ତିରୁଅନନ୍ତପୁରମ୍ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ କୁ ବୃଦ୍ଧି କରିଛି। ରାଜଭବନ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟରେ କେରଳ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କହିଛି ଯେ ସିଆରପିଏଫ୍ ଯବାନଙ୍କୁ ନେଇ ଜେଡ୍ ପ୍ଲସ୍ ସୁରକ୍ଷା ରାଜ୍ୟପାଳ ଏବଂ ରାଜଭବନକୁ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେରଳ ରାଜଭବନକୁ ଜଣାଇଛି ଯେ ରାଜ୍ୟପାଳ ଏବଂ ରାଜଭବନର […]

ନୂଆଦିଲ୍ଲୀ: ୨୨ ଜଣ ଭାରତୀୟ ଥିବା ବ୍ରିଟିଶ ତୈଳ ଟ୍ୟାଙ୍କର ମାର୍ଲିନ ଲୁଆଣ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଜାନୁଆରି ୨୬ ମଧ୍ୟ ରାତ୍ରରେ ହୁତିମାନଙ୍କ ଦ୍ୱାରା ଏହି ପଣ୍ୟବାହୀ ଜାହଜକୁ ଟାର୍ଗେଟ କରାଯାଇଥିଲା। ଏହି ଜାହାଜରେ ୨୨ ଜଣ ଭାରତୀୟ ଅଛନ୍ତି। ଭାରତୀୟ ନୌସେନା ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ କରୁଛି। ନୌସେନା କହିଛି ଯେ ଜାନୁଆରି ୨୬ ତାରିଖ ରାତିରେ ଏହି ତୈଳ ବୋଝେଇ ଜାହାଜରୁ ଏକ […]

ପଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗ ଦେବାର ସମ୍ଭାବନା ମଧ୍ୟରେ ସରକାର ବଞ୍ଚାଇବାକୁ ଚେଷ୍ଟା ଚଳାଇଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି)। କିନ୍ତୁ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫୋନ ଲଗାଇବାକୁ ଚେଷ୍ଟା କରୁଥିଲେ ବି ନୀତୀଶ ଉଠାଉନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଦୁଇ ଦଳ ମଧ୍ୟରେ ବିଭେଦ ବହୁତ ବଢିଗଲାଣି। ସୂତ୍ରରୁ ପ୍ରକାଶ ଯେ ଲାଲୁ […]

କାନପୁର: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି। ଏକ ଟ୍ରକ ଅଟୋକୁ ଧକ୍କା ଦେବାରୁ ଏଥିରେ ଯାଉଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଅଲହଗଞ୍ଜ ଜାଲାଲାବାଦ ଜାତୀୟ ରାଜପଥରେ ଘଟିଛି। ପୁଲିସର କହିବା ମୁତାବକ ସ୍ଥାନୀୟ ଦମଗାଢ଼ ଗ୍ରାମର ୧୨ ଜଣ ଶ୍ରଦ୍ଧାଳୁ […]

ନୂଆଦିଲ୍ଲୀ: ଭାରତର ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ (ଡିଜିସିଏ) ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୧.୧୦ କୋଟି ଟଙ୍କା ଜରିମାନା ଲଗାଇଛି। ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ସୁରକ୍ଷା ରିପୋର୍ଟ ପ୍ରଦାନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିମାନ ନିୟାମକ ପକ୍ଷରୁ ସୂଚନା ମିଳିଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିସିଏ ରିପୋର୍ଟ ପାଇବା ପରେ ଏହାକୁ ନେଇ ଜେର୍‌‌ସୋର୍‌ରେ ତଦନ୍ତ କରିଥିଲା। କେବଳ […]

ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ଶିଳ୍ପପତିଙ୍କୁ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୂରା ପରିବାର ସହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ପୂରା ପରିବାର କଡ଼ା ସୁରକ୍ଷାର ସହ ବିମାନବନ୍ଦରରୁ ଯାଇ ମନ୍ଦିରରେ ପହଞ୍ଚିଥିଲେ। ମୁକେଶଙ୍କ ସହ ତାଙ୍କ ପତ୍ନୀ ନୀତା ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ଜ୍ୱାଇଁ ଆନନ୍ଦ ପରିମଲ, ପୁଅ ଆକାଶ ଓ ଅନନ୍ତ […]

ଅଯୋଧ୍ୟା: ଗତକାଲି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲାଯାଇଛି। ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଦୈନିକ ଦୁଇଟି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ଦ୍ୱାର ଖୋଲା ରହିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ଏବଂ ତା’ପରେ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ମଧ୍ୟରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ। ଅର୍ଥାତ ଏହି ସମୟ ମଧ୍ୟରେ ଶ୍ରଦ୍ଧାରୁ ରାମଲଲାଙ୍କ ଦର୍ଶନ ପାଇଁ […]

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ସୌରଶକ୍ତି ଯୋଜନା ଘୋଷଣା କରିଛନ୍ତି। ଏହାର ନାଁ ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ପିଏମ ମୋଦୀଙ୍କ ଘୋଷଣା ଅନୁଯାୟୀ, ଏକ ଯୋଜନା ଅଧୀନରେ ୧ କୋଟି ଘରେ ଛାତ ଉପରେ ସୋଲାର ପ୍ୟାନେଲ୍ ରହିବ। ଏହା ଫଳରେ ଦେଶର ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ବିଜୁଳି ବିଲ୍ ହ୍ରାସ କରିବାକୁ […]

ଅଯୋଧ୍ୟା: ଭଗବାନ ରାମଲଲ୍ଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ସାମ୍ନାକୁ ଆସିଛି ଭଗବାନ ରାମଙ୍କର ଆକର୍ଷଣୀୟ ବିଗ୍ରହ। ଭଗବାନ ରାମଙ୍କ ମୂର୍ତ୍ତିକୁ ଅତ୍ୟନ୍ତ ଆକର୍ଷଣୀୟ ଅଳଙ୍କାରରେ ସଜାଯାଇଛି। ଆସନ୍ତୁ ଜାଣିବା ଏହି ଅଳଙ୍କାର ତିଆରିରେ କେଉଁ ରତ୍ନପଥର ବ୍ୟବହାର କରାଯାଇଛି ଏବଂ ବଜାରରେ ଏହି ରତ୍ନର ମୂଲ୍ୟ କେତେ। ଭଗବାନ ଶ୍ରୀରାମଙ୍କ ବିଗ୍ରହକୁ ଧ୍ୟାନର ସହ ଦେଖିଲେ ଆପଣ ଜାଣିପାରିବେ ଯେ ତାଙ୍କୁ ସଜାଇବା ପାଇଁ ଅତ୍ୟନ୍ତ ଦିବ୍ୟ ଓ […]

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଦେଶବାସୀ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବଡ଼ ଉତ୍ସବ ପାଇଁ […]

Social media & sharing icons powered by UltimatelySocial