ଭଡ଼ା ଘରେ ସେକ୍ସ ରାକେଟ୍‌, କିଙ୍କପିନ୍‌ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଓମବିହାରରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ କାରବାର। କୌଣସି ସୂତ୍ରରୁ ଖବର ପାଇ ଗୋସାଇଁନୂଆଗାଁ ଥାନା ପୋଲିସ ଚଢ଼ାଉ କରି କିଙ୍କପିନ୍‌ଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହାଛଡ଼ା ଜଣେ ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସେ ପଶ୍ଚିମବଙ୍ଗରର ବୋଲି ଜଣାପଡ଼ିଛି।

ଏହି ଘରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ୍‌ ଚାଲିଥିବା ପୋଲିସ ଜାଣିବାକୁ ପାଇଛି। ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ମୁଖ୍ୟଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

Share Now:

Kalinga News Beuro

Leave a Reply

Next Post

ମହାରାଷ୍ଟ୍ର ଏଟିଏସ୍‌ର ପୂର୍ବତନ ମୁଖ୍ୟ ହିମାଂଶୁ ରାୟ ନିଜ ରିଭଲଭରରୁ ଗୁଳି ଚଳାଇ କଲେ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

Fri May 11 , 2018
ମୁମ୍ବାଇ: ମହାରାଷ୍ଟ୍ରର ଅତିରିକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ (ଏଡିଜି) ତଥା ମହାରାଷ୍ଟ୍ର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌)ର ପୂର୍ବତନ ମୁଖ୍ୟ ହିମାଂଶୁ ରାୟ ଆଜି (ଶୁକ୍ରବାର) ଅପରାହ୍ଣରେ ଆତ୍ମହତ୍ୟା କରିଛନ୍ତି। ନିଜ ବାସଭବନରେ ଥିବା ବେଳେ ସେ ତାଙ୍କ ନିଜ ସର୍ଭିସ୍‌ ରିଭଲଭରରୁ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ, ତାଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ସୁଦ୍ଧା ସେ ଦୂରାରୋଗ୍ୟ କର୍କଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial