ଭୁବନେଶ୍ୱର: ଆଉ ଗରିବଙ୍କ ଖାଦ୍ୟ ହୋଇ ରହିନାହିଁ ବାଇଗଣ ଭର୍ତ୍ତା। ରାଜଧାନୀର ଖୁଚୁରା ବଜାରରେ ଏହାର ଦର ୧୦୦ ଟଙ୍କା ଟପି ଯାଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣରେ ଫସଲ ନଷ୍ଟ ଯୋଗୁଁ ଆବଶ୍ୟକତା ତୁଳନାରେ ବାଇଗଣ ମିଳୁ ନାହିଁ। ତେଣୁ ଏହାର ଦର ଆକାଶ ଛୁଆଁ ହୋଇଥିବା କହିଛନ୍ତି ଭୁବନେଶ୍ୱର ପରିବା ବ୍ୟବସାୟୀ ସଂଘର କବିରାଜ ସ୍ୱାଇଁ। ଉଲ୍ଲେଖନୀୟ ଯେ ରାଜଧାନୀ […]
ବାଣିଜ୍ୟ
ନୂଆଦିଲ୍ଲୀ: ଭାରତ ଉପରେ ବିଦେଶୀ କମ୍ପାନୀଗୁଡିକର ବିଶ୍ୱାସ ବଢ଼ିବାରେ ଲାଗିଛି। ଆଉ ସେଥିପାଇଁ ଟେକ୍ନୋଲୋଜି ଏବଂ ଇଲେକ୍ଟ୍ରୋନିକ୍ସ ଦୃଷ୍ଟିରୁ ଦୁନିଆର ହବ କୁହାଯାଉଥିବା ଜାପାନର ସବୁଠୁ ବଡ କମ୍ପାନୀ ଖୁବ ଶୀଘ୍ର ଭାରତକୁ ଆସିବ। ଏହା ଚୀନ୍ ପାଇଁ ଏକ ବଡ ଝଟକା ହେବ କାରଣ ଏହାର ଭୁଲ ନୀତି ହେତୁ ବଡ କମ୍ପାନୀଗୁଡିକ ଚୀନରୁ ଦୂରେଇବା ଆରମ୍ଭ କରି ଦେଇଛନ୍ତି। ଏଥି ସହିତ ବିଦେଶୀ କମ୍ପାନୀମାନେ ଭାରତକୁ ବିକଳ୍ପ […]
୪ କୋଟିର ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ଉଠାଇବା ଲାଗି ମାଗୁଛି ୩ କୋଟି ଭୁବନେଶ୍ବର: କ୍ରିକେଟ ବିଶ୍ବକପ୍ ଆରମ୍ଭ ହୋଇ ଶେଷ ହୋଇଗଲାଣି। କିନ୍ତୁ ତା’ର ଅନେକ ପୂର୍ବରୁ ରାସ୍ତା ମଝିରୁ ଖୁଣ୍ଟ ଉଠାଇବା ମାମଲାରେ ଟିପିସିଓଡିଏଲ୍ର ଲମ୍ବା ଖେଳ ଏଯାଏ ଜାରି ରହିଛି। ବିଦ୍ୟୁତ୍ ଖୁଣ୍ଟ ଉଠୁ ନଥିବାରୁ କିଭଳି ସମସ୍ୟା ଉପୁଜୁଛି, ତାହା ରାଜଧାନୀର ଏକାଧିକ ସ୍ଥାନରେ ଦେଖିବାକୁ ମିଳିଛି। ଏମିତିକି ରାସ୍ତା ନିର୍ମାଣ କରୁଥିବା ସଂପୃକ୍ତ […]
ନୂଆଦିଲ୍ଲୀ: ପିଆଜ ଦରକୁ ନେଇ ଏବେ ସାରା ଦେଶରେ ଖାଉଟି ଚିନ୍ତାରେ ପଡ଼ିଯାଇଛନ୍ତି। ଦେଶର କେତେକ ସହରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାର ଏହାକୁ ନେଇ କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା ବଢିଯାଇଛି। କିନ୍ତୁ ଆଗାମୀ ମାସେ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା କମ ବୋଲି ବିଶେଷଜ୍ଞମାନେ କହିଛନ୍ତି।ଇକନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆସନ୍ତା ଅତି କମରେ […]
ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଖୁଚୁରା ପିଆଜ ଦର କିଲୋ ପିଛା ହାରାହାରି ୫୭ ପ୍ରତିଶତ ବୃଦ୍ଧି ପାଇ ୪୭ ଟଙ୍କାରେ ପହଞ୍ଚିଛି। ହାଣ୍ଡିଶାଳର ସବୁଠୁ ଦରକାରୀ ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି। ଏପରିସ୍ଥିତିରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଖୁଚୁରା ବଜାରରେ ବଫର ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ବିକ୍ରି ବୃଦ୍ଧି କରିବାକୁ ଶୁକ୍ରବାର ନିଷ୍ପତ୍ତି […]
ଭୁବନେଶ୍ୱର: ଆସନ୍ତା ୨୦ ତାରିଖ, ଅର୍ଥାତ୍ ଶୁକ୍ରବାର ଠାରୁ ଭୁବନେଶ୍ବରରେ ପରିବା ବିକ୍ରି ବନ୍ଦ ରହିବା ନେଇ ରାଜଧାନୀ କଞ୍ଚା ପରିବା ମହାସଂଘ ଚେତାବନୀ ଦେବା ପରେ ତନାଘନା ହୋଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟବସାୟ ବନ୍ଦ ହେବାକୁ ଚେତାବନୀ ଦିଆଯାଇଥିବାରୁ ଛୋଟ ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି। ପ୍ରତ୍ୟେକ ଦିନ ଗ୍ରାହକ ଏହି ପରିବା କିଣୁଥିବା ବେଳେ ଛୋଟ ଛୋଟ ବ୍ୟବସାୟୀ ଏହି ବେପାରରୁ ପରିବାର […]
ଭୁବନେଶ୍ୱର: ଦୀର୍ଘ ୬ ଦିନ ପରେ ୟୁନିଟ୍-୧ ହାଟ ଅକ୍ଟୋବର ୪ ତାରିଖ (ବୁଧବାର) ଠାରୁ ଖୋଲିବ। ୟୁନିଟ୍-୧ ହାଟରେ ପୁଣି ଥରେ ଦୋକାନୀ ଓ ଗ୍ରାହକଙ୍କ ଭିଡ଼ ଜମିବ। ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ ହେବ। ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି ଦେଖିବାକୁ ମିଳୁଛି।ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ୱାଇଁ […]
ଗ୍ରାହକ ହନ୍ତସନ୍ତ, ବେଫିକର ବିଏମ୍ସି ଭୁବନେଶ୍ୱର: ୧ ନମ୍ବର ହାଟ ଚତୁଃପାର୍ଶ୍ଵରୁ ଜବରଦଖଲ ହଟାଇବା ଦାବିରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ୟୁନିଟ୍-୧ ହାଟକୁ ବନ୍ଦ ରଖିଛି। ଶତାଧିକ ବ୍ୟବସାୟୀ ଦୋକାନ ବନ୍ଦ କରି ହାଟ ସମ୍ମୁଖରେ ଗତ କାଲି ଠାରୁ ଧାରଣା ଦେଇଛନ୍ତି। ଫଳରେ ଏଠାରେ ଦୈନିକ ବ୍ୟବସାୟ ହେଉଥିବା ୫ରୁ ୬ କୋଟି ଟଙ୍କାର କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏଣେ ପାର୍ବଣ ଋତୁ ହୋଇଥିବାରୁ […]
ଉଭୟ ଗ୍ରାହକ ଓ ବ୍ୟବସାୟୀ ହତାଶ ଭୁବନେଶ୍ୱର: ଭେଣ୍ଡିଂ ଜୋନ୍ ଓ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ୟୁନିଟ୍-୧ ହାଟ) ବିବାଦ ଉଗ୍ରରୂପ ନେଇଛି। ଭେଣ୍ଡିଂ ଜୋନ୍ ବ୍ୟବସାୟୀମାନେ ମାଡ଼ି ବସିଥିବା ଅଞ୍ଚଳ ଉଚ୍ଛେଦ ଦାବିରେ ୟୁନିଟ୍-୧ ହାଟକୁ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛି। ବ୍ୟବସାୟୀମାନେ ପୂର୍ବାହ୍ନରେ ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ୟୁନିଟ୍-୧ ହାଟ ସମ୍ମୁଖରେ […]
ତୂତୁକୁଡ଼ୀ: ଭୁଲ୍କ୍ରମେ ଚେନ୍ନାଇର ଜଣେ ‘କ୍ୟାବ୍’ ଡ୍ରାଇଭର୍ଙ୍କ ଆକାଉଣ୍ଟ୍ରେ ୯,୦୦୦ କୋଟି ଟଙ୍କା ଜମା ହୋଇଯିବା ଘଟଣାର କିଛି ଦିନ ପରେ ‘ତାମିଲ୍ନାଡ୍ ମର୍କାଣ୍ଟାଇଲ୍ ବ୍ୟାଙ୍କ୍’ର (ଟିଏମ୍ବି) ପରିଚାଳନା ନିର୍ଦ୍ଦେଶକ ତଥା ‘ସିଇଓ’ ଏସ୍. କ୍ରିଷ୍ଣନ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। କିନ୍ତୁ, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କଥା କ୍ରିଷ୍ଣନ୍ ତାଙ୍କ ଇସ୍ତଫା-ପତ୍ରରେ ଉଲ୍ଲେଖ କରିଛନ୍ତି। କ୍ରିଷ୍ଣନ୍ଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ ଅଛି, ମୋର କାର୍ଯ୍ୟକାଳର ଆଉ ତୃତୀୟାଂଶ […]