ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଏଲଆଇସି ଏଜେଣ୍ଟଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ହେଲେ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା। ତାଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ସେ ୪ ଜଣ ମୃତବ୍ୟକ୍ତିଙ୍କ ନାଁରେ ୨୩ଟି ପଲିସି ଖୋଲି ୧ କୋଟି ୧୮ ଲକ୍ଷ ହଡ଼ପ କରିଥିବାର ଅଭିଯୋଗ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

ଭୁବନେଶ୍ବର: ମହଙ୍ଗା ପଡ଼ିଲା ଦଲାଲି କରିବା। ଜଣେ ମହିଳାଙ୍କ ସୁଧ ଟଙ୍କା ଆଦାୟ କରିବାକୁ ଯାଇ ଘରେ ପଶି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଟଙ୍କା ପାଇଁ ଟଣାଓଟରା କରି ତାଙ୍କୁ ଧମକ ଦେବା ଅଭିଯୋଗରେ ମଞ୍ଚେଶ୍ବର ପୁଲିସ ଆଜି ଦୁଇଜଣ ୱେବ ପୋର୍ଟାଲ୍ ସାମ୍ବାଦିକଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ରଘୁନାଥପୁରର ପ୍ରଶାନ୍ତ କୁମାର ରାଉତ ଓରଫ ଟିପୁ(୪୦) ଓ ଖୋର୍ଦ୍ଧା ଓରବରସିଂହର ଚନ୍ଦ୍ରକାନ୍ତ ଦଳେଇ […]

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଜାଡାଗୋଳା ଗ୍ରାମରେ ଆଇପିଏଲ୍‌ ବେଟିଂ ଚାଲିଥିବାବ‌େଳେ ଦେବଗଡ଼ ଥାନା ପୁଲିସ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜାଡାଗୋଳା ଗ୍ରାମରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ଦେବଗଡ଼ ଜିଲ୍ଲା ପୁଲିସର ସ୍ପେସାଲ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ଅତର୍କିତ ଭାବେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଉକ୍ତ ଗ୍ରାମର ବାପୁନ ବେହେରା ଓ ଲିପୁନ ବେହେରା […]

ସିଏମ୍‌ସିର ୫୦ଟି କାମ ପାଇଁ ଟେଣ୍ଡର,ସବୁ ଆବେଦନ ଏକ୍ସେସ୍‌ କଟକ : କଟକରେ ପୁଣି ଆରମ୍ଭ ହୋଇ ଯାଇଛି ଟେଣ୍ଡର ଫିକ୍ସିଂ। କଟକ ମହାନଗର ନିଗମର ବିଭିନ୍ନ କାମ ପାଇଁ ଯେଉଁ ଟେଣ୍ଡର ଦାଖଲ କରାଯାଇଛି, ସେଥିରେ ଏବେ ଏ ପ୍ରକାର ଆଶଙ୍କା ସୃଷ୍ଟି ହୋଇଛି। ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ ଗିରଫ ହେବା ପରଠାରୁ କଟକରେ ଟେଣ୍ଡର ଫିକ୍ସିଂ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଟେଣ୍ଡର ଫିକ୍ସିଂ କରୁଥିବା ଗ୍ୟାଙ୍ଗଷ୍ଟର ଓ […]

ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଲେ ଦୁଇ ଯୁବକ ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ଚୋରି ମାମଲାରେ ଅଟକ ଦୁଇ ଯୁବକଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି। ତିନି ଦିନ ଧରି ଥାନାରେ ଅଟକ ରଖି ଉଭୟଙ୍କୁ ମାଡ଼ ମରାଯାଇଥିବାରୁ ଏବେ ଦୁଇ ଯୁବକ ଗୁରୁତର ହୋଇ ଏମଭି-୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଗତ କିଛିଦିନ ତଳେ ଏମଭି-୮୧ ଗାଁରୁ ଅଭିଜିତ ବିଶ୍ୱାସଙ୍କ ଘରୁ ସୁନା ଗହଣା […]

ମୁମ୍ବାଇ: ଗତ ବିଳମ୍ବିତ ରାତ୍ରୀରେ ବାନ୍ଦ୍ରା, ଅନ୍ଧେରୀ ଏବଂ ଲୋଖଣ୍ଡଓ୍ଵାଲା ଅଞ୍ଚଳରେ କ୍ରମାଗତ ଚଢ଼ାଉ ପରେ ‘ନାକ୍ରୋଟିକସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ସିବି) ଜଣେ ମାଦକ ଦ୍ରବ୍ୟ ଯୋଗାଣକାରୀଙ୍କୁ ହାଜତ ନେଇଛି। ଗତକାଲି ‘ଏନ୍‌ସିବି’ ମୁମ୍ବାଇ କ୍ରୁଜ୍‌ ପାର୍ଟିରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮ଜଣଙ୍କୁ ଗିରଫ କରିଥିଲା। ଆର୍ୟ୍ୟାନ୍‌ ଖାନ୍‌, ଅର୍ବାଜ୍‌ ସେଠ୍‌ ମର୍ଚାଣ୍ଟ୍‌ ଏବଂ ମୁନ୍‌ମୁନ୍‌ ଧମେଚାଙ୍କୁ ଏସ୍‌ପ୍ଲାଣ୍ଡେ୍‌ କୋର୍ଟ ଆଜି ପର୍ଯ୍ୟନ୍ତ ‘ଏନ୍‌ସିବି’ ହାଜତକୁ ରିମାଣ୍ଡ୍‌ରେ ପଠାଇଛନ୍ତି। […]

ମୁମ୍ୱାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅସୁବିଧାରେ ଫସି ଯାଇଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ଚାଲୁଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରିଥିଲା। ଏହି ପାର୍ଟିରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନାମ ବି ସାମ୍ନାକୁ ଆସିଛି। ଆର୍ଯ୍ୟନଙ୍କୁ ଏନସିବି ଟିମ ପଚରାଉଚରା କରୁଛି। ଏହି ଘଟଣା ପରେ ଶାହାରୁଖ ଖାନଙ୍କ ତରଫରୁ କୌଣସି ପ୍ରକାର ପ୍ରତିକ୍ରିୟା […]

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ଫିଲ୍ମହଲ ଛକ ଠାରେ ଥିବା ଓଡ଼ିଶା ହାର୍ଡୱେର୍ ଦୋକାନ ଉପରକୁ ବୋମା ମାଡ଼ ହୋଇଥିବାର ଖବର ମିଳିଛି। ଏକ କଳା ରଙ୍ଗର ପଲସର ବାଇକରେ ଦୁଇଜଣ ଯୁବକ ବୋମା ମାଡ଼ କରିଥିଲେ। ବୋମା ମାଡ଼ରେ କୌଣସି ଧନ, ଜୀବନ ନଷ୍ଟ ହୋଇନଥିଲେ ହେଁ, ଦୋକାନୀ ଦିନେଶ ଅଟଳ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ, ପୁଲିସ ତନାଘନା ଆରମ୍ଭ କରିଛି।

ନୂଆଦିଲ୍ଲୀ: ରାଜସ୍ଥାନର ଡିଏସପି ଏବଂ ମହିଳା କନଷ୍ଟେବଳଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଉଭୟ ସୁଇମିଂ ପୁଲରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହି ମାମଲାରେ ଉଭୟଙ୍କୁ ଗିରଫ କରାଯିବା ସହିତ ଚାକିରିରୁ ବିଦା କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ ବିଭାଗକୁ ନିନ୍ଦା ଅପବାଦ ଶୁଣିବାକୁ ହୋଇଥିଲା। ରାଜସ୍ଥାନ ଡିଜିପି ଏମଏଲ ଲେଥରଙ୍କ ଅନୁଯାୟୀ ଗତ ଶନିବାର ଦିନ ଚାକିରିରୁ ନିଲମ୍ବନ ପତ୍ର ଉଭୟଙ୍କୁ ଦିଆଯାଇଛି। ସେପ୍ଟେମ୍ବରରେ […]

ଭୁବନେଶ୍ବର : ଜଳସଂପଦ ବିଭାଗର ମହିଳା ଓଏଏସ୍ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ ଘରୁ ୧୦ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି ହେବା ଘଟଣାରେ ଖଣ୍ଡଗିରି ପୁଲିସକୁ ସଫଳତା ମିଳିଛି। କୁଖ୍ୟାତ ଲୁଟେରା ପିଣ୍ଟନ ଓ ତା’ର ୨ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଲୁଟେରାଙ୍କ ଠାରୁ ଗୋଟିଏ ଏଲ୍‌ଇଡି ଟିଭି, ସୁନା କାନଫୁଲ ଓ ଲକେଟ୍ ଏବଂ ୨ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ହେଲେ, ନୂଆପଲ୍ଲୀ ମୁଣ୍ଡାସାହିର […]

Social media & sharing icons powered by UltimatelySocial