ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୁସଲିମ୍‌ ସମ୍ପ୍ରଦାୟର ପବିତ୍ର ମହରମ୍‌ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ଗୁରୁବାର ମନା କରିଦେଇଛନ୍ତି। ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରାଙ୍କୁ ଯେଭଳି ଅନୁମତି ଦିଆଗଲା ଆମକୁ ସେଭଳି ଅନୁମତି ଦେବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ତେବେ ଆବେଦନକାରୀଙ୍କ ମତକୁ ସୁପ୍ରିମ କୋର୍ଟ ଗ୍ରହଣ କରି ନଥିଲେ। ଖଣ୍ଡପୀଠ କହିଥିଲେ ପୁରୀରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା। ସବୁ ସ୍ଥାନରେ […]

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ଅବସରରେ ଆଜି ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଇଙ୍କ ଠାରେ ନବାନ୍ନ ଲାଗି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ଭିତରେ ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଆରମ୍ଭ ହୋଇଯାଇଛି ନୂଆଖାଇ ଉତ୍ସବ। ଘରେ ଘରେ ନୂଆଖାଇ ଲାଗି ଆରମ୍ଭ ହୋଇଯାଇଛି। ବଡ଼ମାନଙ୍କୁ ଜୁହାର କରିବାର ପରମ୍ପରା ବା ନୂଆଖାଇ ଜୁହାର। […]

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳନ ଏକ ଅନ୍ୟନ୍ୟ ଓ ସୁନ୍ଦର ପରମ୍ପରା। ଏହି ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାଭିକଟା ବିଧି ଶ୍ରଦ୍ଧାଳୁମାନଙ୍କ ପାଇଁ ବେଶ୍ ଉତ୍ସାହ ଓ ଉତ୍କଣ୍ଠାର ସମୟ ହୋଇଥାଏ। ଏହି ଅପୂର୍ବ ଲୀଳାର ଦର୍ଶନ ପାଇଁ ଭକ୍ତମାନେ ପ୍ରତିବର୍ଷ ଆଜିର ଦିନକୁ ବଡ଼ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଶ୍ରଦ୍ଧାଳୁମାନଙ୍କୁ ଏହି ଅପୂର୍ବ ଲୀଳା ଦର୍ଶନରୁ […]

ଭୁବନେଶ୍ୱର : ଦୀର୍ଘ ୫ ବର୍ଷର ଘୋଷଣା ପରେ ସୋମବାର ଦିଆଯିବ ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’। ଜୁଲାଇ ୩୦ ତାରିଖରେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ହୋଇଥିଲା। କରୋନା ଯୋଗୁଁ ଉତ୍ସବ ଆୟୋଜନ ସମ୍ଭବ ନଥିବାରୁ ଘରେ ଏହି ପୁରସ୍କାର ପ୍ରଦାନ କରାଯିବ। ୨୦୦୯ରୁ ୨୦୧୫ ମସିହା ମଧ୍ୟରେ ଏହି ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଥିଲା। […]

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାନଗର ଗାଁ ନିକଟରୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା। ରାଧାନଗର ଗ୍ରାମର ବେଣୁଧର ନାୟକ ତାଙ୍କ ଚାଷଜମି ନିକଟରେ ଏହି ବିରଳ ସ୍ୱର୍ଣ୍ଣମୁଦ୍ରା ପାଇଥିଲେ। ଏହାର ଓଜନ ୭.୫ ଗ୍ରାମ୍‌ ହୋଇଥିବା ବେଳେ ଏଥିରେ ଦୁଇଟି ଗର୍ତ୍ତ ରହିଛି। ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଏକ ମଶାଲ ଧରିଥିବା ଜଣେ ରାଜାଙ୍କ ମୂର୍ତ୍ତି ଖୋଦିତ ହୋଇଥିବା ବେଳେ ଅନ୍ୟ ପାର୍ଶ୍ଵରେ କୌଣସି ପ୍ରାଣୀ କିମ୍ବା […]

ନୂଆଦିଲ୍ଲୀ: ‘ଭୂମି ପୂଜନ’ କିମ୍ବା ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଅତିଥିଙ୍କ ତାଲିକାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ୨୦୦ରୁ ଉର୍ଦ୍ଧ୍ବ ଲୋକ ଏହି ଭୂମି ପୂଜାରେ ଯୋଗ ଦେବେ ବୋଲି ଖବର ମିଳିଥିବା ବେଳେ ଏବେ ଏହି ସଂଖ୍ୟାକୁ କମ କରି ଦିଆଯାଇଥିବା ଜଣା ପଡ଼ିଛି। ଅତିଥିଙ୍କ ସଂଖ୍ୟା ୨୦୮ ଥିବା ବେଳେ ଏବେ ଏହି ସଂଖ୍ୟାକୁ କମ କରାଯାଇ ୧୭୦ରୁ ୧୮୦କୁ ହ୍ରାସ କରାଯାଇଛି। […]

ଅମର ହୋଇରହିଲା ରଙ୍ଗବତୀ ଗୀତ,ଗୀତିକାର ମିତ୍ରଭାନୁଙ୍କୁ ମିଳିଲା ସମ୍ମାନ ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲାର ରାଜସ୍ବ ଗ୍ରାମ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ଆଜିଠାରୁ ନାମିତ କରାଯାଇଛି। ଜିଲ୍ଲାପାଳ, ରାଜସ୍ୱ ଆୟୁକ୍ତ ଏବଂ ରାଜସ୍ୱ ବୋର୍ଡର ସୁପାରିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ରାଜସ୍ୱ ଗ୍ରାମ ବିଲୁଙ୍ଗର ନାମ ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ କରିବା ପାଇଁ ଏଥିରେ କୁହାଯାଇଥିଲା, ଯାହାକୁ କେନ୍ଦ୍ର […]

ଭୁବନେଶ୍ବର: ଶ୍ରାବଣ ସରିବ। ଭାଦ୍ରବ ବି ଆସିବ। ହେଲେ ପାର୍ବଣ ପସରା ମେଲିବନି। ଜନ୍ମାଷ୍ଟମୀ ପରେ ବାଜୁଥିବା ପାର୍ବଣର ବିଗୁଲ ଏଥର ନିଶବ୍ଦ ରହିବ। ନିରବି ଯିବ ପୂଜା ମଣ୍ଡପ। ବୈଦିକ ଉଚ୍ଚାରଣ ଓ ଭଜନରେ ପରିବେଶରେ ଆ‌ଧ୍ୟାତ୍ମିକତା ସଞ୍ଚରିବ ନାହିଁ କି ‌ଡିଜେ, ମେଲୋଡି ଓ ମୀନାବଜାର ପସରା ସହରକୁ ଚଳଚଞ୍ଚଳ କରିବନି। କରୋନା ମହାମାରୀ ଯୋଗୁଁ ଜନଜୀବନ ଠପ୍‌ ହୋଇଯାଇଥିବା ବେଳେ ଏଥର ପାର୍ବଣର ଜାକଜକମ ଜମିବନି। […]

ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ଉନ୍ନତୀକରଣ ତଥା ‘ଏକାମ୍ର ଯୋଜନା’ କାର୍ଯ୍ୟ ଆଉ ପାଦେ ଆଗେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ୨୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥରେ ରାସ୍ତାଘାଟ ଉନ୍ନତି ସହ ବିଭିନ୍ନ ଉନ୍ନୟନମୂଳକ […]

ଇପ୍‌ସିତ ପ୍ରତିହାରୀଙ୍କ ସାଙ୍ଘାତିକ ଅଭିଯୋଗକୁ ନେଇ ପୁଣି ହଇଚଇ ପୁରୀ: ରଥଯାତ୍ରାକୁ ନେଇ ବିତର୍କ ଶେଷ ହୋଇନାହିଁ, ଏଭଳି ସମୟରେ ଶ୍ରୀମନ୍ଦିରକୁ ନେଇ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି। ମହାପ୍ରଭୁଙ୍କ ରତ୍ନ ସିଂହାସନରୁ କିଛି ପଥର ଅପସାରଣ କରାଯାଇଥିବା ନେଇ ସେବକ ଇପ୍‌ସିତ ପ୍ରତିହାରୀ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ସିଧା ସିଧା କହିଛନ୍ତି, ଚଳିତବର୍ଷ ରଥଯାତ୍ରା ସମୟ (ଜୁନ ୨୩ରୁ ଜୁଲାଇ ୪)ରେ ମହାପ୍ରଭୁ ଶ୍ରୀମନ୍ଦିରରେ ନ ଥିବା […]

Social media & sharing icons powered by UltimatelySocial