ଇଡେନ୍‌ରେ ଇତିହାସ ରଚିଲା ଭାରତ

କୋଲକାତା : ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ପ୍ରଥମ ଦିବା ରାତ୍ର ଟେଷ୍ଟ୍‌କୁ ଭାରତ ଗୋଟିଏ ପାଳି ଓ ୪୬ ରନ୍‌ରେ ଜିତି ନେଇଛି। ଏହି ମାଇଲଖୁଣ୍ଟ ମ୍ୟାଚ୍‌କୁ ଅଢ଼େଇ ଦିନରୁ କମ୍ ସମୟ ଭିତରେ ଜିତି ବାଂଲାଦେଶ ବିପକ୍ଷ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି ବିରାଟ ବାହିନୀ। ଗୋଲାପି ଟେଷ୍ଟ୍‌ର ମାନ୍ୟତା ଲାଭ କରିଥିବା ଏହି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ବି ଏକାଧିକ ଅଭିନବ କୀର୍ତ୍ତିମାନ କରିଛି।

Share Now:

Kalinga News Beuro

Leave a Reply

Next Post

ଇସ୍କନ୍‌ ମନ୍ଦିର ପରିସରରୁ ଝୁଲନ୍ତା ଶବ ଜବତ, ହତ୍ୟା ସନ୍ଦେହ

Mon Nov 25 , 2019
ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଇସ୍କନ୍‌ ମନ୍ଦିରରେ ଥିବା ଶୌଚାଳୟ ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି। ତାଙ୍କ ନାଁ ବାବୁ ସାହୁ। ନିଜ ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ ବାଲିସାହିରେ। ଏଠାରେ ସେ ଇସ୍କନ୍‌ ମନ୍ଦିର ପରିସରରେ ରହିବା ସହ ମନ୍ଦିରର ରେସ୍ତୋରାଁରେ ରୋଷେୟା ଭାବେ କାମ କରୁଥିଲେ। ତେବେ ଯେଉଁ ପରିସ୍ଥିତିରେ ତାଙ୍କ ଶବ ଜବତ କରାଯାଇଛି, ତାହାକୁ ନେଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial