୯୦ ବର୍ଷରେ ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର

ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର-2

ମୁମ୍ବାଇ : ଭାରତର ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି (ସେପ୍ଟେମ୍ବର ୨୮) ରେ ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଏଯାବତ୍ ୨୫ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ତାଙ୍କର ଯାଦୁକରୀ କଣ୍ଠରୁ ଅନେକ ଗୀତ ସର୍ବଦା ଭାରତୀୟ ତଥା ସମଗ୍ର ପୃଥିବୀରେ ସଂଗୀତପ୍ରେମୀଙ୍କୁ ବାନ୍ଧି ରଖିଛି। ତାଙ୍କର କର୍ମମୟ ଜୀବନରେ ସେ ଅନେକ କାଳଜୟୀ ସଂଗୀତ ପରିବେଷଣ କରି ଭାରତୀୟ ସଂଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ କରି ପାରିଛନ୍ତି। ଆଜି ତାଙ୍କର ଜନ୍ମଦିନରେ କଳିଙ୍ଗ ନିଉଜ ପକ୍ଷରୁ ଈଶ୍ବରଙ୍କ ନିକଟରେ ଦୀର୍ଘ ଜୀବନ କାମନା କରୁଛୁ।

Share Now:

Kalinga News Beuro

Next Post

ବିଶ୍ୱରେ ୧୦ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଶୀର୍ଷରେ ଆମେରିକା

Mon Sep 28 , 2020
ଭାରତରେ ସୁସ୍ଥତା ହାର ସବୁଠାରୁ ଅଧିକ ନୂଆଦିଲ୍ଲୀ: ବିଶ୍ବରେ ୧୦ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ପାର କରିଥିବା ଜଣା ପଡ଼ିଛି। ୱାର୍ଲ୍ଡ କରୋନା ମିଟରର ତଥ୍ୟ ଅନୁସାରେ ୩ କୋଟି ୩୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ କୋଟି ୪୬ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ […]
ବିଶ୍ୱରେ ୧୦ଲକ୍ଷ ଟପିଲା କରୋନା ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial