କଟକ: କ୍ୟାରିଅର୍ ଗଢିବା ପାଇଁ ନିଜ ଜନ୍ମମାଟି କଟକ ଛାଡ଼ି ୬ ବର୍ଷ ତଳେ ଚାଲି ଯାଇଥିଲେ ସ୍ବପ୍ନର ନଗରୀ ମୁମ୍ବାଇକୁ। ସେଠି ବିଭିନ୍ନ ଚ୍ୟାନେଲରେ ସହକାରୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ ବି କରିଥିଲେ। କିନ୍ତୁ କ୍ୟାରିଅର୍ ବ୍ୟବସ୍ଥିତ ହେଲା ବେଳକୁ କରୋନା ମାଡ଼ରେ ସବୁ ସ୍ବପ୍ନ ଚୁରମାର୍ ହୋଇଗଲା। ଜନ୍ମମାଟିକୁ ଫେରିବାକୁ ପଡିଲା। ଆଉ ସ୍ବାବଲମ୍ବୀ ହେବା ପାଇଁ ବିକଳ୍ପ ବୃତ୍ତିକୁ ଆଦରି ନେବାକୁ ପଡିଲା। କଟକ ଝାଞ୍ଜିରୀ […]

ଭୁବନେଶ୍ବର: ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି, ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା। ମହାତ୍ମା ୮ ଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ମୁଁ ଖୁସି ଯେ ବିଧାନସଭା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀକୁ ସ୍ମରଣ କରୁଛି। ମହାତ୍ମା ଗାନ୍ଧୀ […]

କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାର କିଛି ଦିନ ପରେ ଗତକାଲି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଭୋଟର ଭାବେ ତାଙ୍କର ନାମ ପଞ୍ଜୀକରଣ କରିଥିଲେ। ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରିଥିଲେ। ଭୋଟର ଭାବେ ନାମ ପଞ୍ଜୀକରଣ କରିବା ପରେ ଅଭିନେତା ମିଥୁନ୍‌ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ଜୋର ଧରିଥିଲା। […]

ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଅନ୍ତର୍ଗତ ବଣାଇ ଛକରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ସୂଚନାଯୋଗ୍ୟ, ବାଘଛାଲ ବିକ୍ରି ପାଇଁ ମୁଲଚାଲ କରାଯାଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଟିମ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ଆକସ୍ମିକ ଭାବେ ଚଢାଉ କରି ବାଘଛାଲ ସହ ସମ୍ପୃକ୍ତ ଘଟଣାରେ ୨ଜଣ ବାଘଛାଲ ବେପାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ବାଘଛାଲ ବେପାରୀ […]

ପୁରୁଣା ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଲୁଟପାଟ୍ ଥମିବାରେ ନାଁ ଧରୁନି। ଗତକାଲି ରାତିରେ ପୁରୁଣା ଭୁବନେଶ୍ବର ବିବେକାନନ୍ଦ ମାର୍ଗରେ ମହିଳା ଟିଭି ଆଙ୍କର ମଉଲିକାନ୍ତା ମିଶ୍ର (ଗୁଡ୍ଡି)ଙ୍କ ଭ୍ୟାନିଟି ସମେତ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଆଇଫୋନ୍ ଲୁଟି ନେଇଛନ୍ତି। ଏ ନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତିନି ଲୁଟେରା ଏହି ଲୁଟ୍ କରିଥିବା ବେଳେ […]

ଓଏଏସ୍‌ ଅଫିସର ଓ ବିଧାୟକଙ୍କ କ୍ବାର୍ଟର୍ସରୁ ବି ଚୋରି କରିଥିଲେ ଭୁବନେଶ୍ବର: କ୍ୟାପିଟାଲ୍ ହସ୍ପିଟାଲର ଜଣେ ଡାକ୍ତରାଣୀଙ୍କ ଘରୁ ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଖାରବେଳ ନଗର ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୮ ହଜାର ୪ଶହ ଟଙ୍କା ଓ ବାଥ୍‌ରୁମ୍‌ ଫିଟିଙ୍ଗ୍‌ସ ଜବତ କରାଯାଇଛି। ତେବେ ଚୋରି ସୁନା ଗହଣା ଜବତ କରାଯାଇ ପାରିନାହିଁ। ଅଭିଯୁକ୍ତମାନେ ହେଉଛନ୍ତି ଡୁମୁଡୁମା ରଘୁନାଥପୁରର ମନୋଜ […]

ବିଏମ୍‌ସି, ବିଡିଏ ଯୋଜନା ବାଟବଣା ଭୁବନେଶ୍ବର : ‘ବର୍ଷାକୁ ଧର, ଯେଉଁଠି ପଡ଼ୁଛି, ଯେତେବେଳେ ପଡ଼ୁଛି।’ ଖରାଦିନେ ସାରା ଦେଶରେ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହେଉଥିବାରୁ ବର୍ଷା ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଏହି ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏବେ ଏହି ଆହ୍ବାନ ଦେବା ପଛର କାରଣ ହେଲା ବର୍ଷା ଜଳ ସଂରକ୍ଷଣ ପାଇଁ ବିଭିନ୍ନ ରାଜ୍ୟ […]

ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ଉଚ୍ଚଶିକ୍ଷାକୁ ଆଗକୁ ନେବ: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ମୋ କଲେଜ’ ଅଭିଯାନ। ରାଜ୍ୟରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକର ପୁରାତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନର ୱେବ୍‌ ପୋର୍ଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଚ୍ଚଶିକ୍ଷାର ଭିତ୍ତିଭୂମି ବୃଦ୍ଧି ପାଇଁ […]

ପହଞ୍ଚିଲେ ମଧ୍ୟପ୍ରଦେଶ ଟିମ୍, କାହ୍ନା ଅଭୟାରଣ୍ୟ ଯିବେ ଓଡ଼ିଶା ବନ ଅଧିକାରୀ ଅନୁଗୁଳ : ସବୁ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଇଛି। ବାଘୁଣୀ ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରିଯିବାର ସମୟ ଆସି ପହଞ୍ଚିଛି। ବାଘୁଣୀକୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ଟିମ୍ ରବିବାର ଏଠାରେ ଆସି ପହଞ୍ଚିଥିଲାବେଳେ ବାଘୁଣୀର ବାହୁଡ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁ ଠିକ୍‌ଠାକ୍ ରହିଲେ ଆଜି ବାଘୁଣୀ ଏଠାରୁ ମଧ୍ୟପ୍ରଦେଶର କାହ୍ନା […]

୩ ଲକ୍ଷ ଟପିଲା ସକ୍ରିୟ ସଂକ୍ରମଣ ସଂଖ୍ୟା ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୪୩,୮୪୬ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୫ କୋଟିରୁ ଯଥେଷ୍ଟ ଅଧିକ ହୋଇଯାଇଛି। ଏପର୍ଯ୍ୟନ୍ତ ବର୍ଷ ୨୦୨୧ରେ ଏହା ହେଉଛି ରେକର୍ଡ ସଂଖ୍ୟକ ସର୍ବାଧିକ ଦୈନିକ ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା […]

Social media & sharing icons powered by UltimatelySocial