ଭୁବନେଶ୍ବର: ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଡିସିପିଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି। ଅକ୍ଟୋବର ୧୨ ତାରିଖ (ଆଜି) ସୁଦ୍ଧା ବର୍ତ୍ତମାନର ଅନୁସନ୍ଧାନ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ।ଉଲ୍ଲେଖଯୋଗ୍ୟ, ଜୁଲାଇ ୨ ତାରିଖରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା […]

ବରବାଦ୍‌ ହୋଇଯିବ ନେତାଙ୍କ ଭବିଷ୍ୟତ ଭୁବନେଶ୍ୱର: ନଗ୍ନ ଭିଡିଓ ଭାଇରାଲ୍‌ କରିବାର ଧମକରେ ବଡ଼ବଡ଼ିଆଙ୍କୁ ବ୍ଲାକ୍‌ମେଲିଂ କରିଥିବା ଅର୍ଚ୍ଚନା ନାଗ୍‌ ଗିରଫ ମାମଲା ଏବେ ରାଜ୍ୟ ରାଜନୀତିକୁ ହଲ୍‌ଚଲ୍‌ କରିରଖିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅର୍ଚ୍ଚନା ଅଳିନ୍ଦରେ ଅତିଥି ହୋଇଥିବାର ଫଟୋ ଓ ଭିଡିଓ ଏବେ ସମଗ୍ର ରାଜ୍ୟରେ ଭାଇରାଲ୍ ହେବାରେ ଲାଗିଛି। ଏହି ଯୌନ ବ୍ୟଭିଚାର ପ୍ରସଙ୍ଗକୁ ନେଇ ରାଜନୈତିକ ଦଳଗୁଡ଼ିକ ଭିତରେ ଚାପା ଅସନ୍ତୋଷ ସୃଷ୍ଟି […]

ଭଦ୍ରକ: ବହୁଚର୍ଚ୍ଚିତ ମାନସ ସ୍ବାଇଁ ଅପହାରଣ ଓ ହତ୍ୟା ମାମଲାର ଆଜି କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୬ ଜଣ ଅପରାଧିଙ୍କୁ ଜେଲରୁ କଡାସୁରକ୍ଷା ମଧ୍ୟରେ ଭଦ୍ରକ ଜିଲ୍ଲା ଜଜଙ୍କ ଅଦାଲତରେ ହାଜର କରାଯାଇ କ୍ରାଇମ ବ୍ରାଞ୍ଚ ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ଚାର୍ଜ ଫ୍ରେମ ହୋଇଛି। ପ୍ରକାଶଥାଉ କି କ୍ୟାମେରାମେନ ମାନସ ସ୍ବାଇଁଙ୍କୁ ଚାନ୍ଦବାଲି ପଳାସପୁର ଗ୍ରାମରୁ ଅପହରଣ କରି […]

ରାଉରକେଲା : ସେକ୍ଟର-୧୬ ଇସ୍ପାତ କଲେଜ ନିକଟସ୍ଥ ଖଟଲବସ୍ତିରେ ପାଣିକୁ ନେଇ ଦୁଇ ଭଉଣୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୨ ଭଉଣୀଙ୍କୁ ଆରଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ବସ୍ତିରେ ଦୁଇ ଭଉଣୀ ପରିବାର ସହ ରହନ୍ତି। ଅନ୍ୟ ଏକ ପରିବାରରେ ଜଣେ ବିଧବା ମହିଳାଙ୍କ ସହ ତାଙ୍କର ୪ଝିଅ ରହନ୍ତି। କୂଅରୁ ପାଣି ନେବାକୁ ନେଇ ପଡୋଶୀ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ଦୁଇ […]

ଭୁବନେଶ୍ୱର: ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ। ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଏକକାଳୀନ ୬ଟି ସ୍ଥାନରେ କରାଯାଉଛି। କଟକ ସିଡିଏ ସେକ୍ଟର-୭ରେ ଥିବା ୩ ମହଲା ଘର, ସାଲେପୁର ଚମ୍ପତିପାଟଣାରେ ଥିବା ପୈତୃକ ଘର, ଜଟଣୀ କଣ୍ଟିଲୋରେ ଥିବା ସୃଷ୍ଟି ପ୍ଲାଜାରେ ରେଡ୍ […]

ବଲାଙ୍ଗୀର: ଦାଦନ ନେବାକୁ ଆସିଥିବା ଇଟାଭାଟିମାଲିକଙ୍କୁ ଜୁଆଡ଼ି ସଜାଇଥିଲା କଣ୍ଟାବାଞ୍ଜି ପୁଲିସ। ଆଉ ଏସବୁର ମାଷ୍ଟରମାଇଣ୍ଡ ଥିଲେ ତତ୍କାଳୀନ ଏସ୍‌ଡିପିଓ ହୃଷୀକେଶ ମେହେର। ଏସ୍‌ଡିପିଓ ରାତି ଉଜାଗର ରହି ଜବତ ଟଙ୍କାରୁ ଲକ୍ଷ ଲକ୍ଷ ହଡ଼ପ କରିଥିଲେ। ଆଉ ଏବେ ଏବେ ଟଙ୍କା ହଡ଼ପ କରି ବିବାଦରେ ଥିବା ତତ୍କାଳୀନ ଏସ୍‌ଡିପିଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ନିଲମ୍ବନ ସମୟରେ ସେ ନୟାଗଡ଼ ଏସ୍‌ପିଙ୍କୁ ରିପୋର୍ଟ କରିବେ। ଗତ […]

କଟକ: କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଏସିଡ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସାମାନ୍ୟ ବଚସାରୁ ଏହି ଘଟଣା ଘଟିଥିବା ସୂଚନା। ଏହି ଘଟଣାରେ ବାଲୁବଜାର ଅଞ୍ଚଳର ସତ୍ୟବାନ୍ ସାହୁ (୧୯) ଓ ତାଙ୍କର ସହଯୋଗୀ ଆହତ ହୋଇ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଚାନ୍ଦିନୀଚୌକ ଅଞ୍ଚଳରେ ଦିନ […]

ପ୍ରଶାସନର ଅବହେଳାକୁ ଦାୟୀ କଲା କଂଗ୍ରେସ ଓ ବିଜେପି ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ରାଙ୍ଗାପାରୁ ଆବାସିକ ଉଚ୍ଚବିଦ୍ୟାଳୟରେ ସପ୍ତମଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଓ ପୁତ୍ର ସନ୍ତାନ ପ୍ରସବର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ନାବାଳିକାର ମୃତ୍ୟୁ ହେବା ଘଟଣାକୁ ନେଇ ଏବେ କଂଗ୍ରେସ ଓ ବିଜେପି ପ୍ରତିବାଦର ସ୍ବର ଉତ୍ତୋଳନ କରିଛନ୍ତି। ଅନ୍ୟାୟର ଶିକାର ହୋଇଥିବା ଜଣେ ଅନୁସୂଚିତ ଜନଜାତି ବର୍ଗର ନାବାଳିକାର ପରିବାର […]

ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଗୁଜୁରାଟ ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ଶନିବାର ଆରବ ସାଗରରେ ଥିବା ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମବିଏଲ) ନିକଟରେ ଅଲ ସାକର ନାମକ ଏକ ପାକିସ୍ତାନୀ ବୋଟକୁ ଜବତ କରିଛି। ଏଟିଏସ୍ ଏବଂ ଆଇସିଜି ଏହି ଡଙ୍ଗାରୁ ୩୫୦ କୋଟି ଟଙ୍କା ମୂଲ୍ୟର ୫୦ କିଲୋଗ୍ରାମ ହେରୋଇନ୍ ଜବତ କରିବା ସହ ୬ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ। ଏହି […]

୮୬ ହଜାର ଟଙ୍କା, ୧୧ମୋବାଇଲ୍‌, ୭୦ ସିମ୍‌, ୨୩ ଏଟିଏମ୍‌ କାର୍ଡ ଜବତ, ୧୨ ଆକାଉଣ୍ଟ ସିଜ୍‌ ଭୁବନେଶ୍ବର: ଏସକର୍ଟ ସର୍ଭିସ ନାଁରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ। ଯିଏ ପାଲରେ ପଡ଼ିଲା କ୍ଷଣକରେ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଲୁଟୁଥିଲେ। ଅନ୍‌ଲାଇନ୍‌ରେ ଏଭଳି ମାୟା ଜାଲ ବିଛାଇଥିବା ଏକ ସାଇବର ଠକ ଗ୍ୟାଙ୍ଗକୁ ସାଇବର ଥାନା ପୁଲିସ କାବୁ କରିଛି। ଗ୍ୟାଙ୍ଗର ଲେଡି କୁଇନ୍‌, […]

Social media & sharing icons powered by UltimatelySocial