ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ସେନା ପୂର୍ବ ଲଦାଖରେ ଛକାପଞ୍ଝା ଅବସ୍ଥାରେ ଗତ କିଛିମାସ ହେଲା ଅଛନ୍ତି। ଭାରତ ମଧ୍ୟକୁ ଚୀନ୍‌ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇ ଆସୁଛି। ଏଭଳି ପରିସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ସଂପର୍କରେ ଚୀନ ଏକ ନୂଆ ବିବୃତି ରଖିଛି। ୧୯୫୯ ମସିହାର ଏଲଏସି ସଂଜ୍ଞାକୁ ଚୀନ୍‌ ଗ୍ରହଣ […]

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଥମିବାର ନାଁ ଧରୁନି। ଲାଇନ୍‌ ଅଫ୍‌ ଆକ୍ଚୁଆଲ୍‌ କଣ୍ଟ୍ରୋଲ୍‌(ଏଲ୍‌ଏସି)ରେ ଚୀନ ସେନା ଏକ ମିସାଇଲ୍‌ ନିୟୋଜିତ କରିବା ପରେ ତାହାର ପ୍ରତିଜବାବ ଦେଇ ଭାରତୀୟ ସେନା ସୀମାରେ ଘରୋଇ ସବ୍‌ସୋନିକ ମିସାଇଲ୍‌ ‘ନିର୍ଭୟ’କୁ ନିୟୋଜିତ କରିଛି। ଯାହାକି ଚୀନ୍ ସଶସ୍ତ୍ର ବାହିନୀ ଦ୍ୱାରା ମିସାଇଲ୍‌ ନିୟୋଜନକୁ ପ୍ରତିହତ କରିବ ବୋଲି ସୂଚନା ରହିଛି। ‘ନିର୍ଭୟ’ ହେଉଛି ଏକ ସର୍‌ଫେସ୍‌-ଟୁ-ସର୍‌ଫେସ୍(ଭୂପୃଷ୍ଠରୁ ଭୂପୃଷ୍ଠ)‌ ମିସାଲଇଲ୍‌। ଯାହାକି ୧ […]

ଭୋପାଳ: ମଧ୍ୟପ୍ରଦେଶର ହଲାଲି ଡ୍ୟାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତରଙ୍କ ପତ୍ନୀ ସେଲଫି ନେବାବେଳେ ପାଣିରେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀଦଳର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ସୋମବାର ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ମହିଳା ଜଣକଙ୍କ କୌଣସି ପତ୍ତା ମିଳି ନଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, ଭୋପାଲଠାରୁ ପ୍ରାୟ […]

ସେ ଥିଲେ ସେନାଧିକାରୀ, ରାଷ୍ଟ୍ରନୀତିଜ୍ଞ ଏବଂ ବିଜେପିର ସଙ୍କଟମୋଚକ ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଭ୍ୟ ଯଶୋବନ୍ତ ସିଂହଙ୍କର ଗତକାଲି ପରଲୋକ ଘଟିଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଜଣେ ଘନିଷ୍ଠ ସହଯୋଗୀ ଯଶୋବନ୍ତ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତକାଲି ସକାଳେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି। ରାଜସ୍ଥାନ ବାସିନ୍ଦା ଯଶୋବନ୍ତ ସିଂହ […]

ଲଣ୍ଡନ: ଶୁକ୍ରବାର ଦିନ ଲଣ୍ଡନ ଅଦାଲତରେ ଋଣୀ ଉଦ୍ୟୋଗୀ ଅନୀଲ ଅମ୍ବାନୀ କହିଛନ୍ତି ଯେ, ସେ ସରଳ ଜୀବନଯାପନ କରୁଛନ୍ତି, ଗୋଟିଏ ମାତ୍ର କାର୍ ଚଳାଉଛନ୍ତି ଏବଂ ଓକିଲଙ୍କ ଫିସ୍ ଦେବାକୁ ସବୁ ଅଳଙ୍କାର ବିକ୍ରୟ କରି ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୨୦ ଜାନୁଆରି ରୁ ଜୁନ୍ ମଧ୍ୟରେ ତାଙ୍କର ସବୁ ଅଳଙ୍କାର ବିକ୍ରି ବାବଦରେ ସେ ୯. ୯ କୋଟି ଟଙ୍କା ପାଇଥିଲେ। ଏବେ ତାଙ୍କ ପାଖରେ […]

ପିଥୋରଗଡ଼: ‌ନେପାଳ ସରକାର ଭାରତର ୩ଟି ଅଞ୍ଚଳ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣିକୁ ନିଜ ଅଞ୍ଚଳ ବୋଲି ମାନଚିତ୍ରରେ ଦର୍ଶାଇବା ପରେ ନିକଟରେ ସ୍କୁଲ୍‌ ପାଠ୍ୟ ପୁସ୍ତକ ମାନଚିତ୍ରରେ ମଧ୍ୟ ଏହି ୩ ଅଞ୍ଚଳକୁ ସାମିଲ କରିଥିଲା। ଭାରତ ସରକାର କିନ୍ତୁ ନେପାଳର ଏହି କୃତ୍ରିମ ସମ୍ପ୍ରସାରଣକୁ ଏକତରଫା ଏବଂ ଅଗ୍ରହଣୀୟ ବୋଲି କହିଛନ୍ତି। ନେପାଳ ସରକାର ଏବେ କଳାପାଣି ଅଞ୍ଚଳରେ ଜନଗଣନା କରିବାକୁ ‌ଯୋଜନା କରିଛି। ନେପାଳ ପ୍ରତି […]

ସୁରତ: ଆଜି ଗୁରୁବାର ଦିନ ଭୋର୍ ସମୟରେ ଗୁଜୁରାଟର ସୁରତରେ ଥିବା ଏକ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଆକଳନ ହୋଇନାହିଁ। ଓଏନଜିସି ଅଧିକାରୀଙ୍କ ଅନୁଯାୟୀ, ପ୍ଲାଣ୍ଟରେ ଏକାଧିକ ବିସ୍ଫୋରଣ ଘଟି ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରାଯାଇଥିବା କୁହାଯାଉଛି। […]

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ‘ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍ ଡେ‌ଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍’ (ଡିଆର୍‌ଡିଓ) ଅହମଦନଗରସ୍ଥିତ ଆର୍ମୋର୍‌ଡ୍ କର୍ପସ୍ ସେଣ୍ଟର୍‌ ଆଣ୍ଡ୍ ସ୍କୁଲ୍‌ସ୍ଥିତ କେ କେ ରେଞ୍ଜ୍‌ର୍‌ ଅର୍ଜୁନ୍ କମାଣରୁ ତା’ର ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା କରିଛି। ‘ଡିଆର୍‌ଡିଓ’ କହିବା ଅନୁସାରେ, ଏହି ପରୀକ୍ଷାରେ ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ତିନି କିଲୋମିଟର୍ ଦୂରରେ ଥିବା ଏକ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରିଛି। ‘ଏକ୍ସପ୍ଲୋସିଭ୍ ରିଆକ୍ଟିଭ୍ […]

ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲା ନୂଆଦିଲ୍ଲୀ: ଦୀର୍ଘ ୧୩ ଘଣ୍ଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍ପତି। ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇବେ ନାହିଁ। ଏହା ଦ୍ୱାରା ଏଲଏସିରେ ଲାଗି ରହିଥିବା ଉତ୍ତେଜନା କମ୍ ହୋଇପାରିବ ବୋଲି ଦୁଇ ଦେଶ ସହମତ ହୋଇଛନ୍ତି। ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର […]

ମୁମ୍ବାଇ: ମହାରାଷ୍ଟ୍ରର ଭିୱାଣ୍ଡିରେ ଥିବା ତିନି ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ୍) ଦ୍ୱାରା ଜଣେ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଡଜନେ ଲୋକ ଏବେ ବି ଆବର୍ଜନା ତଳେ ଫସି ରହିଛନ୍ତି ବୋଲିଆଶଙ୍କା କରାଯାଉଛି। […]

Social media & sharing icons powered by UltimatelySocial