ବରଗଡ଼: ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ। ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ। ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ।ସ୍ଥାନୀୟ ଅଞ୍ଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀମାନଙ୍କ ସହ ରାଜ୍ୟପାଳ […]

୪ ଟିପି ସ୍କିମ୍‌ ଆଣ୍ଠେଇଛି, କଲଭର୍ଟ ଭାଙ୍ଗି ପୋଲ କରୁଛି ଭୁବନେଶ୍ୱର: ଭୁବନେଶ୍ୱରରେ କ୍ରମବର୍ଦ୍ଧିଷ୍ଣୁ ଟ୍ରାଫିକ୍‌ ଭିଡ଼କୁ ଆଖି ଆଗରେ ରଖି ବିଡିଏ ପକ୍ଷରୁ ରାଜଧାନୀକୁ ବଳୟ କରି ରିଂ ରୋଡ୍‌ର ଯୋଜନା ହୋଇଛି। ୮ ବର୍ଷ ତଳୁ ଏହି ଯୋଜନା ହୋଇଥିଲେ ମଧ୍ୟ ଏହାର ଭାଗ୍ୟ ଏବେ ବି ଅନ୍ଧାରରେ ରହିଛି। ୬୪.୯୦ କି.ମିର ରିଂ ରୋଡ୍‌ କେବେ ବାସ୍ତବ ରୂପ ନେବ କାହା ପାଖରେ ହିସାବ ନାହିଁ। […]

କଙ୍କାଳ ପାହାଡ଼ର କୁତ୍ସିତ ସତ୍ୟ-ବୁଝୁନି ପ୍ରଶାସନ ବାରଙ୍ଗ : ଭୁଆସୁଣୀ ଡର୍ମ୍ପିଂୟାର୍ଡରେ ଜମା ହୋଇଥିବା ଅଳିଆ ପର୍ବତ ଦ୍ୱାରା କେବଳ ଯେ ସ୍ଥାନୀୟ ଲୋକେ ପ୍ରଭାବିତ ହୋଇଛନ୍ତି, ତା’ ନୁହେଁ। ଦୂରରେ ଥିବା ଚନ୍ଦକା ଅଭୟାରଣ୍ୟ ଓ ନନ୍ଦନକାନନ ଉପରେ ମଧ୍ୟ ବିପଦର କଳା ବାଦଲ ଛାଇ ଯାଇଛି। କାରଣ ୬୦ଏକର ପରିମିତ ଜାଗାରେ ଜମା ହୋଇ ରହିଥିବା ଏହି ୧୬ ଲକ୍ଷ ମେଟ୍ରିକ୍ ଟନ୍ ପଚାସଢ଼ା ପୁରୁଣା ଆବର୍ଜନାରୁ […]

ଭୁବନେଶ୍ୱର: ଭି.କେ.ପାଣ୍ଡିଆନ ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ କାମିଆ ଜାନିଙ୍କୁ ନେଇ ଯିବା ଘଟଣାକୁ ନେଇ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭି.କେ. ପାଣ୍ଡିଆନ ଓ କାମିଆ ଜାନିଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଗୋ ମାଂସର ପ୍ରଚାର କରୁଥିବା ବ୍ଲଗର କାମିଆ ଜାନିଙ୍କ ଦ୍ଵାରା ଜଗନ୍ନାଥ […]

ଭୁବନେଶ୍ୱର: କାଲୁଆ ପବନ ବା‌ଜିଲେ ଦେହ ଥରି ଉଠୁଛି। ଶୀତବସ୍ତ୍ର ନ ପିନ୍ଧିଲେ ପଦାକୁ ବାହାରି ହେଉନାହିଁ। ସନ୍ଧ୍ୟାଠାରୁ ସହରବାସୀ ଶୀତରେ ଥରୁଛନ୍ତି। ରାତି ଯେତେ ବଢ଼ୁଛି, ପାରଦ ସେତେ ତଳକୁ ଖସୁଛି। ଗତ ୩ ଦିନ ହେଲା ହାଡ଼ଭଙ୍ଗା ଶୀତ ଏମିତି ଭାବେ ରାଜଧାନୀବାସୀଙ୍କୁ ଥରାଉଛି। ରାଜଧାନୀ‌ରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ ରହୁଥିବାରୁ ଲୋକଙ୍କ ସମସ୍ୟା ବଢ଼ି ଯାଇଛି। ବୟସ୍କ ଓ […]

ଭୁବନେଶ୍ୱର: ସ୍ଲମ୍‌ କ୍ୱାଟର୍ସ ପ୍ରସଙ୍ଗରେ ବିଏମ୍‌ସିକୁ ଆଉ ଥରେ ଝଟ୍‌କା ଲାଗିଛି। କ୍ୱାଟର୍ସରେ ରହୁଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ହାଇକୋର୍ଟ ଯାଇଥିବା ବିଏମ୍‌ସିର ଆବେଦନ ଖାରଜ ହୋଇଛି। ୨୦୧୯ ମସିହାରେ ରିଟ୍‌ ପିଟିସନ ଦାଖଲ ପାଇଁ କୋର୍ଟ କହିଥିଲେ ମଧ୍ୟ ୪ ବର୍ଷ ପରେ ବା ୨୦୨୩ରେ କୋର୍ଟରେ ରିଟ୍‌ ଆବେଦନ କରିବାରୁ ବିଏମ୍‌ସିକୁ ଭୋଗିବାକୁ ପଡ଼ିଛି। ବିଏମ୍‌ସିର ରିଟ୍‌ ନାକଚ ହେବା ଫଳରେ ନିଜ ନାମରେ କ୍ୱାଟର୍ସ […]

ପାଇପ୍‌ ଉଠାଇବା ପାଇଁ ଚିଠି ଲେଖିଲା ୱାଟ୍‌କୋ ଭୁବନେଶ୍ୱର: ମଞ୍ଚେଶ୍ୱର ଲେଭଲ କ୍ରସିଂ ଠାରେ ଆରମ୍ଭ ହେବାକୁ ଯାଉଛି ଆର୍‌ଓବି (ରେଳ ଓଭରବ୍ରିଜ୍‌)। ଏଥିପାଇଁ ପୂର୍ତ୍ତ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଆର୍‌ଓବି ନିର୍ମାଣ ପାଇଁ ଏକ ବଡ଼ ପାନୀୟ ଜଳ ପାଇପ୍‌ ଲାଇନ୍‌ ମାଟିତଳୁ ସ୍ଥାନାନ୍ତର କରିବାର ଅଛି। ଏଣୁ ୱାଟ୍‌କୋକୁ ପୂର୍ତ୍ତ ବିଭାଗ ଚିଠି ଲେଖିଛି। ପାଇପ୍‌ ସ୍ଥାନାନ୍ତର ବ୍ରିଜ୍‌ ନିର୍ମାଣ ଆରମ୍ଭ ହେବ। ତେବେ […]

କଳିଙ୍ଗାଘାଟିରେ ଭିଡ଼ ଲଗାଉଛନ୍ତି ପରିବେଶପ୍ରେମୀ ଓ ପର୍ଯ୍ୟଟକ ଘୁ.ଉଦୟଗିରି: ଥରୁଛି କନ୍ଧମାଳ ଜିଲ୍ଲାର ସାରା ଘୁ.ଉଦୟଗିରି ଅଞ୍ଚଳ। ଅସ୍ତବ୍ୟସ୍ତ ଜନତା, ତ୍ରାହିତ୍ରାହି ଡାକୁଛନ୍ତି ଗ୍ରାମାଞ୍ଚଳ ଲୋକେ। ପାଣିପାଗ ବିଭାଗ ଅନୁସାରେ ଘୁମୁସର ଉଦୟଗିରି ସହରର ଆଜିର ତାପମାତ୍ରା ୪.୦ ଡିଗ୍ରି ଥିବା ବେଳେ ଥଣ୍ଡା ଜାଡ଼ରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। ଫୁଲବାଣୀରେ ୬.୫ ଓ ଦାରିଙ୍ଗବାଡ଼ିରେ ୮.୦ ତାପମାତ୍ରା ରହିଥିବା ସୂଚନା ରହିଛି। ତେବେ ସନ୍ଧ୍ୟା ୭ […]

ଭୁବନେଶ୍ୱର: ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଦିନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ଟିଜିଟି ଓ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପର୍ବ ବାଣ୍ଟିବା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିଲାମାନଙ୍କ ମଧ୍ୟରେ ଗଭୀର […]

ଭୁବନେଶ୍ୱର: କଲଭର୍ଟ ନିର୍ମାଣ ପାଇଁ କେଦାରଗୌରୀ ମନ୍ଦିର ନିକଟ ରବିଟକିଜ୍‌-ସାମନ୍ତରାପୁର ରାସ୍ତାକୁ ପୂର୍ତ୍ତ ବିଭାଗ ଖୋଳି ଦେଇଛି। ଯାହା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟତଃ ଅଫିସ୍‌ ସମୟ ଓ ସଂଧ୍ୟାରେ ପ୍ରବଳ ଜାମ୍‌ ଦେଖିବାକୁ ମିଳୁଛି। ତୁରନ୍ତ ଏହି କାମ ସାରିବାକୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କେଦାରଗୌରୀ ମନ୍ଦିର ପରିସରରେ ଥିବା କେଦାରଗୌରୀ, ଦାନ୍ତଘ‌ଷା ଓ ଦୁଗ୍ଧ ପୋଖରୀ ଜଳ ନିଷ୍କାସନ ହୋଇପାରୁନାହିଁ। ପାଣି ବାହାରିବା ବାଟ […]

Social media & sharing icons powered by UltimatelySocial