ନୂଆଦିଲ୍ଲୀ: ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯତୀନ ପ୍ରସାଦ ଆଜି ‘ବିଜେପି’ରେ ଯୋଗ ଦେଇଛନ୍ତି। ‘ବିଜେପି’ରେ ଯୋଗ ଦେବା ପୂର୍ବରୁ ଆଜି ସକାଳେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ସାକ୍ଷାତ୍ କରିଥିଲେ। ପୂର୍ବରୁ ‘ବିଜେପି’ ସାସଂଦ ତଥା ମୁଖପାତ୍ର ଅନୀଲ ବଲୁନୀ ଟୁଇଟ କରିଥିଲେ ଯେ ଆଜି ଦିବା ୧ଟା ବେଳେ ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଦଳରେ ଯୋଗ […]

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଆଜି ସକାଳେ ଅତି ପ୍ରବଳ ବର୍ଷା ହୋଇ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିବା ଜଣାପଡ଼ିଛି। କୁର୍ଲ୍ଲା ଓ ସାଇଅନ୍‌ ଷ୍ଟେସନ୍‌ ମଧ୍ୟରେ ଥିବା ରେଳପଥ ପାଣିରେ ବୁଡ଼ିଯାଇଥିବାରୁ କୁର୍ଲା ଏବଂ ‘ସିଏସ୍‌ଏମ୍‌ଟି’ ମଧ୍ୟରେ ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ ସର୍ଭିସ୍‌ ବନ୍ଦ ହୋଇଯାଇଛି। ଅପ୍ରୀତିକର ଘଟଣା ଏଡ଼ାଇବା ଲାଗି ସତର୍କତାମୂଳକ ପ‌ଦକ୍ଷେପସ୍ବରୂପ ଆଜି ପୂର୍ବାହ୍ନ ୯.୫୦ରୁ ରେଳ ଚଳାଚଳ ବନ୍ଦ […]

ଆଗ୍ରା: କରୋନା ରୋଗୀଙ୍କ ଜୀବନ ସହ ଖେଳ। ଅମ୍ଳଜାନ ଯୋଗାଣ ବନ୍ଦ କରି ରୋଗୀଙ୍କୁ ଛଟପଟ ହେବାକୁ ଛାଡିଦେଲେ ଡାକ୍ତର। ୫ମିନିଟ ପର୍ଯ୍ୟନ୍ତ ଅମ୍ଳଜାନ ଅଭାବରୁ କରୋନା ରୋଗୀ ଛଟପଟ ହୋଇ ମୃତ୍ୟୁର ଅତି ନିକଟତର ହେବା ପରେ ଡାକ୍ତର ପୁଣି ଥରେ ଅମ୍ଳଜାନ ଯୋଗାଣ ଆରମ୍ଭ କରିଥିଲେ ବୋଲି ଜଣପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ ଥିବା ଏକ ଘରୋଇ ହସ୍ପିଟାଲରେ। ଘଟଣା ପରେ ଏବେ […]

୨୪ ଘଣ୍ଟାରେ ୮୬,୪୯୮ ଜଣ ନୂଆ ପଜିଟିଭ ଚିହ୍ନଟ ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ କୋଭିଡ -୧୯ ସଂକ୍ରମଣର ମାମଲା ହ୍ରାସ ପାଇବାରେ ଲାଗିଛି। ପାଖାପାଖି ୬୩ ଦିନ ପରେ ଆଜି ଏକ ଲକ୍ଷରୁ କମ୍ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୬,୪୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୨୩ […]

କଟକ: ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ। ଏଥିଲାଗି ଏୟାରପୋର୍ଟ ଅଭିମୁଖେ ବାହାରିଛନ୍ତି। କରୋନା ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଇପିଏସ ଅଫିସର ଦେବାଶିଷ। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି। ଭେଣ୍ଟିଲେଟରରେ ଥିଲେ ବି ଶରୀରରେ ଅକ୍ସିଜେନ ସ୍ତର କମି ଯାଉଛି। ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ଯୋଜନା […]

କଟକ: ଏସ୍‌ସିବି କୋଭିଡ୍‌ ହସ୍ପିଟାଲକୁ ସୁନା ଅଳଙ୍କାର ମନା। ଯେଉଁ ସଂକ୍ରମିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବେ ସେହି ସମୟରେ ସେ ପିନ୍ଧିଥିବା ସୁନା ଅଳଙ୍କା‌ର ସବୁ ତାଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରିବେ। ସୁନା ତାଙ୍କ ସଂପର୍କୀୟ ନେବା ପରେ କାଗଜରେ ସୁନା ଗ୍ରହଣ ଓ ତାଙ୍କ ରୋଗୀ କୌଣସି ସୁନା ପିନ୍ଧି ନଥିବା ନେଇ ଦସ୍ତଖତ ମଧ୍ୟ ଦେବେ। ସୁନା ଚୋରି ରୋକିବାକୁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଏଭଳି […]

ପରିବାରର ଭରଣପୋଷଣ ପାଇଁ ସଂଘର୍ଷ କଟକ: କଟକର ପ୍ରଥମ ଅନଲାଇନ୍ ଖାଦ୍ୟ ଡେଲିଭରି ଗାର୍ଲ ବିଷ୍ଣୁପ୍ରିୟା ସ୍ୱାଇଁ। ଏହି ମେଧାବୀ ଛାତ୍ରୀ ଏବେ କରୋନା କାଳରେ ପାଲଟିଛନ୍ତି ଡେଲିଭରି ଗାର୍ଲ। ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା ଯୋଗୁଁ ବାପାଙ୍କ କାମ ବନ୍ଦ ହୋଇଯିବାରୁ ବାପାଙ୍କୁ ସହାୟତା କରିବା ସହ ପରିବାର ପୋଷିବା ପାଇଁ ଆଗେଇ ଆସିଛନ୍ତି ସେ। ପାଠ ପଢା ବୟସରେ ନିଜ ବାପାଙ୍କ ବାଇକ ଧରି […]

ଲକ୍ଷାଧିକ ଟଙ୍କା, ମୋବାଇଲ୍‌ ଓ ଗାଡ଼ି ଜବତ ମହାନଦୀବିହାର: ଫିଲ୍ମ ଦେଖି ହୋଇଥିଲା ଲୁଟ୍‌ର ମାଷ୍ଟର୍‌ପ୍ଲାନ୍‌। କିଛିଦିନ ପୂର୍ବରୁ ଅନ୍‌ଲାଇନ୍‌ ଠକେଇ ଉପରେ ଆସିଥିବା ଫିଲ୍ମ ଜମ୍‌ତରା ଫିଲ୍ମ ଦେଖି ଲୋକଙ୍କୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଠକିଥିବା ଓ ବୀମା କମ୍ପାନି, ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେଇଥିଲେ ସାଇବର୍ ଠକ। ଏଭଳି ଠକଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍। ସେମାନଙ୍କଠାରୁ ନଗଦ […]

ଆନନ୍ଦପୁର: ବାହାରେ ସଟର୍‌ ଭିତରେ ରଜ ଓ ସାବିତ୍ରୀପାଇଁ ଚାଲିଥିଲା ବେପାର। ଖବର ପାଇ ପୁଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ଦୋକାନ ସିଲ୍‌ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ। ପ୍ରାପ୍ତ ସୂଚନା ଅନୁସାରେ, ଘସିପୁରାରେ ଖୋଲିଥିବା ରାଜମନ୍ଦିର ଫେସନ ନାମକ ଏକ ପୋଷାକ ସୋରୁମ୍‌ର ସଟର୍‌ ବନ୍ଦ ଥିବାବେଳେ ଭିତରେ ଦୁଇଶହରୁ ଊର୍ଦ୍ଧ୍ବ ଲୋକ ପଶି […]

ଫାଇଜର ନେଇଥିବା ବୟସ୍କଙ୍କୁ ନେବାକୁ ପଡିପାରେ ତୃତୀୟ ଡୋଜ୍ ନୂଆଦିଲ୍ଲୀ: ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ’ ରିପୋର୍ଟ ବଢାଇଛି ଚିନ୍ତା। ଏହି ଅନ୍ତର୍ଜାତୀୟ ପତ୍ରିକା କହିଛି ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭାରିଆଂଟଠାରୁ ବଞ୍ଚିବା ପାଇଁ ବୟସ୍କ ଲୋକମାନଙ୍କୁ ଟିକାର ତୃତୀୟ ଡୋଜ ନେବାକୁ ପଡିପାରେ। ଲାନସେଟ୍ କେବଳ ଫାଇଜର ଟିକାର ପ୍ରଭାବକୁ ନେଇ ଏହି ଅନୁଧ୍ୟାନ କରିଛି। ରିପୋର୍ଟ ଅନୁସାରେ, ଡେଲଟା ଭାରିଆଂଟ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ […]

Social media & sharing icons powered by UltimatelySocial