ ପ୍ରକଳ୍ପକୁ ବାତିଲ୍‌ କରିଦିଆଯାଇଛି। ଦୀର୍ଘ ୫ ବର୍ଷ ଧରି ସ୍ବପ୍ନ ଦେଖାଇ ଆସୁଥିବା ପର୍ଯ୍ୟଟନ ବିଭାଗ ଶେଷରେ ଭଣ୍ଡେଇ ଦେଇଛି। ରାଜଧାନୀ ଭୁବନେଶ୍ବରରେ ପର୍ଯ୍ୟଟନର ବିକାଶ ପାଇଁ ବିଭାଗର ଆନ୍ତରିକତା ଏବେ ଧରାପଡ଼ିଯାଇଛି। କୋଭିଡ୍‌ ପରେ ସ୍ଥାନୀୟ ପର୍ଯ୍ୟଟନର ବିକାଶ ପାଇଁ ଭିତ୍ତିଭୂମି ଦୃଢ଼ କରିବାକୁ ମତ ପ୍ରକାଶ ପାଉଥିଲା ପର୍ଯ୍ୟଟନ ବିଭାଗର […]
ସ୍ୱପ୍ନ ଦେଖାଇ ଭଣ୍ଡେଇ ଦେଲା ପର୍ଯ୍ୟଟନ ବିଭାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial