ବାରଙ୍ଗ: ଗତ ବର୍ଷ ତୁଳନାରେ ଚଳି ବର୍ଷ ପହିଲି ରଜରେ ପର୍ଯ୍ୟଟକ ସଂଖ୍ୟା କମ୍ ହୋଇଛନ୍ତି। ଏଥର ପହିଲି ରଜରେ ମାତ୍ର ୧୨୮୩୬ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି। ଯାହା ଗତ ବର୍ଷର ପହିଲି ରଜର ଟିକେଟ ବିକ୍ରିଠାରୁ ପ୍ରାୟ ଅଧା କମ୍। ଗତ ବର୍ଷ ବିକ୍ରି ହୋଇଥିବା ୨୧୧୨୬ଖଣ୍ଡ ଟିକେଟରୁ ଜଣା ପଡିଛି। ଚଳିତ ବ‌ର୍ଷ ପହିଲି ରଜରେ ପର୍ଯଟକ ସଂଖ୍ୟା ହ୍ରାସ ଘଟିବା ପଛରେ […]

ପ୍ରଯୋଜକଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ ଭୁବନେଶ୍ୱର : ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌। ଆଗଧାଡ଼ିର ଦୁଇ ଅଭିନେତ୍ରୀ ଆଜି ଗଣମାଧ୍ୟମରେ ମୁହଁ ଖୋଲିବା ପରେ ସାମାଜିକ ଗଣମାଧ୍ୟମରେ ଦିନତମାମ ଚର୍ଚ୍ଚା ଜାରି ରହିଛି। ଜଣେ ପ୍ରତିଷ୍ଠିତ ପ୍ରଯୋଜକଙ୍କ ନାଁ ନେଇ ସିଧାସଳଖ ତାଙ୍କୁ କାଠଗଡ଼ାକୁ ଟାଣିଛନ୍ତି। କେବଳ ସେ ନୁହନ୍ତି, ତାଙ୍କଭଳି ଆହୁରି ୪-୫ ଜଣ ଥିବା କହିଛନ୍ତି। ବିଭିନ୍ନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭି‌ନୟ କରିବା ପାଇଁ […]

ମୁମ୍ବାଇ: ଟେଲିଭିନ୍‌ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ ଆଜି ଦୁନିଆକୁ ଅଲବିଦା କହିଛନ୍ତି। ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଅଭିନେତାଙ୍କର ୭୯ ବର୍ଷରେ ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ଗୁଫୀ ଉଭୟ ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ସମ୍ପତ୍ତିର ମାଲିକ ହୋଇଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ଶୁକନି ମାମୁଙ୍କ ନେଟ […]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିବାଦୀୟ ବଲିଉଡ୍ ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରେ ଲାଗିଥିବା କଟକଣାକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଏଥିସହିତ ତାମିଲନାଡୁ ସରକାରଙ୍କୁ ମଧ୍ୟ ଥିଏଟରରେ ଫିଲ୍ମ ଦେଖୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଫିଲ୍ମ ନିର୍ମାତା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ୩୨,୦୦୦ ମହିଳାଙ୍କ ତଥ୍ୟ ପ୍ରମାଣିତ ନୁହେଁ। ୩୨ ହଜାର ମହିଳା ସଂପର୍କିତ ତଥ୍ୟର କୌଣସି ଭିତ୍ତି ନାହିଁ ବୋଲି […]

ଭୁବନେଶ୍ୱର: ନିଜର ଦାମ୍ପତ୍ୟ ଜୀବନର କଳହକୁ ନେଇ ନିରବ ରହୁଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ମୁହଁ ଖୋଲିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବର୍ଷା କହିଛନ୍ତି ଯେ,’ମୋ ଜୀବନରେ ଝଡ ଆସିଛି। ମୁଁ ପୀଡ଼ିତା।’ ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଏ ଜୀବନ ଅନିଶ୍ଚିତ। ଜୀବନରେ କେତେବେଳେ କ’ଣ ଘଟିବ କେହି ଜାଣି ନଥାନ୍ତି। […]

ଭୁବନେଶ୍ବର: ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ବାସୁଦେବନଗର ପୋତା ପୋଖରୀ ପୁନରୁଦ୍ଧାରରେ ଅହେତୁକ ବିଳମ୍ବ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି। ରାଜଧାନୀର ସର୍ବପୁରାତନ ପୋଖରୀ ମଧ୍ୟରୁ ଅନ୍ୟତମ ଏହି ପୋଖରୀ ୧୦ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ଦୁଇ ବର୍ଷ ତଳେ ଏହାର ପୁନରୁଦ୍ଧାର ପାଇଁ ବିଏମ୍‌ସି ପଦକ୍ଷେପ ନେଇଥିଲା। ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ସହ ୬ ମାସ ଭିତରେ କାମ […]

ବାରଙ୍ଗ: ଶିଶୁ ସରଳ। ତା’ ହୃଦୟ ନିଷ୍ପାପ ଓ ନିଷ୍କପଟ। ସେ ବୁଝେ ନାହିଁ ଜାତି, ପ୍ରଜାତି ମଧ୍ୟରେ ଭେଦଭାବ। ସେ ବୁଝେ ନାହିଁ ଶତ୍ରୁ କିଏ! ସମସ୍ତେ ତା’ ପାଇଁ ମିତ୍ର! ସେ ବୁଝେ ନାହିଁ ଖାଦ୍ୟ କ’ଣ, ଖାଦକ କ’ଣ! ସବୁ ଶିଶୁ ଏମିତି। ସେ ମଣିଷ ଶିଶୁ ହେଉ କି ବନ୍ୟପ୍ରାଣୀଙ୍କ ଶାବକ ହୁଅନ୍ତୁ। ନନ୍ଦନକାନନ ପ୍ରାଣୀଶାବକ ସେବା କେନ୍ଦ୍ର( ହ୍ୟାଣ୍ଡ ରିଅରିଂ ସେଣ୍ଟର)ରେ ସିଂହ […]

ମୁମ୍ବାଇ: କନ୍ନଡ ଅଭିନେତା ଚେତନ କୁମାରଙ୍କୁ ବେଙ୍ଗାଲୁରୁରୁ ପୁଲିସ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଛି। ଏହି ଘଟଣା ପରେ ଚେତନଙ୍କ ବିବାଦ ସହିତ ପୁରୁଣା ସମ୍ପର୍କ ଥିବା ବୋଲି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି। ଗିରଫ ଚେତନ କୁମାର ନିକଟରେ ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍‌ କରିଥିଲେ। ଏହି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହି ଟୁଇଟକୁ ନେଇ ବଜରଙ୍ଗୀ ଦଳର ନେତା ପୁଲିସରେ ଅଭିଯୋଗ […]

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ୱିଟ କରି ଏହି ସୂଚନା ଦେଇଥିଲେ। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ। ତାଙ୍କର ମୃତ୍ୟୁ […]

କଟକ : ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ରାତି ପ୍ରାୟ ୧୧ଟା ୨୫ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା କୁହାଯାଇଥିଲା। ଲିଭର ପ୍ରତିରୋପଣ ଆଶାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କା […]

Social media & sharing icons powered by UltimatelySocial