ନକଲି ଡାକ୍ତର ରମେଶ ଠକେଇ ମାମଲା : ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ କମିସନରେଟ୍ ପୁଲିସ୍

ନକଲି ଡାକ୍ତର ରମେଶ

ଭୁବନେଶ୍ୱର: ନକଲି ଡାକ୍ତର ସାଜି ଲୋକଙ୍କୁ ଠକିଥିବା ରମେଶ ସ୍ୱାଇଁଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ରାଜ୍ୟ ବାହାରକୁ ଯିବ କମିସନରେଟ୍ ପୁଲିସ। ରମେଶଙ୍କ ନାଁରେ ବିଭିନ୍ନ ଥାନାରେ ୧୪ରୁ ଅଧିକ ମାମଲା ରହିଛି। ବିବାହ କରି ଠକେଇ, ଚାକିରି କରେଇ ଦେବା ନାରେ ଠକେଇ , କୋଭିଡ ମ୍ୟାନେଜମେଣ୍ଟରେ ବି ଅନେକ ଲୋକଙ୍କୁ ଠକିଛନ୍ତି ରମେଶ। ବର୍ତ୍ତମାନ ସୁଦ୍ଧା ଦେଢ଼ କୋଟି ଟଙ୍କାର ଠକେଇ ଅଭିଯୋଗ ରମେଶଙ୍କ ନାଁରେ। ବ୍ୟାଙ୍କ କର୍ମଚାରୀଙ୍କ ସହ ଚାଟାର୍ଡ ଆକାଉଣ୍ଟାଣ୍ଟ, ସାଇବର ଅଧିକାରୀମାନେ ପିଙ୍କ ଟିମକୁ ତଦନ୍ତରେ ସହଯୋଗ କରିବେ।

Share Now:

Kalinga News Beuro

Next Post

ମାର୍ଚ୍ଚ ୨୬ରୁ ଆଇପିଏଲ୍‌: ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବାକୁ ଫ୍ରାଞ୍ଚାଇଜ୍‌ଙ୍କ ବିରୋଧ

Fri Feb 25 , 2022
ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ଗୁରୁବାର ସଂଧ୍ୟାରେ ଭର୍ଚୁଆଲ୍‌ରେ ଆୟୋଜିତ ଆଇପିଏଲ୍‌ ପରିଚାଳନା ପରିଷଦ (ଜିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ମଧ୍ୟ ମୁମ୍ବାଇରେ ୫୫ ଏବଂ ପୁଣେରେ ୧୫ ମ୍ୟାଚ୍‌ ଖେଳାଯିବା ଉପରେ ମୋହର ବାଜିଥିଲା। ମୁମ୍ବାଇସ୍ଥିତ ୱାଙ୍ଖଡେରେ ୨୦, ବ୍ରାବର୍ଣ୍ଣରେ ୧୫ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ୨୦ ଏବଂ ପୁଣେସ୍ଥିତ ଏମ୍‌ସିଏ ଷ୍ଟାଡିୟମରେ ୧୫ […]
ମାର୍ଚ ୨୬ରୁ ଆଇପିଏଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial