ଭୁବନେଶ୍ୱର: ବିଶିଷ୍ଟ ଧର୍ମଗୁରୁ ,ଜ୍ୟୋତିର୍ବିଦ,ଵାସ୍ତୁବିତ,ଯୋଗ ଓ ଆଧ୍ୟାକତ୍ମିକ କ୍ଷତ୍ରରେ ଅଖଣ୍ଡ ଜ୍ଞାନର ଅଧିକାରୀ ଆଚାର୍ଯ୍ୟ ଅତୁଲ୍ୟନାଥଜୀ ସମାଜକୁ ସାତମାର୍ଗ ,ସତ୍ଜ୍ଞାନ ଓ ସତ ଦୀକ୍ଷା ପ୍ରଦାନ କରିବା ପାଇଁ ଦେଶବ୍ୟାପୀ ଭ୍ରମଣରେ ବାହାରିଛନ୍ତି |ଗତ ୧୭ ତାରିଖ ସକାଳ ୯ ଘଟିକାରେ ସେ ଓଡିଶା ଅଭିମୁଖେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି | ଭୁବନେଶ୍ୱରସ୍ଥ ଆର୍ଯ୍ୟପାଲେସ ହୋଟେଲର ସଭା କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ […]

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ହେଉଛି ଓଡ଼ିଆ ଜାତିର ଗର୍ବ ଓ ଗୌରବ, ଶ୍ରୀଗୀତଗୋବିନ୍ଦର ସ୍ରଷ୍ଠା ମହାକବି ଶ୍ରୀ ଜୟଦେବଙ୍କର ଆଜି ଜୟନ୍ତୀ। ଏଥିପାଇଁ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀ ଜୟଦେବ ଜୟନ୍ତୀ ପାଳନ ପାଇଁ ଆଜି ସକାଳୁ ପୁରୁଣା ଭୁବନେଶ୍ୱରସ୍ଥିତ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଠାରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଶ୍ରୀ ଜୟଦେବଙ୍କ ଜନ୍ମପୀଠ କେନ୍ଦୁଲି ଅଭିମୁଖେ ଯାତ୍ରା କରିଛି। ରାଜ୍ୟ ସଂସ୍କୃତି […]

ପୁରୁଣା ଭୁବନେଶ୍ୱ: ଆଜିଠାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ୩ ବର୍ଷ ଧରି ସେବାୟତ ବିବାଦକୁ ନେଇ ବନ୍ଦ ରହିଥିବା ଏହି ପରମ୍ପରା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଦେବତ୍ତୋର କମିସନଙ୍କ ରାୟ ପରେ ଏହି ନିଆରା ପରମ୍ପରାକୁ ପାଳନ କରାଯିବା ପାଇଁ ଉଦ୍ୟମ ହେଉଛି। ଶୃଙ୍ଖଳାର ସହ ମାଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତ କିଭଳି ନୀତି […]

ପୁରୁଣା ଭୁବନେଶ୍ୱର: ମନ୍ଦିରମାଳିନୀ ସହର ଭୁବନେଶ୍ୱର ମହାନ ଐତିହ୍ୟକୁ ନେଇ ସମୃଦ୍ଧ। ଏଠାରେ ଥିବା କୀର୍ତ୍ତିିରାଜିକୁ ଦେଖିବା ପାଇଁ ଦୈନିକ ଆସନ୍ତି ହଜାର ହଜାର ପର୍ଯ୍ୟଟକ। ହେଲେ ଏଠାରେ ଥିବା କେତେକ ପୁରାତନ ମନ୍ଦିର ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଆଉ କିଛି ଐତିହ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ଶ୍ରୀଲିଙ୍ଗରାଜ ମନ୍ଦିରରୁ ଗଳୁଛି ପାଣି ବିଶ୍ୱପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିରର ଭୋଗ […]

ଭୁବନେଶ୍ୱର: ଅନୁକୂଳର ଦିନ ଅକ୍ଷୟ ତୃତୀୟାକୁ ନେଇ ଓଡ଼ିଶା ଉତ୍ସବ ମୁଖର ହୋଇଛି। ଅକ୍ଷିମୁଠି ଅନୁକୂଳ ସହ ଚଷା ପୁଅ ଚଳିତ ବର୍ଷର ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ବେଳେ ବିଶେଷକରି ପଶ୍ଚିମ ଓଡ଼ିଶା ଏନେଇ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଏହି ପର୍ବ ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟ ପାଇଁ ଅନେକ ଦୃଷ୍ଟିରୁ ପ୍ରାସଙ୍ଗିକ। ପୌରାଣିକ ପୃଷ୍ଠଭୂମି କୁହେ, ଏହି ନିର୍ଦିଷ୍ଟ ଦିନରେ ଜ୍ଞାନ ଓ […]

ଖଡ଼ଗପୁର: ବେଳେ ବେଳେ ଇତିହାସକୁ ନେଇ ବିଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସେ। ଯାହା ଖୁବ୍‌ ରହସ୍ୟମୟ ଓ ଉତ୍କଣ୍ଠାପୂର୍ଣ୍ଣ। ଏବେ ଐତିହାସିକ ସିନ୍ଧୁ ସଭ୍ୟତାକୁ ନେଇ ଆସିଛି ନୂଆତଥ୍ୟ। ଆଜକୁ ୪,୩୫୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ସିନ୍ଧୁ ସଭ୍ୟତା ୯୦୦ ବର୍ଷ ଧରି ମରୁଡ଼ି ପ୍ରପୀଡ଼ିତ ଥିଲା। ଦୀର୍ଘ ବର୍ଷ ଧରି ମରୁଡ଼ି ଓ ପ୍ରାକୃତିକ ଦୁର୍ବିପାକରେ ଶିକାର ହେବା ଏହି ସଭ୍ୟତା ଧୀରେ ଧୀରେ ବିଲୁପ୍ତ […]

ସମ୍ୱଲପୁର: ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ। ମନ୍ଦିରର ଗର୍ଭଗୃହରେ ମରାମତି କାମ ଆରମ୍ଭ ହୋଇଥିବାରୁ ଗତ ଗୁରୁବର ଦିନଠୁ ମା’ ଙ୍କର ଦର୍ଶନ ବନ୍ଦ ରହିଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗର୍ଭଗୃହର ମରାମତି ଆରମ୍ଭ ହୋଇଛି। ଏହା ସରିବାକୁ ପ୍ରାୟ ୭ ଦିନ ଲାଗିବ। ସେ ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କର ଦର୍ଶନ କରି ପାରିବେ ନାହିଁ। ବିକଳ୍ପ ବ୍ୟବସ୍ଥା ସ୍ୱରୂପ ମା’ ସମଲେଶ୍ୱରୀଙ୍କ ଚଳନ୍ତି ପ୍ରତିମା, […]

ପୁରୀ: ବିପର୍ଯ୍ୟସ୍ତ ସ୍ଥିତିରେ ପର୍ଯ୍ୟଟନ ସହର ପୁରୀ। ପ୍ରବେଶ ପଥ ଅଠରନଳା ନବକଳେବର ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ସୌନ୍ଦର୍ଯ୍ୟକରଣ ଏବଂ ମୂଷାନଈର ଖନନ କାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହାରି ଭିତରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସ୍ଥିତି ଯଥା ପୂର୍ବ ତଥା ପରଂ ହୋଇଛି। ସେପଟେ ଏହାର ପୁନରୁଦ୍ଧାର ପାଇଁ ପ୍ରାଶାସନ ପୁଣି ଥରେ ଯୋଜନା କରୁଥିବା ଜଣାପଡିଛି। ଚାରିଆଡେ କୁଢକୁଢ ଅଳିଆ ଆବର୍ଜନା ସହ […]

ଭୁବନେଶ୍ୱର : ଉଜୁଡ଼ି ଗଲାଣି କଳିଙ୍ଗ ଷ୍ଟୁଡିିଓ। ଅଲୋଡ଼ା ହେଇଗଲାଣି ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଷ୍ଟୁଡିଓ ଭିତରେ ଥିବା ଗାଁ ପରିସର, କୁଡ଼ିଆ ସବୁ ଏବେ ଜଙ୍ଗଲ; ବିପଜ୍ଜନକ ଜନ୍ତୁଙ୍କ ଆଶ୍ରୟସ୍ଥଳ। ରାତିରେ ମଦୁଆ, ଅସାମାଜିକଙ୍କ ଆଡାସ୍ଥଳୀ। ୩୫ ବର୍ଷ ତଳେ ତିଆରି ହୋଇଥିବା ରାଜ୍ୟର ଏକମାତ୍ର ଚଳଚ୍ଚିତ୍ର ପ୍ରସ୍ତୁତି ଓ ବିକାଶ ଅନୁଷ୍ଠାନ ‘କଳିଙ୍ଗ ଷ୍ଟୁଡିଓ’ର ଅବସ୍ଥା ଦିନକୁ ଦିନ ବିକଳାଙ୍ଗ ହୋଇଗଲାଣି। ବହୁ ସୁପର୍‌ହିଟ୍‌ ଓଡ଼ିଆ ଚଳଚ୍ଚିତ୍ର […]

Social media & sharing icons powered by UltimatelySocial