ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ଆଇନ ‘ହିଟ୍ ଆଣ୍ଡ ରନ୍’ ନିଷ୍ପତ୍ତିକୁ ଓଡ଼ିଶା ସମେତ ପୂରା ଭାରତରେ ଡ୍ରାଇଭର ମହାସଂଘ ବିରୋଧ କରିଛି। କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଆହୁରି କେତେଦିନ ଯାଏଁ ଜାରି ରହିବ ତାହା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। ତେବେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ରାଜ୍ୟ ଡ୍ରାଇଭର ସଂଘ ଆନ୍ଦୋଳନରୁ ଓହରିବା […]

ଭୁବନେଶ୍ୱର : ଆସନ୍ତା ଜାନୁଆରି ୭ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ଏକାଦଶ ପର୍ଯ୍ୟାୟ ସାଗର ପରିକ୍ରମା କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଡ.ଏଲ୍ ମୁରୁଗନ୍ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରଗତିଶୀଳ ମତ୍ସ୍ୟଜୀବୀ, ବିଶେଷକରି ଉପକୂଳ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀ, ଯୁବ ମତ୍ସ୍ୟ ଉଦ୍ୟୋଗୀ ଆଦି କିଷାନ କ୍ରେଡିଟ୍ […]

ଆଳି: ଶୀତ ଦିନେ ବି ଘାରିଛି ପାଣି ଚିନ୍ତା। ପାଇପରେ ପାଣି ଆସୁ ନଥିବାରୁ ଘରଠାରୁ ଦୂରକୁ ଯାଇ ଧାଡ଼ି ବାନ୍ଧି ପାଣି ଆଣୁଛନ୍ତି ୪୦ ପରିବାର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ପତ୍ରପୁର ପଞ୍ଚାୟତ ଭରତପୁର ଗ୍ରାମର ଏହି ୪୦ ପରିବାର ଶୀତ ଦିନେ ବି ଏଭଳି ସ୍ଥିତିର ସାମନା କରୁଥିବା ବେଳେ ଆଗକୁ ଖରା ଆସିଲେ ସେମାନଙ୍କ ଅବସ୍ଥା କଣ ହେବ ତାହାକୁ ନେଉ ଗ୍ରାମବାସୀଙ୍କ ଚିନ୍ତା […]

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର କାର୍ଯ୍ୟାଳୟ ଆଗରେ ସଫେଇ କର୍ମଚାରୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ମାସିକ ଦରମାରେ ଅନିୟମିତତା, ଦରମାରୁ କଟୁଥିବା ଇପିଫଓର ପ୍ରମାଣ, ସେପ୍ଟି ବୁଟ୍ ଓ ଗ୍ଲୋବସ ଯୋଗାଇଦେବା ଦାବିରେ ୪ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି କର୍ମଚାରୀ। ସେମାନଙ୍କ ଦାବି ପୂରଣ ନହେବାରୁ ଆଜି ଅଫିସ୍ ଫାଟକ ଅମ୍ମୁଖରେ ଅଳିଆ ପକାଇ ଆନ୍ଦୋଳନ କରିଛନ୍ତି ସଫେଇ କର୍ମୀ।୪ ଦିନ ଧରି ଉମରକୋଟ […]

ଭୁବନେଶ୍ୱର: କାର୍ଯ୍ୟକାଳ ଯେତିକି ପୂରି ପୂରି ଆସୁଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ସେତିକି ବିବାଦ‌କୁ ଆସୁଛି। ନିକଟ ଅତୀତରେ ୧ କୋଟି ୬୪ ଲକ୍ଷ ୪ ହଜାର ୮୨୮ ଟଙ୍କା ବିନିମୟରେ ଭିଡିଓ ୱାଲ୍‌ ଲଗାଇ ବିବାଦକୁ ଆସିଥିବା ବିଏସ୍‌ସିଏଲ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ବହୁତଳ କାର୍‌ ପାର୍କିଂରେ ପୂର୍ବରୁ ସିସିଟିଭି ଲାଗିଥିଲା। କିନ୍ତୁ କେତେକ ଜାଗା ସିସିଟିଭିରୁ ଦୂରରେ ରହିଥିବା ଓ ଲିଫ୍ଟ ଭିତରେ ଆବଶ୍ୟକ […]

ଭୁବନେଶ୍ୱର: ହିଟ୍ ଆଣ୍ଡ୍ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଟ୍ରକ୍ ଅପରେଟରମାନଙ୍କ ଧର୍ମଘଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ରହିଛି। ନୂଆ ଆଇନ୍ ଅନୁସାରେ, ଦୁର୍ଘଟଣା ପରେ ସୂଚନା ନଦେଇ ପଳାୟନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଜରିମାନା ହେବ। ଏହାପୂର୍ବରୁ, ଆଇପିସିର ଧାରା ୩୦୪ ଏ ଅନୁଯାୟୀ ଏହି ଦଣ୍ଡ ୨ […]

ଖଣ୍ଡଗିରି: କିଛି ମାସ ପୂର୍ବରୁ ଡୁମୁଡୁମାସ୍ଥିତ ସୁଦର୍ଶନ ଆପାର୍ଟମେଣ୍ଟରେ ଲୋକେ ପାଣି ଟୋପେ ପାଇଁ ଆଉଟୁପାଉଟୁ ହେଉଥିଲେ। ପାନୀୟ ଜଳ ଯୋଗାଣ ଦାବିରେ ବାରମ୍ବାର ରାସ୍ତାକୁ ଓହ୍ଲାଉଥିଲେ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ବର୍ଷା ନଥିବା ଶୁଖିଲା ପାଗରେ ମଧ୍ୟ ୨ ମାସ ହେଲା ସେଠାରେ ପାଣି କାରଣରୁ ରାସ୍ତାଘାଟରେ କାଦୁଅ ପଚପଚ ହେଉଛି। ଏହି ଆପାର୍ଟମେଣ୍ଟକୁ ଯାଇଥିବା ପାଣି ପାଇପ୍‌ ଗୋଟିଏ ସ୍ଥାନରେ ଫାଟି ଯାଇଥିବାରୁ ସେଠାରୁ […]

ସୋନପୁର: ସୋନପୁର ରେଞ୍ଜ ବ୍ରାହ୍ମଣୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବ୍ରାହ୍ମଣୀ ଗାଁର ଯଦୁନାଥ ସୁନା (୭୦)। ସୂଚନା ଅନୁଯାୟୀ, ସୋମବାର ରାତିରେ ଯଦୁନାଥ ନିକଟସ୍ଥ ତେଲନଦୀକୁ ‌ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଦନ୍ତାଟି ଯଦୁନାଥଙ୍କ ଡାହାଣ ଗୋଡ଼କୁ ଦଳି ଦେଇଥିଲା। ବନକର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର […]

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁସ୍ଥିତ ଭୈରବ ଯୁକ୍ତ ତିନି ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷ ଛାତ୍ର ଦୀପକ ଗଣ୍ଡଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ପରେ ଆଜି ଉତ୍ତେଜନା ଦେଖାଯାଇଛି। ଛାତ୍ରଛାତ୍ରୀମାନେ କ୍ଷତିପୂରଣ ଦାବିରେ ନବରଙ୍ଗପୁର-ଉମରକୋଟ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଜିଲ୍ଲାର ଏହି ଦୁଇ ସହରକୁ ଯାତାୟତ ଠପ୍ ରହିଛି।ସୂଚନା ଅନୁସାରେ ଗତ ୩୧ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ନିଜର ଜଣେ ସାଙ୍ଗଙ୍କ ସହିତ ଦୀପକ ଗଣ୍ଡ […]

ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତକୋଇଲି: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏହି ଦୁର୍ଘଟଣାରେ ୪୦ ଆହତ ଓ ୨୦ ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଏଯାଏ ମୃତକମାନଙ୍କର ପରିଚୟ ମିଳିପାରିନି। ଏଣେ କଟକ ଜିଲ୍ଲାପାଳ ନରହରି […]

Social media & sharing icons powered by UltimatelySocial