ଲଣ୍ଡନ : ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍‌-୨ଙ୍କ ପତି ପ୍ରିନ୍ସ ଫିଲିପ୍‌ଙ୍କର ଆଜି ୯୯ ବର୍ଷ ବୟସରେ ପରଲୋକ ହୋଇଛି। ବକିଂହାମ୍‌ ପ୍ୟାଲେସ୍‌ ଦ୍ବାରା ଆଜି ଏକ ବିବୃତି ଜାରିକରି କୁହାଯାଇଛି, ‘ଡ୍ୟୁକ୍‌ ଅଫ୍‌ ଏଡିନ୍‌ବର୍ଗ’ ପ୍ରିନ୍ସ ଫିଲିପ୍‌ ଆଜି ସକାଳେ ୱିଣ୍ଡ୍‌ସର କେସଲ୍‌ରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମହାରାଣୀଙ୍କୁ ସେ ଦୀର୍ଘ ୬୯ ବର୍ଷ ଧରି ସମର୍ଥନ ଓ ସହଯୋଗ କରିଛନ୍ତି। ୨୦୧୭ରେ ସେ ବ୍ରିଟିଶ୍‌ ରାଜକୀୟ ସେବାରୁ […]

ସିଓଲ୍‌: ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଉତ୍ତର କୋରିଆ ଜାପାନ ଏବଂ ଆଖପାଖ ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦର କାରଣ ହୋଇଥିବା କଥା ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଡ଼େ ସୁଗା କହିଛନ୍ତି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ସଂକ୍ରାନ୍ତ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖିବାକୁ ଓ୍ଵାସିଂଟନ୍‌ ଏବଂ ସିଓଲ୍‌କୁ ଟୋକିଓ ସହଯୋଗ କରିବ ବୋଲି ମଧ୍ୟ ସେ କହିଛନ୍ତି। ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ କହିଛନ୍ତି […]

ଓ୍ଵାସିଂଟନ୍‌: ବୈଶ୍ୱିକ ବ୍ୟବସ୍ଥାକୁ ସମ୍ମାନ ଦିଅ ନତୁବା ଭୟାବହ ବିଶ୍ୱର ସମ୍ମୁଖୀନ ହେବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍‌କୁ ଚେତାବନୀ ଦେଇଛି। ସିନ୍‌ଜିଆଙ୍ଗ୍‌, ହଙ୍ଗ୍‌କଙ୍ଗ୍‌ ଏବଂ ତାଇଓ୍ଵାନ୍‌ ଅଞ୍ଚଳରେ ଚୀନ୍‌ ଚଳାଇଥିବା କାର୍ଯ୍ୟକଳାପ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ସାଇବର୍‌ ଆକ୍ରମଣ ତଥା ତା’ର ମିତ୍ରରାଷ୍ଟ୍ରମାନଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି କରିବା ଆନ୍ତର୍ଜାତିକ ସମ୍ପର୍କକୁ ବିଗାଡୁଛି ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ […]

ଲଣ୍ଡନ: ଆଣ୍ଟାର୍କଟିକାର ମୂଳ ହିମଶୈଳରୁ ଗତ ଶୁକ୍ରବାର ଏକ ବିରାଟ ବରଫ ଖଣ୍ଡ ଛିଣ୍ଡି ଖସିଆସିଥିବା ବ୍ରିଟିସ ଆଣ୍ଟାର୍କଟିକ୍ ସର୍ଭେ(ବାସ୍‌)ର ଗବେଷକମାନେ ଘୋଷଣା କରିଛନ୍ତି। ଦୀର୍ଘ ୪୯୦ ବର୍ଗ କିମି ପରିମିତ ଏହି ବରଫ ଖଣ୍ଡ ନ୍ୟୁୟର୍କ ସହର(୩୦୨ ବର୍ଗ କିମି) ଠାରୁ ମଧ୍ୟ ଆୟତନରେ ଯଥେଷ୍ଟ ବଡ଼ ହେବ ବୋଲି ସେମାନେ ଆକଳନ କରିଛନ୍ତି। ଏଥି ଯୋଗୁଁ ମୂଳ ବରଫାଞ୍ଚଳରେ ଶହ ଶହ ମିଟରର ଫାଟ ସୃଷ୍ଟି ହୋଇଛି। […]

ୱାଶିଂଟନ୍‌: ମିଆଁମାର୍‌ ସାମରିକ ଶାସନ ବିରୋଧରେ ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେଡ଼୍‍ ନୂଆ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ କି, ସେନାବାହିନୀ ଏହି ଦକ୍ଷିଣଏସୀୟ ରାଷ୍ଟ୍ରର ଶାସନ କ୍ଷମତା ଅକ୍ତିଆର କରିବା ସହ ଦେଶର ପ୍ରକୃତ ନେତ୍ରୀ ଅଙ୍ଗ୍‌ ସୁ ଚି ଏବଂ ଅନ୍ୟ ବରିଷ୍ଠ ରାଜନେତାଙ୍କୁ ବନ୍ଦୀ କରିଛି। ବାଇଡେନ୍‌ କହିଛନ୍ତି ଯେ, ସେ ଜାରି କରିଥିବା ଆଦେଶ ଯୋଗୁଁ ମିଆଁମାରର ଜେନେରାଲ୍‌ମାନେ ଯୁକ୍ତରାଷ୍ଟ୍ର ଆମେରିକାରୁ ମିଳୁଥିବା […]

ଲଣ୍ଡନ୍‌: ଉତ୍ତରାଖଣ୍ଡରେ ଭାସମାନ ତୁଷାରଖଣ୍ଡ (ଗ୍ଲାସିଆ) ଧସିପଡ଼ିବାଜନିତ ବନ୍ୟା ବିତ୍ପାତ ଘଟଣାରେ ଭାରତକୁ ସାହାଯ୍ୟ କରିବା ଲାଗି ରବିବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି। ଟୁଇଟ୍‌ କରି ଜନ୍‌ସନ୍‌ କହିଛନ୍ତି, ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟାଜନିତ ଅଘଟଣରେ ଭାରତକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଇଂଲଣ୍ଡ୍‌ ପ୍ରସ୍ତୁତ। ସେ ଲେଖିଛନ୍ତି, ଉତ୍ତରାଖଣ୍ଡରେ ତୁଷାରଖଣ୍ଡ ଧସି ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ମୁକାବିଲା କରୁଥିବା ଉଦ୍ଧାରକାରୀ କର୍ମୀ ଓ ଭାରତବାସୀଙ୍କ […]

ନେପିୟିତ: ମିଆଁମାର୍‌ ସେନା ପାହାନ୍ତିଆ ଚଢ଼ାଉ କରି ମିଆଁମାର୍‌ର ନେତ୍ରୀ ଅଙ୍ଗ୍‌ ସାନ୍‌ ଚିୟି ଏବଂ ଶାସକ ଦଳର ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଅଟକ ରଖିଥିବା କଥା ସୋମବାର ଦିନ ଶାସକ ‘ନ୍ୟାସ୍‌ନାଲ୍‌ ଲିଗ୍‌ ଅଫ୍‌ ଡିମୋକ୍ରାସି’ର (ଏନ୍‌ଏଲ୍‌ଡି) ଜଣେ ମୁଖପାତ୍ର କହିଛନ୍ତି। ବେସାମରିକ ସରକାର ଏବଂ ଶକ୍ତିଶାଳୀ ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର କିଛି ଦିନ ପରେ ଏ ଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଗତ […]

ୱାସିଂଟନ୍‌: ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗରେ ବାଇଡେନ୍‌ ପ୍ରଶାସନ ୪ଜଣ ଭାରତୀୟ-ଆମେରିକୀୟଙ୍କୁ ବରିଷ୍ଠ ପଦବୀରେ ନିଯୁକ୍ତି ଦେଇଛି। ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଏହି ବିଭାଗରେ ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ ନିଯୁକ୍ତି ମିଳିଛି। ସେହିଭଳି, ତନ୍ୟା ଦାସଙ୍କୁ ‘ଅଫିସ୍‌ ଅଫ୍‌ ସାଇନ୍‌ସ୍‌’ର ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’, ନାରାୟଣ ସୁବ୍ରମଣିଆନ୍‌ଙ୍କୁ ’ଜେନେରାଲ୍‌ କାଉନ୍‌ସେଲ୍‌’ଙ୍କ କାର୍ଯ୍ୟାଳୟରେ ଆଇନଗତ ପରାମର୍ଶଦାତା ଏବଂ ସୁଚି ତଲତିଙ୍କୁ ‘ଜୀବାଶ୍ମ ଶକ୍ତି’ କାର୍ଯ୍ୟାଳୟର ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ […]

ତାଇପେଇ : ଆମେରିକାରେ କ୍ଷମତା ପରିବର୍ତ୍ତନ ଉପରେ ସମଗ୍ର ବିଶ୍ବର ଦୃଷ୍ଟି ରହିଥିବାବେଳେ ଚୀନ ନିଜର କ୍ଷୁଦ୍ର ପଡ଼ୋଶୀ ଦେଶ ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଏହା ଫଳରେ ଆମେରିକା ନୌସେନା ସକ୍ରିୟ ହୋଇଉଠିଛି। ତାଇୱାନକୁ ସହାୟତା କରିବାକୁ ଆମେରିକା ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରିଛି। ୟୁଏସ ଇଣ୍ଡୋ-ପାସିଫିକ କମାଣ୍ଡ ପକ୍ଷରୁ କୁହାଯାଇଛି, ‘ସମୁଦ୍ରର ସ୍ବାଧୀନତା ରକ୍ଷା’ […]

ବାପା ଦେଇଥିବା ଶିକ୍ଷା ଆଣିଲା ସଫଳତା ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ। ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍। ୱାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟଲରେ ଆମେରିକୀୟ ସୁପ୍ରିମ୍ କୋର୍ଟର ମୁଖ୍ୟବିଚାରପତି ଜନ୍ ରବର୍ଟସ ନବନିଯୁକ୍ତ ରାଷ୍ଟ୍ରପତି ବାଇଡେନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବେ ହ୍ବାଇଟ୍ ହାଉସକୁ ପ୍ରବେଶ କରିଛନ୍ତି ବାଇଡେନ୍। ୧୯୪୨ ମସିହାରେ […]

Social media & sharing icons powered by UltimatelySocial