କଳିଙ୍ଗ ହସ୍ପିଟାଲ ନିକଟରେ ଦୁର୍ଘଟଣା: ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ଭୁବନେଶ୍ୱର: ଅଟୋ ଡ୍ରାଇଭରକୁ ପିଟିଲା ପିକପଭ୍ୟାନ, ଘଟଣାସ୍ଥଳରେ ଅଟୋ ଡ୍ରାଇଭର ମୃତ। ରାଜଧାନୀରେ କଳିଙ୍ଗ ହସ୍ପିଟାଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଜଣେ ଅଟୋ ଚାଳକ ଅଟୋରେ ବସି ମୁଁହ ଧୋଉଥିବା ବେଳେ ପଛପଟୁ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏହାଫଳରେ ସେହି ସ୍ଥାନରେ ଟଳି ପଡ଼ିଥିଲେ ଅଟୋ ଚାଳକ। କିଛି ସମୟ ଧରି ରକ୍ତାକ୍ତ ଶରୀର ରାସ୍ତା ଉପରେ ପଡ଼ିରହିବା ପରେ ଖବର ପାଇ ଘଟଣାସ୍ଥଳରେ ମୈତ୍ରୀ ବିହାର ପୁଲିସ ପହଞ୍ଚି ତଦନ୍ତ କରୁଛି। ଧକ୍କା ଦେଇଥିବା ପିକଅପ ଭ୍ୟାନକୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି।

Share Now:

Kalinga News Beuro

Next Post

ଫେବୃଆରୀ ୩ରୁ ଏକାମ୍ର ଉତ୍ସବ : ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ

Wed Jan 31 , 2024
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ପକ୍ଷରୁ ଫେବୃଆରୀ ୩ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ”। ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏକାମ୍ର ଉତ୍ସବ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଏବଂ ପ୍ରାଚୀନ ମୂଳକୁ ପ୍ରତିପାଦିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial