କଟକ: କରୋନାରେ ସଂକ୍ରମିତ ହୋଇ ଓଡ଼ିଆ ସିନେଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସେ କିଛି ଦିନ ଧରି କୋଭିଡରେ ଆକ୍ରାନ୍ତ ଥିବାର ସୂଚନା ରହିଛି। ଶାନ୍ତିରାଜ କଟକର ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ଶାନ୍ତିରାଜ ଖୋସଲାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା। ଶାନ୍ତିରାଜ ଖୋସଲା ଏକାଧାରରେ ଜଣେ […]
ମନୋରଞ୍ଜନ
ଭୁବନେଶ୍ବର: ମ୍ୟୁଜିକ୍ କମ୍ପାନି ‘ସୁର ଭାଇବ୍ରେସନ୍’ ଦ୍ଵାରା ପ୍ରସ୍ତୁତ ଓଡ଼ିଆ ଆଲବମ୍ ଗୀତ ‘ମୁଁ ଓଡ଼ିଆ ଘରର ଝିଅ ଲୋ’ କୋଭିଡ୍ ନିୟମକୁ ପାଳନ କରି ନିରାଡ଼ମ୍ବର ଭାବେ ମୁକ୍ତିଲାଭ କରିଛି। ଏହା ଏବେ ସୁର ଭାଇବ୍ରେସନ୍ ମ୍ୟୁଜିକ୍ର ୟୁ-ଟ୍ୟୁବ୍ ଚ୍ୟାନେଲରେ ଉପଲବ୍ଧ ହୋଇଛି। ଓଡ଼ିଶାର ଅନେକ ଲୋକକଳା ବିଲୁପ୍ତ ହେବାକୁ ବସିଥିବା ବେଳେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ‘କଣ୍ଢେଇ ନାଚ’ ଭଳି ଲୋକକଳା ଓ କଳାକାରଙ୍କୁ ଲୋକଲୋଚନକୁ ଆଣିବାକୁ […]
ଭୁବନେଶ୍ବର : ପରିବାରର ଅର୍ଥାଭାବକୁ ଦୂର କରିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ନିଜର କଳା ପ୍ରତିଭାକୁ ପାଥେୟ କରି କିଛି ରୋଜଗାର କରିବେ ଓ ପରିବାରର ଅନଟନକୁ ଦୂର କରିବେ ବୋଲି ଧାଇଁ ଆସିଥିଲେ ରାଜଧାନୀ। ଦୂରଦର୍ଶନ ଓ ଟିଭି ପରଦାରେ ଅଭିନୟ କରି ସଫଳ ମଧ୍ୟ ହୋଇଥିଲେ। ମାତ୍ର ହଠାତ୍ ମହାମାରୀ କରୋନା ସବୁ କିଛି ବିଗାଡ଼ି ଦେଲା। କାମ ନ ମିଳିବାରୁ ରୋଜଗାର ଠପ୍ ହୋଇଗଲା। […]
ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା ଜାବଲକର। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିବା ବେଳେ ମୁମ୍ବାଇର କୋଲାବାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶଶିକଳା ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଡାକୁ, ରାସ୍ତା ଏବଂ କଭି ଖୁସୀ କଭି ଗମ ଭଳି ଚଳଚ୍ଚିତ୍ରରେ କାମ କରି ଚର୍ଚ୍ଚିତ ହୋଇଥିଲେ। ଏହା […]
ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମମଲା ସହ ଜଡ଼ିତ ଡ୍ରଗ୍ସ କୋଣର ତଦନ୍ତ କରି ତାଙ୍କର ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି)। ମାର୍ଚ୍ଚ ୫ ତାରିଖରେ ସ୍ବତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ ୧୪ ହଜାର ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍ ଏନ୍ସିବି ଦାଖଲ କରିଥିବା ସୂଚନା ରହିଛି। ରିୟା ଏବଂ ତାଙ୍କ ଭାଇ […]
ପୁରୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ ଆଜି ପବିତ୍ର ମାଘସପ୍ତମୀ ଅବସରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା କଙ୍ଗନା ରାନାୱତ ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଞ୍ଚିଥିଲେ। ଏଠାରେ ସେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ […]
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କର ମଙ୍ଗଳବାର ୫୮ ବର୍ଷ ବୟସରେ ପରଲୋକ ହୋଇଛି। ସେ ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ। ‘ରାମ ତୈରୀ ଗଙ୍ଗା ମୈଲୀ’ର ଏହି କଳାକାରଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ତାଙ୍କର ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ପ୍ରଖ୍ୟାତ ଚଳଚ୍ଚିତ୍ର ସମୀକ୍ଷକ ତଥା ବାଣିଜ୍ୟ ବିଶ୍ଳେଷକ କୋମଲ ନହଟା ଟ୍ୱିଟରରେ […]
ଭୁବନେଶ୍ବର : ଓଡ଼ିଆ ଝିଅ ସୁନନ୍ଦନା ରାଉତରାୟ ‘ଲିଟିଲ୍ କୁଇନ୍ ଅଫ୍ ଇଣ୍ଡିଆ’ ବିବେଚିତ ହୋଇଛନ୍ତି। ଚଳିତ ବର୍ଷର ‘ଲିଟିଲ୍ କିଙ୍ଗ୍ ଆଣ୍ଡ୍ କୁଇନ୍ ଅଫ୍ ଇଣ୍ଡିଆ ବିୟୁଟି ପାଜେଣ୍ଟ’ରେ ଭାଗ ନେଇ ସେ ଏହି ମୁକୁଟ ଜିତିଛନ୍ତି। ଡି. ଫୋକସ୍ ଏଣ୍ଟରଟେନ୍ମେଣ୍ଟ୍ ଇଣ୍ଡିଆ ଅହମ୍ମଦାବାଦରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଦେଶର ସମସ୍ତ ରାଜ୍ୟରୁ ଅନେକ କୁନି ମଡେଲ ଅଂଶଗ୍ରହଣ କରିଥିଲେ। ସୁନନ୍ଦନା ଏହି ପ୍ରତିଯୋଗିତା ଜିତିଥିବା […]
ସମ୍ବଲପୁର: ୭୦ ଦଶକର ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସମ୍ବଲପୁରର ଶାନ୍ତି ସ୍ବରୂପ ମିଶ୍ର (ଟିକୁ ମିଶ୍ର)ଙ୍କର ଆଜି (ରବିବାର) ସଂଧ୍ୟାରେ ପରଲୋକ ହୋଇଯାଇଛି। ସେ ସମ୍ବଲପୁର ଫାଟକସ୍ଥିତ ତାଙ୍କ ଘର ଗାଧୁଆ ଘରେ ପଡ଼ି ଯାଇଥିଲେ। ତାଙ୍କୁ ସ୍ଥାନୀୟ ଏକ ନର୍ସିଂହୋମ୍କୁ ନିଆ ଯାଇଥିଲା। ସଂଧ୍ୟା ୫ଟା ୩୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ତାଙ୍କର ପତ୍ନୀ ସଂଯୁକ୍ତା, ପୁଅ […]